Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି ନେତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ବାଇକରେ ଆସି ଗୁଳିଫୁଟାଇ ଫେରାର ହୋଇଗଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା ଗୁଳିମାଡ । ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳି କଲେ ଦୁର୍ବୁତ୍ତ । ରାତି ଅନ୍ଧାରରେ ବାଇକରେ ଆସି କାର କାଚ ଭାଙ୍ଗି ଗୁଳି କଲେ ଦୁର୍ବୁତ୍ତ ।   ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକର ଏକ ଘରୋଇ…

ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି, ଉଠିଲା କଟକଣା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି। ପ୍ରାୟ ୬୧ ଦିନ ହେବ ମାଛଧରା ଉପରେ ଜାରି ରହିଥିଲା କଟକଣା। ଏପ୍ରିଲ ୧୫ ତାରିଖରୁ ଜୁନ୍‌ ୧୪ ଯାଏଁ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁଁ ପ୍ରତି…

ବିଧବା ମହିଳାଙ୍କ ସହ ପ୍ରେମ ପଡିଲା ମହଙ୍ଗା, ଉଭୟଙ୍କୁ କୋଠରୀ ଭିତରେ ପକାଇଲେ ତାଲା

ଅନୁଗୁଳ: ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା। ମହିଳାଙ୍କ ସହ କୋଠରୀ ଭିତରେ ପ୍ରେମିକ ଥିବା ବେଳେ ଶାଶୁ ଘର ତାଲା ପକାଇଦେଲେ। ଆଉ ରାତିସାରା ତାଲା ପକାଇବା ପରେ ସକାଳେ ଉଭୟଙ୍କୁ କୋଠରୀ ଭିତରୁ ବାହାର କରି ଦଉଡ଼ିରେ ବାନ୍ଧି ସାହି ଦାଣ୍ଡରେ ବୁଲାଇଲେ। ଆଉ ଶହ ଶହ ଲୋକ…

ଝାରସୁଗୁଡାରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା, ୧୨ ଆହତ

ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲାରେ ବୁଧବାର ଏକ ବସ୍ ଓ ଟ୍ରଲର୍ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ଆହତ ହୋଇଛନ୍ତି। ଲଖନପୁର ଥାନା ଅନ୍ତର୍ଗତ ଜୁନିଆନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ରାଧାରାଣୀ ଯାତ୍ରୀବାହୀ ବସଟି…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ…

ଦିଲ୍ଲୀରେ ନୋ ପାୱାରକଟ, ୨୪ ଘଣ୍ଟା ମାଗଣା ବିଜୁଳି ଆଉ ଓଡ଼ିଶାରେ?

ଭୁବନେଶ୍ୱର: ଗୋଟିଏ ପଟେ ବିଜୁଳି ବଳକା ରାଜ୍ୟ କହୁଥିବା ଓଡିଶାରେ ବାରମ୍ବାର ବିଜୁଳି କାଟ ଓ ବିଜୁଳି ବିଭ୍ରାଟକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଦିଲ୍ଲୀର ଏକ ପ୍ରସଙ୍ଗ ରାଜ୍ୟର ବିଜୁଳି ପ୍ରସଙ୍ଗକୁ ନେଇ ହେଉଥିବା ରାଜନୀତିକୁ ଆହୁରି ତୀଵ୍ର କରିଛି। ଦିଲ୍ଲୀରେ…

କିଟ୍‍ ପକ୍ଷରୁ ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ନ୍ୟାସନାଲ୍‍ ମେମୋରିଆଲ୍‍ ଟ୍ରଷ୍ଟ ଛାତ୍ରୀଙ୍କୁ ଶିକ୍ଷା ସହାୟତା

ସାଲେପୁର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି (କିଟ୍‍) ପକ୍ଷରୁ ସାଲେପୁର ସତ୍ୟଭାମାପୁରସ୍ଥିତ କସ୍ତୁରବା ଗାନ୍ଧୀ ନ୍ୟାସ୍‍ନାଲ୍‍ ମେମୋରିଆଲ୍‍ ଟ୍ରଷ୍ଟର ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଇଛି। ମେ ୧୭ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ଅବସରରେ…

ନିଟ୍ ୨୦୨୩ ରେଜଲ୍ଟ, ଟପ୍ ୩ ରାଙ୍କରେ ସାଇ ଇଣ୍ଟରନ୍ୟାସନାଲ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ନ୍ୟାସନାଲ୍ ଏଲିଜିବିଲିଟି କମ୍ ଇଣ୍ଟ୍ରାନ୍ସ ଟେଷ୍ଟ (NEET) ୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ଛାତ୍ରଛାତ୍ରୀ ରାଜ୍ୟ ଟପ୍ପର ହୋଇଛନ୍ତି । ସାଇ ଇଣ୍ଟରନ୍ୟାସନାଲର ସ୍କୁଲର ସ୍ୱୟଂ ଶକ୍ତି ତ୍ରିପାଠୀ ରାଜ୍ୟ ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ସ୍ୱୟଂଙ୍କ ରାଙ୍କ ହେଉଛି ୮ ।…

ଚାକିିରି ଆଶାୟୀଙ୍କଠୁ ଠକେଇ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ୱର: ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଚାକିରି ଦେବାକୁ କହି ଦୁହେଁ ଠକେଇ କରିଥିବା ଠକେଇର ଶିକାର ବ୍ୟକ୍ତି ଜଣକ ଅଭିଯୋଗ କରିବା ପରେ ଏହି…

ଔଷଧ ଦୋକାନ ସଟର ଭାଙ୍ଗି ଲୁଟ ଘଟଣାରେ ତିନି ଗିରଫ

ବଲାଙ୍ଗୀର: ନିକଟରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ଏକ ମେଡିସିନ୍ ଷ୍ଟୋରରୁ ଲୁଟ୍ ଘଟଣାରେ ବଲାଙ୍ଗୀର ଜିଲ୍ଲା ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ତିନି ଦିନ ତଳେ ହୋଇଥିବା ଏହି ଲୁଟରେ ଷ୍ଟୋର ପରିସରରୁ ଚୋରି ହୋଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଲେଦାପଦର ଗାଁର ସୁବୋଧ…