Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହାରିଲା ଓଏଏସ ରେଜଲ୍ଟ : ସୁଦେବ ପୃଷ୍ଟି ଟପ୍ପର

ଭୁବନେଶ୍ୱର:ବାହାରିଲା ଓଏଏସ ରେଜଲ୍ଟ । ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା-୨୦୨୨ରେ ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି । ପରୀକ୍ଷାରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୬୪ ଜଣ ମହିଳା ଅଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଥିବାବେଳେ ୫ ଜଣ ଝିଅ ମଧ୍ୟ ଅଛନ୍ତି ।…

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ । ୧୯୯୮ ମସିହାରେ ପୋଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ଦଣ୍ଡାଦେଶ…

ଫ୍ୟାମିଲି କୋର୍ଟରେ ତାରକା ଦମ୍ପତି: ବର୍ଷାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ

କଟକ: କଟକ ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ । ଛାଡପତ୍ର ମାମଲାରେ ଆଜି ଉଭୟ କୋର୍ଟରେ ହାଜର ହୋଇଛନ୍ତ । ଆଜି ଶେଷଥର ପାଇଁ ବର୍ଷାଙ୍କ ବୟାନ ରେକର୍ଡ କରାଯିବ । ଆବେଦନର ଶୁଣାଣିରେ ବିଳମ୍ବ ହେଉଥିବା ନେଇ ନିକଟରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ହାଇେକାର୍ଟଙ୍କ ଦ୍ୱାରସ୍ଥ…

୫ ଲକ୍ଷ ଟଙ୍କା ନେଇ ବସରେ ଯାଉଥିଲେ ପୂର୍ବତନ ଜିଏମ; ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଅବସରପ୍ରାପ୍ତ   ସରକାରୀ ଅଧିକାରୀ  । ବସରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ  ? ସେ ନେଉ ଖୋଳତାଡ ଚଲାଇି ଭିଜିଲାନ୍ସ । ଆର୍‌. ଉଦୟଗିରି TDCCOL(Tribal…

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଚାଲିଗଲା ପ୍ରସୂତିଙ୍କ ଜୀବନ

ଭୁବନଶ୍ୱର:ରାଜଧାନୀରେ ବଢୁଛି ଡେଙ୍ଗୁର ପ୍ରକୋପ । ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ…

ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ କରିବ କିଷାନ କଂଗ୍ରେସ

ଭୁବନେଶ୍ୱର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ଅତ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏନେଇ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛି କିଷାନ କଂଗ୍ରେସ। ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ…

ଭୁଶୁଡି ପଡିଲା ନିର୍ମାଣାଧୀନ କଲଭର୍ଟ: ୪ ଶିଶୁଙ୍କ ସମେତ ଚାଲିଗଲା ୫ଜଣଙ୍କ ଜୀବନ

ରାୟଗଡା:ଭୁଶୁଡି ପଡିଲା ନିର୍ମାଣାଧୀନ କଲର୍ଭଟ । ଚାଲିଗଲା ୫ ଜୀବନ  । ଏପରି ହୃଦୟ ବିଦାରକ ଘଟିଛି ରାୟଗଡା ଜିଲ୍ଲାରେ । ମୃତ ୫ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, କଲ୍ୟାଣସିଂହପୁର ଉପରସାଜା ନିକଟରେ ଏକ କଲଭର୍ଟର ନିର୍ମାଣ କାମ ଚାଲିଥିଲା । ଆଜି…

ବେଆଇନ ଟ୍ରେଡିଂ ଆପ୍‌ଠାରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସର ସଚେତନତା ଜାରି

ଭୁବନେଶ୍ୱର: ଲୋନ ଆପ୍ ଜରିଆରେ ଠକେଇ ହେବା ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର। ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଠକୁଛନ୍ତି ଅଦୃଶ୍ୟ ଲୁଟେରା। ଏଥିପ୍ରତି ସାବଧାନ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି। ବେଆଇନ…

ଏକାଠି ବାଇକରେ ଆସୁଥିଲେ, ବଜ୍ରାଘାତରେ ଟଳିପଡ଼ିଲେ ବାପା-ପୁ୍ଅ

ଜଗତସିଂହପୁର : ବାପାଙ୍କୁ ଆଣିବାକୁ  ଯାଇଥିଲା ପୁଅ  । ବାଇକରେ ଏକାଠି ଫେରୁଥିଲେ ବାପ-ପୁଅ । ହେଲେ କିଏ ଜାଣିଥିଲା, ଏ ଯାତ୍ରା ଥିଲା ଉଭୟଙ୍କର ଶାେଷ ଯାତ୍ରା ଥିଲା ବୋଲି ? ଅଧାବାଟରେ ହେଲା ବଜ୍ରପାତ । ଅଧାବଟରେ ଟଳି ପଡିଲେ ବାପା-ପୁଅ । କେହି ଫେରିଲେନି ଘରକୁ । ସେହିଠାରେ ହିଁ ଚାଲିଗଲା…

ଡାକ୍ତର ଦାମୋଦର ରାଉତ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଡାଏଲିସିସ୍

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ରବିବାର ରାତରୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସାଧିନ ଅଛନ୍ତି। ଡାକ୍ତରଖାନାରେ ଡାକ୍ତର…