Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ମୁଖ୍ୟମନ୍ତ୍ରୀ ଅସୁସ୍ଥ’, ତାଙ୍କୁ ଗୃହବନ୍ଦୀ ରଖାଯାଇଛି ବୋଲି କହିଲେ ଅପରାଜିତା

ଭୁବନେଶ୍ୱର: ପୁଣି ନା ନନେଇ ଟାର୍ଗେଟ୍ କଲେ ଅପରାଜିତା । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ାର ଏକ ସଭାରେ ପୁଣି ଥରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟରେ ନିର୍ବାଚିତ ନେତା, ମନ୍ତ୍ରୀ ସଭାକୁ ଯାଉ ନାହାନ୍ତି କି ଘୋଷଣା କରୁ ନାହାନ୍ତି ।…

ମହଙ୍ଗା ପଡିଲା ନକଲି ସୁନା ବନ୍ଧକ ରଖି ଋଣ, ୧୧ଜଣ ଗିରଫ

ଗଜପତି: ନକଲି ସୁନା ବନ୍ଧକ ରଖି ଋଣ । ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୧୧ ଗିରଫ। ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ସାଖାର ବ୍ୟାଙ୍କ ଦ୍ବାରା ଅନୁମୋଦିତ ସୁନାରିକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଟଙ୍କା ରୁଣ ନେଇଥିଲେ। ଧରା ପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି…

ସରୁନି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ଼: ମିଳିଲା ଆହୁରି ଅଢ଼େଇ କୋଟି ଟଙ୍କା

ଭୁବନେଶ୍ୱର: ସରୁନି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ଼ । ଲଗାତର ଭାବରେ ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ଼ । ସେପଟେ ଡିଏନ ଗ୍ରୁପ ମୁଖ୍ୟଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ଡିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ଆଜି ରେଡ୍ ପରେ ଆହୁରି ଅଢ଼େଇ କୋଟି…

ଥମୁନି ଆବାସ ଦୁର୍ନୀତି: ଘର ନଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆପଡା: ନୂଆପଡା ଜିଲ୍ଲାରେ ଦୁର୍ନୀତି ଥମିବା ର ନାଁ ଧରୁ ନାହିଁ । ପ୍ରତ୍ୟେକ ଦିନ କିଛି ନାଁ କିଛି  ଦୁର୍ନୀତି ଖବର ସାମ୍ନା କୁ ଆସୁଥିଲେ ହେଁ ପ୍ରଶାସନ ତଥା ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ।  ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ହେଉଛି ବୋଡେ଼ନ ବ୍ଲକ । ଏହି ବ୍ଲକ…

ନିର୍ବାଚନ ଆସିଲେ ସାମ୍ବାଦିକଙ୍କ କଥା ମନେ ପଡ଼ୁଛି କହି ସରକାରଙ୍କୁ ସମାଲୋଚନା କଲେ ତାରା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଆବେଦନ କରିବା ଲାଗି ୱେବସାଇଟର ପ୍ରଚଳନ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାର ଗତ ନିର୍ବାଚନରେ ସାମ୍ବାଦିକଙ୍କ ପାଇଁ…

ଲୋକକଳା କଳାକାର ମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାର ମାନଙ୍କ ସଂଘ ଗଠନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ…

ଏହି ୬ ସାମ୍ବାଦିକଙ୍କୁ ମିଳିବ ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ- ୨୦୨୨’

ଭୁବନେଶ୍ୱର: ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ସାମ୍ୱାଦିକଙ୍କୁ ସମ୍ମାନିତ କରାଯିବ। ଦିଲ୍ଲୀର ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମଶିନ ପକ୍ଷରୁ ଦିଆଯାଉଥିବା ମର୍ଯ୍ୟଦାଜନକ ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୨୨’ ଚଳତି…

ବାହାନଗା ଟ୍ରେନ ଟ୍ରାଜେଡ଼ି: ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍

ଭୁବନେଶ୍ୱର: ବାହାନାଗା ଟ୍ରେନ ଟ୍ରାଜେଡ଼ି ମାମଲା । ଚନ୍ଦକା ଥାନାରେ ଚହଞ୍ଚିଲେ ସିବିଆଇର ୫ ଜଣିଆ ଟିମ । ଗିରଫ ୩ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ଜୁନ୍‌-୨ ତାରିଖରେ…

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ: ସ୍ୱାମୀ ଫେରାର, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବୌଦ୍ଧ…

ପିଙ୍କ୍ ହ୍ଵାଟ୍ସଆପ୍ ପ୍ରତି ସାବଧାନ ! ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା ଜାରି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆର କ୍ରେଜ୍ ଯେତିକି ବଢି ଚାଲିଛି ସେତିକି ସାଇବର ଅପରାଧ ମଧ୍ୟ ଘଟୁଛି। ଲୋକମାନେ ନିଜର ଦୈନନ୍ଦିନ ଜୀବନର ପ୍ରତ୍ୟେକଟି ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତି। ଆଉ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ।…