Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ୩ରୁ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭିଜିବ ଓଡ଼ିଶା । ଜୁଲାଇ ୩ରୁ ହେବ ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୁଲାଇ ୩ ଓ ୪ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର,…

୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା, ଘୋଷଣା କଲା କ୍ରୁଟ୍

ଭୁବନେଶ୍ଵର: ଜୁଲାଇ ୧ ରୁ ୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା। ଏନେଇ ବିଜ୍ଞପ୍ତି ଜାରି କରିଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)। କ୍ରୁଟ ‘ମୋ ବସ’ ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି…

ଏପଟେ ପୁଅର ବାହାଘର, ସେପଟେ ବାପାର ଆତ୍ମହତ୍ୟା

ଗଞ୍ଜାମ : ଏପଟେ ଚାଲିଥିଲା ପୁଅର ବାହାଘର ଭୋଜି ଆଉ ସେପଟେ ବାପା ନେଲେ ଆତ୍ମହତ୍ୟା ପରି ଚରମ ନିଷ୍ପତି । ଏପଟେ ପୁଅ ନୁଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ବେଳେ ସେପଟେ କିନ୍ତୁ ଲିଭିଗଲା ବାପାର ଜୀବନ ଦିପ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା…

କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ । ସେପଟେ…

କୁଡିଆ ଘରର କଣ୍ଟା କରିଦେଲା ପଙ୍ଗୁ; ଏବେ ରୋଗ ଶଯ୍ୟାରେ ସରକାରୀ ସହାୟତା ଅପେକ୍ଷାରେ ପ୍ରମୋଦ

ଢେଙ୍କାନାଳ:ସରକାର ଜନତାଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଲାେକଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ବାସଗୃହ, ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଲୋକଙ୍କ ପାଖରେ କେତେ ପହଞ୍ଚୁଛି  ଏ ସୁବିଧା ? ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ…

ଜାଲରେ ପଡ଼ିଲା ବିଶାଳକାୟ ମାଛ: ବିକ୍ରି କରି ନ ପାରି ଚିନ୍ତାରେ ଚାଷୀ

ଭଦ୍ରକ: ଜାଲରେ ପଡିଛି ଏତେବଡ  ମାଛ ! ଦେଖିଲେ ଆଖି ଖୋସି ହେଇଯିବ । ଓଜନ ବି କିଛି କମ ନୁହେଁ । ପୂରା ୩୦ କେଜି । ମାଛଧରାଳି କେଉଟ ତ ଏତେବଡ ମାଛକୁ ଦେଖି ବେଶ ଖୁସି ହୋଇ ଯାଇଥିଲେ । ହେଲେ ଏବେ ପଡିଛନ୍ତି ଚିନ୍ତାରେ । କ’ଣ କରିବେ ଏଇ ମାଛକୁ ନେଇ ? ଏତେ ବଡ ମାଛକୁ ନେବ କିଏ ? ଘରେ ବା…

ରଥାରୁଢ ଠାକୁରଙ୍କର ଆଜି ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରିବିଜେ

ପୁରୀ: ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି ।   ସିଂହଦ୍ୱାର ଆଗରେ ତିନି ରଥ ଉପରେ ଅଧରପଣା…

ଆଜି ସରୁଛି ଯୁକ୍ତ ଦୁଇ ନାମଲେଖା ଆବେଦନ; ରାତି ୧୧.୪୫ ପର୍ଯ୍ୟନ୍ତ ହେଇପାରିବ ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର: ଆଜି ସରୁଛି ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା। ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ ଜାରି ରହିବ। ଅନ୍‌ଲାଇନ୍ ନାମଲେଖା ଆବେଦନ ସରିବା ପରେ ଜୁଲାଇ ୬ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୭ରୁ ୧୩ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ବି…

5T ସଚିବ ଭି. କେ ପାଣ୍ଡିଆନଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ , ଅନେକ ଉନ୍ନତି ମୂଳକ କାର୍ଯ୍ୟର କରିବେ ସମୀକ୍ଷା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । 5T ସଚିବ ଭି. କେ ପାଣ୍ଡିଆନଙ୍କ ଗସ୍ତର ଆଜି ୨ୟ ଦିନ । ୨ୟ ଦିନରେ ଜଗତସିଂହପୁର ସଦର ମହକୁମାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ସମସ୍ୟା ଉପରେ ଅଧିକାରୀ ମାନଙ୍କ ସହିତ ସବିଶେଷ ଆଲୋଚନା…

ବାହାନଗା ରେଳ ଦୁର୍ଘଟଣା; ଆସିଲା ୨୯ ମୃତଦେହର ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୨୮ ଦିନ ପୂରିଥିବା ବେଳେ ଆଜି ୨୯ ମୃତଦେହଙ୍କର DNA ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ପାଖାପାଖି ଏକ ମାସ ପୂରିଯାଇଥିବା ବେଳେ ମୃତଦେହ…