Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆ ସହିତ କ୍ୟାମେରୁନ୍ ଶିକ୍ଷାନୁଷ୍ଠାନର ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଆଫ୍ରିକାର କ୍ୟାମେରୁନ୍ ସ୍ଥିତ ହାନ୍‌ସିଆଟିକ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ସାଇନ୍‌ସେସ୍ (ହିଟାସ୍‌) ସହିତ ଗତ ଜୁନ୍ ମାସ ଶେଷରେ ଏକ କାର୍ଯ୍ୟକାରୀ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଜୁନ୍…

ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଖୋର୍ଦ୍ଧା: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି…

ଆଇପିଏସ୍ ସ୍ତରରେ ଅଦଳବଦଳ, ଶଫିନ୍ ଅହମ୍ମଦ ହେଲେ କ୍ରାଇମବ୍ରାଞ୍ଚ ଆଇଜି

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୦୩ ବ୍ୟାଚର ଆଇପିଏସ୍ ଶଫିନ୍ ଅହମ୍ମଦ କେଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ମିଳିଛି । ସେ ଏବେ ଏଚଆରପିସି ଆଇଜି ଅଛନ୍ତି । ସେହିଭଳି…

ବାହାନଗା ଦୁର୍ଘଟଣାରେ ୩ ଖଳନାୟକଙ୍କ ହାତରେ ପଡ଼ିଲା ହାତକଡ଼ି, ଜାଣିଶୁଣି ଘଟାଇଥିଲେ ଅପରାଧ !

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଆରମ୍ଭ କଲା ଗିରଫଦାରୀ । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଭାରତୀୟ ରେଳବାଇର…

ବାହାନଗା ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୩ ଜଣ ଗିରଫ । ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ନେଇ ସୂଚନା ମିଳିଛି । ଭାରତୀୟ ରେଳବାଇର ୩ ଜଣ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି । ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ଟେକ୍ନିସିଆନ୍ ପପୁ କୁମାର, ସିନିୟର ସେକ୍ସନ୍…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଡିଜିଟାଲ୍ ସାକ୍ଷରତା ଅଭିଯାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଡିଜିଟାଲ୍ ସାକ୍ଷରତାରେ ଉନ୍ନତି ଆଣିବା ଲାଗି ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ ଅଂଚଳରେ ଡିଜିଟାଲ୍…

‘୪୫ ବର୍ଷ ଧରି ଖୋଲା ଯାଇ ନ ଥିବା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତୁରନ୍ତ ଖୋଲ, ରତ୍ନାଳଙ୍କାର ଯାଞ୍ଚ କର’

ପୁରୀ:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ । ବହୁମୂଲ୍ୟ ଅଳଙ୍କାରର ଗଣତି କରାଯାଉ । ଏଥି ସହ ମରାମତି ମଧ୍ୟ କରାଯାଉ ।  ଜୋର ଧରିଛି ଏମିତି ଦାବି  । ହେଲେ ରାଜ୍ୟ ସରକାର  ନୀରବ। ଏ ନେଇ ଆଜି ଦୁଇଦୁଇଟି ଅନୁଷ୍ଠାନ ତରଫରୁ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଯାଞ୍ଚ କରିବା ନେଇ ବିଶାଳ…

ବେଫିକର୍ ବାଲିମାଫିଆ: ରାଜସ୍ୱ ବିଭାଗର ଅବହେଳାରୁ କୋଟିକୋଟି ଟଙ୍କାର ରାଜସ୍ବ ହାନି

ଖଡ଼ିଆଳ : ଖଡ଼ିଆଳ ତହସିଲ ଅଞ୍ଚଳ ରେ ମାତିଛନ୍ତି ବାଲି ମାଫିଆ । ବିଭିନ୍ନ ନଦୀରୁ ଚାଲିଛି ବେଧଡ଼କ ବାଲି ଚୋରାଚାଲାଣ । ରାଜସ୍ବ ବିଭାଗ ଓ ବାଲି ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ କୋଟିକୋଟି ଟଙ୍କା ରାଜସ୍ୱ ହାନି । ପ୍ରଶାସନ ଜାଣି ଶୁଣି ଏଠି ନିରାବଦ୍ରଷ୍ଟା । ବାଲି ମାଫିଆ ଓ ରାଜସ୍ବ ର ବିଭାଗ ର…

୬ ସାଂଗଠନିକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା କଲେ ନବୀନ

ଭୁବନେଶ୍ୱର: ସଂଗଠନକୁ ସୁଦୃଢ଼ କରୁଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।…

ପାତାଳୀ ଶ୍ରକ୍ଷେତ୍ର ହୁଣ୍ଡି ରୁ ଚୋରି, ହୁଣ୍ଡି ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି । ହୁଣ୍ଡି ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଇ ସ୍ଥିତ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ମନ୍ଦୀର ହୁଣ୍ଡି ରୁ ତାଲା କାଟି ଚୋରି ହୋଇଥିବା ସୂଚନା…