Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବହେଳିତ ସରକାରୀ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଲୋୟର ପିଏମଜି

ଭୁବନେଶ୍ୱର: ସକାଳୁ ସକାଳୁ କମ୍ପୁଥିଲା ଲୋୟର ପିଏମଜି । ସରକାରଙ୍କ ଦ୍ୱାରା ଅବହେଳିତ, ଉପେକ୍ଷିତଙ୍କ ଗର୍ଜନରେ ଥରୁଥିଲା ରାଜଧାନୀ ଛାତି। ଗୋଟିଏ ପଟେ ବିଭିନ୍ନ ଦାବି ନେଇ ଏକାଠି ହୋଇଥିଲେ ସରକାରୀ ଆଉଟସୋର୍ସିଂ କର୍ମଚାରୀ । ଅନ୍ୟପଟେ ଗର୍ଜୁଥିଲେ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ମହାସଂଘ…

ମଝି ଚିଲିକାରେ ମାରିଲା ବିଜୁଳି, ମାଛ ଧରୁଥିବା ବେଳେ ଚାଲିଗଲା ବାପପୁଅଙ୍କ ପ୍ରାଣ

ଖୋର୍ଦ୍ଧା: ମାଛ ମାରିବାକୁ ଚିଲିକାକୁ ଡଙ୍ଗା ନେଇ ଯାଇଥିଲେ ବାପପୁଅ । ହେଲେ କିଏ ଜାଣିଥିଲା ମାଛ ମାରି ବାପପୁଅ ଆଉ ଫେରିବେନି । ମଝି ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରପାତରେ ବାପପୁଅଙ୍କ ଜୀବନ ଯାଇଛି । ଏ ଅଘଟଣ ଘଟିଛି ଚିଲିକା ମଝିରେ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା…

କଲର୍ଭଟ ଭୁଶୁଡି ୫ ମୃତ ଘଟଣା: ପୁଅ ଓ ସ୍ୱାମୀଙ୍କୁ ହରାଇବା ପରେ ବିଷ ପିଇଦେଲେ ମହିଳା

ରାୟଗଡା: କଲଭର୍ଟ ଭୁଶୁଡିବା ଘଟଣାର ପୁଣି ଏକ ବିକଳ ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ କଲଭର୍ଟ ଭୁଶୁଡିବା ଘଟଣାରେ ଚାଲିଗଲା ସ୍ୱାମୀ ଓ ପୁଅଙ୍କ ଜୀବନ । ଏମିତି ଦୁଃଖଦ ଖବର ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଛନ୍ତି ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

୧୨ ଘଣ୍ଟାରେ ଅବପାତ, ୩ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଘନୀଭୂତ ହେଉଛି ଲଘୁଚାପ । ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିବ ବର୍ଷାର ପରିମାଣ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ ସକ୍ରିୟ ରହିବା ସହ ଏହା ଆଗାମୀ ୧୨ ଘଣ୍ଟାରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ ।…

ବାହାରିଲା ଓଏଏସ ରେଜଲ୍ଟ : ସୁଦେବ ପୃଷ୍ଟି ଟପ୍ପର

ଭୁବନେଶ୍ୱର:ବାହାରିଲା ଓଏଏସ ରେଜଲ୍ଟ । ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା-୨୦୨୨ରେ ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି । ପରୀକ୍ଷାରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୬୪ ଜଣ ମହିଳା ଅଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଥିବାବେଳେ ୫ ଜଣ ଝିଅ ମଧ୍ୟ ଅଛନ୍ତି ।…

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ । ୧୯୯୮ ମସିହାରେ ପୋଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ଦଣ୍ଡାଦେଶ…

ଫ୍ୟାମିଲି କୋର୍ଟରେ ତାରକା ଦମ୍ପତି: ବର୍ଷାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ

କଟକ: କଟକ ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ । ଛାଡପତ୍ର ମାମଲାରେ ଆଜି ଉଭୟ କୋର୍ଟରେ ହାଜର ହୋଇଛନ୍ତ । ଆଜି ଶେଷଥର ପାଇଁ ବର୍ଷାଙ୍କ ବୟାନ ରେକର୍ଡ କରାଯିବ । ଆବେଦନର ଶୁଣାଣିରେ ବିଳମ୍ବ ହେଉଥିବା ନେଇ ନିକଟରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ହାଇେକାର୍ଟଙ୍କ ଦ୍ୱାରସ୍ଥ…

୫ ଲକ୍ଷ ଟଙ୍କା ନେଇ ବସରେ ଯାଉଥିଲେ ପୂର୍ବତନ ଜିଏମ; ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଅବସରପ୍ରାପ୍ତ   ସରକାରୀ ଅଧିକାରୀ  । ବସରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ  ? ସେ ନେଉ ଖୋଳତାଡ ଚଲାଇି ଭିଜିଲାନ୍ସ । ଆର୍‌. ଉଦୟଗିରି TDCCOL(Tribal…

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଚାଲିଗଲା ପ୍ରସୂତିଙ୍କ ଜୀବନ

ଭୁବନଶ୍ୱର:ରାଜଧାନୀରେ ବଢୁଛି ଡେଙ୍ଗୁର ପ୍ରକୋପ । ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ…

ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ କରିବ କିଷାନ କଂଗ୍ରେସ

ଭୁବନେଶ୍ୱର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ଅତ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏନେଇ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛି କିଷାନ କଂଗ୍ରେସ। ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ…