Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କୁଲ ୟୁନିଫର୍ମରେ ସବୁଜ ରଙ୍ଗ, ରାଜନୈତିକ ଉଦ୍ଦେଶ୍ୟ କହି ଘେରିଲା ବିରୋଧୀ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଡ୍ରେସ୍ କୋଡ୍ ଯୋଜନାକୁ ନେଇ ରାଜନୀତି ଜୋର ଧରିଛି, ବିରୋଧୀ ବିଜେପି ୟୁନିଫର୍ମ ପାଇଁ ରଙ୍ଗ ଚୟନ ଉପରେ ପ୍ରଶ୍ନ ଉଠାଇଛି, ଶାସକ ଦଳର ରଙ୍ଗ ଭଳି ୟୁନିଫର୍ମ ହୋଇଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନକୁ…

ଦକ୍ଷତା ବୃଦ୍ଧି ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ଭାରତରେ ଦକ୍ଷତାର ବିଶ୍ଵସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି ଯାହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଏକ ସେଣ୍ଟର ଅଫ୍…

ନଦୀରେ ଭାସୁଛି ହଜାର ହଜାର ମଲା ମାଛ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଥିବା ବାହୁଦା ନଦୀ ମୁହାଣରେ ବୁଧବାର ହଜାର ହଜାର ମଲା ମାଛ ପଡିଥିବା ଦେଖିବାକୁ ମିଳିଛି। କୁଇଣ୍ଟାଲରୁ ଅଧିକ ଓଜନର ମଲା ମାଛ ୫ କିଲୋମିଟର ବ୍ୟାପୀ କିଛି ପଡିଥିବା ବେଳେ ଆଉ କିଛି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଏହା କବଲା ମାଛ…

ମାଡାମଙ୍କ ମାଡରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର

କାମାକ୍ଷାନଗର: ସରକାରରେ ମାଡ ହୋଇପାରିବ ନାହିଁ। ଛାତ୍ରଛାତ୍ରୀ କିଭଳି ଦଣ୍ଡମୁକ୍ତ ଅଞ୍ଚଳରେ ସୁରୁଖୁରରେ ପାଠ ପଢ଼ିବେ ସେ ନେଇ ଅନେକ ବ୍ୟବସ୍ଥା କରିଛନ୍ତି ଏହାରି ଭିତରେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବୁଧବାର ଜଣେ ଶିକ୍ଷୟତ୍ରୀ ଛାତିରେ ବିଧା…

ବିଜେଡି ସରକାର ପ୍ରଶାସନିକ ମାଫିଆ କବଜାରେ, ଏପରି କହି କାହାକୁ ଟାର୍ଗେଟ କଲା ବିଜେପି?

ଭୁବନେଶ୍ୱର: ଓଡିଶାର ବିଜୁ ଜନତା ଦଳ ସରକାର ଏକ ପ୍ରଶାସନିକ ମାଫିଆଙ୍କ କବଜରେ ରହିଛି। ବିଜେପି ବୁଧବାର ଏଭଳି ଏକ ଅଭିଯୋଗ କରିଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡ଼ିଶା ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଦାବି କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ଗତ ୨୩ ବର୍ଷ ମଧ୍ୟରେ…

ରେଳ ଧାରଣାରୁ ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ବାହାନଗା ରେଲୱେ ଫାଟକ ନିକଟରୁ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଲୱେ ଷ୍ଟେସନ ଅଧିନସ୍ଥ ଇଚ୍ଛାପୁର ରେଲୱେ ଫାଟକ ନିକଟରେ ଜଣେ ଅଜଣା ବିକଳାଙ୍ଗ…

ମୟୂରଭଞ୍ଜରେ ଚାଞ୍ଚଲ୍ୟ, ମଣିଷ ଖାଇଲା ମଣିଷର ଦରପୋଡ଼ା ମାଂସ !

ବାରିପଦା: ମଣିଷ ମାଂସାଶୀ । ହେଲେ କେବେ ଶୁଣିଛନ୍ତି ମଣିଷ, ମଣିଷର ମାଂସ ଖାଇବା । କିନ୍ତୁ ଏମିତି ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ । ମଦ ନିଶାରେ ମସଗୁଲ୍ ଥିବା ୨ ଜଣ ବ୍ୟକ୍ତି ଶ୍ମଶାନରେ ମୃତଦେହ ପୋଡ଼ା ଯାଉଥିବା ବେଳେ ସେଠାରୁ ଦରପୋଡ଼ା ଶବର ମାଂସ ଆଣି ଖାଉଥିବା ବେଳେ…

ଭିସୁଟ କ୍ୟାମ୍ପସରେ ଗଡ଼ିବନି ଗାଡ଼ି; ବିଜ୍ଞପ୍ତ ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର: ବୁର୍ଲା ଭିସୁଟ ହେବ ନୋ ଭେଇକିଲ ଜୋନ । କ୍ୟାମ୍ପସରେ ଗାଡି ଚଳାଚଳ ନେଇ କଟକଣା ଜାରି କରିଛନ୍ତ ୟୁନିଭର୍ସିଟି କର୍ତ୍ତୃପକ୍ଷ । ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନା ଗାଡ଼ି । ଏକ ବିଜ୍ଞପ୍ତ ଜାରି କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି, …

ଟିପିଏସ୍ଓଡିଏଲ୍ ପକ୍ଷରୁ ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ

ବ୍ରହ୍ମପୁର: ଟିପି ସାଉଥ୍ ଓଡ଼ିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦିଗରେ କାର୍ଯ୍ୟ ଚାଲିଅଛି । ଏହି ପ୍ରକଳ୍ପଟି ଅଞ୍ଚଳର ବାସିନ୍ଦାଙ୍କୁ ବିଦ୍ୟୁତ୍ ଯୋଗାଣର…

 ଅନ୍ଧବିଶ୍ୱାସରୁ ସାଜିଲେ ହତ୍ୟାକାରୀ; ବଡବାପାଙ୍କୁ ହତ୍ୟା କରି ଏବେ ଜେଲରେ ଯୁବକ

ନୂଆପଡା: ଅନ୍ଧବିଶ୍ୱାସ ଆଉ ସନ୍ଦେହର କୁପରିଣତିର ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ ।  ଗୁଣିଗାରେଡିକୁ ନେଇ ବଡବାପାଙ୍କୁ ସନ୍ଦେହ କଲା । ସନ୍ଦେହ ରାକ୍ଷସ ତାଙ୍କୁ ଏମିତି କବଳିତ କରିଦେଲା ଯେ ସେ ଭୁଲିଗଲେ ରକ୍ତ ସମ୍ପର୍କକୁ, ଭୁଲିଗଲେ ମଣିଷ ପଣିଆକୁ । ଭୁଲିଗଲେ ଏହାର ପରିଣତିକୁ ।…