Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା: OSSC ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା। ଅର୍ବାନ୍‌ ଲୋକଲ ବଡ଼ି ବା ULB ଆକାଉଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ ।…

୨୦୨୪ରେ ଓଡ଼ିଶାରେ କିଏ ହାତେଇବ କେତେ ଲୋକସଭା ଆସନ ? ସର୍ଭେକୁ ପ୍ରାୟୋଜିତ କହିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ତିଆରି ଚାଲିଛି ୨୦୨୪ ବିଜୟ ପାଇଁ ରଣନୀତି । ନିର୍ବାଚନ ଆସନ୍ନ ହେଉଥିବା ବେଳେ ଇଣ୍ଡିଆ ଟିଭି-ସିଏନଏକ୍ସ ଓପନିଅନ ପୋଲ୍ ପ୍ରକାଶ କରିଛି । ଓପନିଅନ୍ ପୋଲ୍ ଅନୁସାରେ, ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ।…

ହାତୀକୁ ନିଆଁହୁଳା ମାଡ଼ ଘଟଣା: ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

ବାରିପଦା: ହାତୀକୁ ନିଆଁହୁଳା ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବହିଷ୍କାର କଲା ବନବିଭାଗ । ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ କିଛିଦିନ…

ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି, ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଟାଙ୍ଗୀ: ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରୋଯ ଘରର…

ମରଣ ମୁହଁରୁ ବର୍ତ୍ତିଗଲେ ଯାତ୍ରୀ: ବଞ୍ଚେଇଦେଲେ RPF କର୍ମଚାରୀ

ଖୋର୍ଦ୍ଧା: ସାହାସିକତା ଦେଖାଇଲେ ଆରପିଏଫ ଷ୍ଟାଫ୍‌। ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ ଫେରାଇ ଆଣିଲେ। ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ୪ ନଂମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ…

ଭ୍ୟାନ୍‌ ଓଲଟି ୧୨ କାଉଡ଼ିଆ ଆହତ, ଜଣେ ଗୁରୁତର

ଆନନ୍ଦପୁର: ପୁଣି ଦୁର୍ଘଟଣାର ଶିକାର ହେଲା କାଉଡ଼ିଆଙ୍କ ଗାଡି଼। ଘଷିପୁରା ଥାନା ଗୋହିରା ନିକଟରେ ଓଲଟିଲା କାଉଡ଼ିଆଙ୍କ ଭ୍ୟାନ୍‌। ଘଟଣାରେ ୧୨ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି। ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳାରେ ଅଟକିଲା ଇସ୍ପାତ ଏକ୍ସପ୍ରେସ୍‌

ବଲାଙ୍ଗିର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦେଢ଼ ଘଣ୍ଟା ହେଲା ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ୍। ବଲାଙ୍ଗିର ଜିଲ୍ଲା ସଇଁତଳା ଷ୍ଟେସନରେ ୫.୪୫ ମିନିଟରେ ଟ୍ରେନ ପହଞ୍ଚିବା ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏକ୍ସପ୍ରେସଟି ଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ବାହାରିଥିଲା। କିନ୍ତୁ…

ଓଡ଼ିଶା ଆସିବ ଗ୍ଲୋବାଲ କମ୍ପାନୀ ସିନପସିସ୍‌, ୩୦୦ ଚିପ୍ ଡିଜାଇ ଇଞ୍ଜିନିୟରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଡିଜାଇନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଆସୁଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଆଉ ଏକ ସଫଳତା ଯୋଡି ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ(ଇଡିଏ) କ୍ଷେତ୍ରରେ ଗ୍ଲୋବାଲ ଲିଡର ସିନପସିସ୍ ଭୁବନେଶ୍ୱରରେ ଏହାର ଡିଜାଇନ ସେଣ୍ଟର…

ଜିଇଏମ୍ ସମ୍ମିଳନୀ ଆୟୋଜିତ: ସରକାରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ୨୯ ଜୁଲାଇରେ ଭୁବନେଶ୍ୱରଠାରେ ସରକାରୀ ଇ- ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନ୍ତ ସାହୁ ଗିରଫ ହେବା ପରେ ସେମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିବା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ମୂଳ ବାସିନ୍ଦା ଗୋବିନ୍ଦ ତ୍ରିପାଠୀ କନ୍ଧମାଳ ଜିଲ୍ଲା ସିରସିପଙ୍ଗା…