Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ସମବାୟ ବ୍ୟାଙ୍କର ଛାତ

ସମ୍ବଲପୁର: ରବିବାର ପ୍ରବଳ ବର୍ଷାରେ ସମବାୟ ବ୍ୟାଙ୍କର ଛାତ ଭୁଶୁଡ଼ି ପଡ଼ିଛି । ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ଛାତ ଭୁଶୁଡ଼ି ଯାଇଛି । ସ୍ଥାନୀୟ କୁଞ୍ଜେଲପଡ଼ାର ଏକ ଭଡ଼ା ଘରେ ସମବାୟ ବ୍ୟାଙ୍କ ଚାଲିଥିଲା । ଆଜି ରବିବାର ଥିବାବେଳେ ଛାତ ଭୁଶୁ଼ଡ଼ିଥିବାରୁ କାହାରି କିଛି…

ମ୍ୟାଲେରିଆ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀ ଚାଲିଲେ ୯ କିଲୋମିଟର

ନବରଙ୍ଗପୁର: ଝରିଗାଁ ବ୍ଲକ ଅନ୍ତର୍ଗତ ମ୍ୟାଲେରିଆ ପ୍ରଭାବିତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଛି।ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବାଧ୍ୟହୋଇ ସେମାନେ ଦୀର୍ଘ ନଅ କିଲୋମିଟର ପାଦରେ ଚାଲି ଚାଲି ଯାଇ ଆବଶ୍ୟକ…

ହଷ୍ଟେଲ ରୁମରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଲ ଏମ୍ଆଇଟିଏସ୍ ଇଞ୍ଜିନିୟରିଂ କଲେଜରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ମିଳିଛି । ମୃତକ ବରଗଡ଼ର ୨୧ ବର୍ଷୀୟ ପ୍ରୀତମ ପ୍ରଧାନ । ସେ…

ଆଇଏଏସ ଅଫିସରଙ୍କ ପାଇଁ ଇଂରାଜୀରେ ‘Orissa’ର ଇଂରାଜୀ ବନାନ ପରିବର୍ତ୍ତନ ହୋଇଛି: ତଥାଗତ

ଭୁବନେଶ୍ବର: କିଛି ଆଇଏଏସ୍ ଅଫିସରଙ୍କ ପାଇଁ ଉଚ୍ଚାରଣରେ ସୁବିଧା ପାଇଁ ଆମ ରାଜ୍ୟର ନାମ Orissaରୁ Odisha (ଓଡ଼ିଶା) ହୋଇଛି। ରବିବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଉତ୍ସବରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଯୋଗଦେଇ ମେଧାବୀ…

ଚୋରି ଅଭିଯୋଗରେ ଘର ମାଲିକଙ୍କ ଦ୍ୱାରା ଅଟକ ସହାୟିକା ଉଦ୍ଧାର; ମାଲିକ ଫେରାର

ଭୁବନେଶ୍ୱର: ଶ୍ରୀବିହାରରେ ଥିବା ଜଣେ ମାଲିକଙ୍କ ଘରୁ ରବିବାର ଜଣେ ଘରୋଇ ସହାୟକଙ୍କୁ ଉଦ୍ଧାର କରିଛି ପୋଲିସ। ଦାମୀ ଜିନିଷ ଚୋରି ଅଭିଯୋଗ ଆଣିବା ପରେ ମାଲିକ ତାଙ୍କୁ ଅଟକ ରଖିଥିଲେ। ଉଦ୍ଧାର ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଞ୍ଚଳରେ ଥିବା ଶବର ସାହିର ନମିତା…

ନାବାଳକଙ୍କୁ ବଳି ପାଇଁ ହତ୍ୟା ଘଟଣା, ସାଧିକାଙ୍କ ସହ ୩ ପୁଅ ଗିରଫ

ଅନୁଗୁଳ: ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ…

ଝିଅକୁ ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ

ଫୁଲବାଣୀ: ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପରିବାର ଲୋକ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି । ରାଇକିଆ ଥାନା ଅନ୍ତର୍ଗତ ସିକାବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁରୁକୃପା ଆଶ୍ରମର ଆଉ ଜଣେ ବାବା

ପୁରୀ: ଆଖି ବୁଜିଲେ ଆଉ ଜଣେ ବାବା । ପୁରୀ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ବାବା ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଦୟାନିଧି ବାବା । ପୂର୍ବରୁ ଆକ୍ରମଣରେ ଅର୍ଜୁନ ବାବାଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ପଢ଼ନ୍ତୁ: ଗୁରୁକୃପା ଆଶ୍ରମରେ…

ଲଘୁଚାପ ସକ୍ରିୟ, ଆଉ ୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉପରେ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ୨ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ । ୩ ତାରିଖରୁ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପ୍ରବଳରୁ ଅତି ପ୍ରବଳ…

୧୪ ବର୍ଷର ବାଳକକୁ ବଳି ଦିଆଯାଇଥିବା ଅଭିଯୋଗ, ସାଧିକାଙ୍କ ସହ ୩ ପୁଅ ଥାନାରେ ଅଟକ

ଅନୁଗୁଳ: ନରବଳି ଦିଆଯାଇଥିବା ଅଭିଯୋଗ କରି ଲୋକେ ପୋଲିସ ଭ୍ୟାନ୍ ପୋଡ଼ି ଦେବାର ଦିନକ ପରେ ପୋଲିସ ଆକ୍ସନ୍ ମୋଡକୁ ଆସିଛି । ମଙ୍ଗଳା କୋଠିର ସାଧିକାଙ୍କ ସହ ୩ ପୁଅଙ୍କୁ କିଆକଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ୧୪ ବର୍ଷୀୟ ସଞ୍ଜିତର ମୃତ୍ୟୁ କେମିତି ହେଲା ? ସେନେଇ ୪…