Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇସ୍କୁଲରେ ନିଯୁକ୍ତ ହେବେ ୪ ହଜାରରୁ ଅଧିକ ଅତିଥି ଶିକ୍ଷକ, ଖୁବଶୀଘ୍ର ନିଯୁକ୍ତି ଦେବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି। ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାଁନ୍ତି। ଫଳରେ ପାଠପଢାରେ ଅସୁବିଧା ହେଉଛି। ତେଣୁ ଶିକ୍ଷକ ପଦବୀ ପୂରଣ ନେଇ ବିକଳ୍ପ ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ରାଜ୍ୟରେ ୪ ହଜାର ୪୦୩ ଅତିଥି…

ସ୍ୱାଧୀନତା ଦିବସ ପୂର୍ବରୁ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଉଡ଼ିଲା ଜାତୀୟ ପତାକା। ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଏହି…

ଏକାକୀ ଲଢ଼ିବାକୁ ପ୍ରସ୍ତୁତି, ପୁରୀରେ ୪ କେନ୍ଦ୍ରମନ୍ତ୍ରୀଙ୍କ କର୍ମଶାଳା

ପୁରୀ: ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ସରକାର ଗଠନ କରିବ ବୋଲି ଦଳର ବରିଷ୍ଠ ନେତାମାନେ ଦାବି କରୁଥିବା ବେଳେ ରାଜ୍ୟ ବିଜେପି ଆକ୍ସନ ମୁଡରେ ଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କଥାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିର ଅଂଶବିଶେଷ…

ଶ୍ରୀମନ୍ଦିର ଚାରିଦ୍ବାର କେବେ ଖୋଲାଯିବ କହିଲେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା

ପୁରୀ: ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ୱାର ଖୋଲିବା ପାଇଁ ଦାବି ଜୋର ଧରୁଥିବା ବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସାରକାଙ୍କ କହିବାନୁସାରେ, ଭକ୍ତଙ୍କ ଆବଶ୍ୟକତା ଓ ସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ଏ ନେଇ ନିଷ୍ପତ୍ତି ନିଆଯିବ।…

ଜନଜାତିମାନେ ନିଜ ଉପରେ ଗବେଷଣା କରନ୍ତୁ: ଅର୍ଜୁନ ମୁଣ୍ଡା

ଭୁବନେଶ୍ୱର: କିସ୍‍ ବିଶ୍ୱ ବିଦ୍ୟାଳୟରେ ୯ ତାରିଖରୁ ଚାଲିଥିବା ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଆଜି ଉଦ୍‍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବା କ୍ଷେତ୍ରରେ ସମ୍ରାଟ ଅଶୋକଙ୍କ ଭୂମିକା ଓ…

ସ୍ବାମୀର ମୃତ୍ୟୁ ପରେ ଚକ୍ଷୁଦାନ କଲେ ସ୍ତ୍ରୀ, କହିଲେ ପୂରଣ ହୋଇଛି ତାଙ୍କ ସ୍ୱାମୀଙ୍କ ସ୍ୱପ୍ନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ନୂଆସାହି ଗାଁର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି।ମାଳତୀ ମାଧେଇଙ୍କ ସ୍ୱାମୀ କମଳାକାନ୍ତ ମାଧେଇ ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ। ତେବେ ଡ୍ୟୁଟିରେ ଥିବା ବେଳେ ବିଦ୍ୟୁତ୍ ଆଘାତରେ…

ରାଜଧାନୀରେ ଡରାଇ ଚାଲିଛି ଡେଙ୍ଗୁ ମଶା, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ଯା

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଣ୍ଡା ରବିବାର କହିଛନ୍ତି ଯେ, ରାଜଧାନୀରେ ପ୍ରତିଦିନ ୩୦୦-୪୦୦ ନମୁନା ପରୀକ୍ଷା କରାଯାଉଛି। ଏଥିମଧ୍ୟରୁ ପ୍ରାୟ ୫୦-୬୦ଟି ନମୁନାରେ ଡେଙ୍ଗୁରେ…

ପୁଣି ଚର୍ଚ୍ଚାରେ ବିଧାନ ପରିଷଦ ପ୍ରସଙ୍ଗ, ଶାସକ ଦଳର ରାଜନୈତିକ ଚାଲ କହି ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ମୁନ୍ନା ଖାଁ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଶାବ୍ୟକ୍ତ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ବିଜେଡ଼ିର ବିଧାନ ପରିଷଦ ଆବେଦନକୁ ଅସନ୍ତୁଷ୍ଟ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ଏକ କସରତ ବୋଲି ବିଜେପି ଓ କଂଗ୍ରେସ କହିଛି। ରାଜ୍ୟରେ ବିଧାନ…

ଏମ୍ସ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରର ଉଦଘାଟନ

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦଘାଟନ କରିଛନ୍ତି। ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍…

ପତ୍ନୀଙ୍କ ସହ ଝଗଡା କରି ୯ ମାସର ଶିଶୁ ପୁତ୍ର ସହ ନଦୀକୁ ଡେଇଁ ପଡିଲେ ବାପା

କଟକ:ଜୀବନ ପ୍ରତି ମୋହ ଛାଡିଗଲା ସତ ହେଲେ ସନ୍ତାନ ପ୍ରତି ତୁଟାଇ ପାରି ନ ଥିଲେ । ସେଥିପାଇଁ ପତ୍ନୀଙ୍କ ସହ ଝଗଡା କରି  ୯ ମାସର ଛୁଆକୁ ଧରି   ନଦୀକୁ ଡେଇଁଥିଲେ ବାପା । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ  ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମା’ ସହ ହସ୍ପିଟାଲକୁ ପଠା ଯାଇଛି ।…