Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ନୂଆ ୟୁନିଫର୍ମ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ: ସୂରଜ ସୂର୍ଯ୍ୟବଂଶୀ

ଭଦ୍ରକ: ସ୍କୁଲ ୟୁନିଫର୍ମକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ୧୦ ତାରିଖ ରାଜ୍ୟ ସରକାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳିବା ପାଇଁ ଆଡଭାଇଜରି ଜାରି କରିବା ପରେ ଆଜି ପ୍ରତିବାଦର ସ୍ୱର ଉଠାଇଛି ବିଜେପି । ଟୁଇଟ କରି ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ରାଜ୍ୟ ସରକାରଙ୍କ ଉପରେ…

ବନ ବିଭାଗର ଚଢ଼ଉ: ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ଦୁଇ ଗିରଫ

ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂପାଲି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ସିଂପାଲି ଗାଁର ବିଲସେନ ଟପନୋ ଏବଂ ହାତୀଳିମୁଣ୍ଡା ଗାଁର ନବୀନ ଡୁଙ୍ଗଡୁଙ୍ଗ। ଉକ୍ତ ଜଙ୍ଗଲରେ ବାରହା ମାଂସ କାଟୁଥିବା ବନ ବିଭାଗ…

ପାୱାର କଟ୍‌କୁ ନେଇ ତାଲିଲେ ଗୋଷାଣୀ ନୂଆଗାଁବାସୀ, ରାସ୍ତାରେ ଟାୟାର ଜାଳି କଲେ ପ୍ରତିବାଦ

ବ୍ରହ୍ମପୁର: ପାୱାର କଟ୍‌କୁ ନେଇ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ରାସ୍ତାରୋକ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଲୋକେ। କିଛି ଦିନ ହେଲା ରାତି ୧୧ଟା ବାଜିବା ମାତ୍ରେ ବିନା ଘୋଷଣାରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଛି।…

କୁଆଖାଇରୁ ମିଳିଲା ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଉଦ୍ଧାର ହେଲା  କୁଆଖାଇରେ ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ । ଗତକାଲି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳାବାହିନୀ ଉଦ୍ଧାର କରିଛି  । ସେମାନେ ହେଲେ ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩)…

ଏଟିଏମ ଭାଙ୍ଗି ୧୨ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କିଓସ୍କରୁ ୧୨ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କେଶପୁର ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ରୁ ସୋମବାର ରାତିରେ ଲୁଟ୍ ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ପିଏନବି…

‘ଅଧପନ୍ତରିଆ’ ଓଭରବ୍ରିଜ ଉଦଘାଟନ କଲେ ସୁରେଶ ରାଉତରାୟ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏକ ଅଧପନ୍ତରିଆ ହୋଇଥିବା ଫ୍ଲାଏ ଓଭର ବ୍ରିଜକୁ ନଡିଆ ଭାଙ୍ଗି ଓ ଦୀପ ଜାଳି ଉଦଘାଟନ କରିଛନ୍ତି। ତେବେ ପୌରାଧ୍ୟକ୍ଷ ଓ ବିଜେଡି ନେତା ଏହାକୁ ସମାଲୋଚନା କରି କହିଛନ୍ତି ଯେ, ଏହି କାମ ଏବେ ବି ଅଧପନ୍ତରିଆ ହୋଇ ରହିଛି, ଲୋକେ…

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ…

୬ ବର୍ଷରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ସର୍ବାଧିକ ଅନୁଦାନ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳକୁ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡରୁ ସର୍ବାଧିକ ଅନୁଦାନ ମିଳିଛି ବୋଲି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟରୁ ଜାଣିବାକୁ…

ମହାନଦୀ ଜଳ ବିବାଦ ମାମଲା, ଅଧିକ ୪ ସପ୍ତାହ ସମୟ ମାଗିଲା ଓଡ଼ିଶା

ନୂଆଦିଲ୍ଲୀ: ମହାନଦୀ ଜଳବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରୁଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ କମନ୍ ଫର୍ମାଟ ତଥ୍ୟ ଦାଖଲ ପାଇଁ ଓଡ଼ିଶା ସରକାର ଅଧିକ ସମୟ ମାଗିଛନ୍ତି। ନିକଟରେ ଟ୍ରିବ୍ୟୁନାଲ ଦୁଇଟି ପର୍ଯ୍ୟାୟରେ ଉଭୟ ରାଜ୍ୟ ଗସ୍ତ କରି ସ୍ଥିତି…