Latest Odisha News

BREAKING NEWS

Browsing Category

ଓଡିଶା

Odisha

ସକାଳୁ ସକାଳୁ ଜଳିଲା ରାଜଧାନୀ; ୮.୩୦ ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର:ସକାଳୁ ସକାଳୁ ଜଳୁଛି ରାଜଧାନୀ । ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ସାରା ଓଡ଼ିଶାବାସୀ । ଆଜି ସକାଳ ସାଢ ୮ଟା ସୁଦ୍ଧା ୬ଟି ସହରରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଛି । ରାଜଧାନୀ ତାପମାତ୍ରା ସକାଳୁ ସକାଳୁ ୩୫.୬ ଡିଗ୍ରୀ ରହିଛି । ଝାରସୁୁୁଗୁଡାରେ ରହିଛି ସର୍ବାଧିକ ତାପମାତ୍ର ।…

ରଥଯାତ୍ରାର ଦିନକ ପୂର୍ବରୁ ପୁରୀରେ ବନ୍ଦ ରହିବ ମଦ ଦୋକାନ

ପୁରୀ: ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାର ଦିନକ ପୂର୍ବରୁ ବନ୍ଦ ରହିବ ମଦ ଦୋକାନ । ପୁରୀ ସହର ସହ ଆଖପାଖ ଅଞ୍ଚଳରେ ରଥ ଯାତ୍ରାର ଦିନକ ପୂର୍ବରୁ ସବୁ ମଦ ଦୋକାନ ବନ୍ଦ ରହିବ । ଏନେଇ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ସହର ଓ…

ଗ୍ରାମାଞ୍ଚଳରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ମେଗା କାର୍ଯ୍ୟକ୍ରମ

ରାଉରକେଲା: ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍ ଠାରେ ଆଜି ମେଗା କାର୍ଯ୍ୟକ୍ରମ…

ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ

ଭୁବନେଶ୍ୱର: ଶୁକ୍ରବାର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ ହୋଇଛି । ୯୨ ବର୍ଷ ବୟସରେ ଭୁବନେଶ୍ୱରରେ ଆଖି ବୁଜିଛନ୍ତି ଅନାଦି । ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅନାଦିଙ୍କ ମୃତ୍ୟୁ ହୋଇଛି । ଅନାଦି, ନେତ୍ରମଣି ଦାସଙ୍କୁ ବିବାହ କରିଥିବା ବେଳେ ତାଙ୍କର ୪ ପୁଅ ଓ ଜଣେ…

ବଢ଼ିଲା ଖରା ଛୁଟି, ଜୁନ୍ ୨୧ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର: ଓଡ଼ିଶା ଜଳୁଥିବା ବେଳେ ବିଦ୍ୟାଳୟ ଗ୍ରୀଷ୍ମ ଅବକାଶକୁ ନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ବୃ୍ଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ । ଜୁନ୍ ୨୧ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ ବୋଲି କହିଛି…

ଟ୍ୱିନ୍ ସିଟି ସହ ୬ ଜିଲ୍ଲାରେ ସନ୍ଧ୍ୟା ୭ଟା ୩୦ ଯାଏ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନରେ ଜାଳିଲା, ଅପରାହ୍ଣରେ ବର୍ଷିବ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୩ ଘଣ୍ଟାରେ ରାଜ୍ୟର ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ…

ଟପରେ ରାନ୍ଧି କୁଡ଼ୁଆରେ ଭର୍ତ୍ତି କରୁଥିଲେ ଅନ୍ନ, ଡାଲମା… ମହାପ୍ରସାଦ କହି ବିକିଥାନ୍ତେ !

ପୁରୀ: ଅଣସରରେ ଠାକୁର । ଶ୍ରୀମନ୍ଦିରରେ ହେଉନି ଯଥେଷ୍ଟ ଅବଢ଼ା ବା ମହାପ୍ରସାଦ । ଯାହାର ସୁଯୋଗ ନେଇ କିଛି ଅସାଧୁ ଲୋକ ବାହାରେ ରୋଷେଇ କରି ମହାପ୍ରସାଦ କହି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଚାରିପଟେ ଟେଣ୍ଟ କପଡ଼ା ଦିଆଯାଇ ଟପରେ ରୋଷେଇ ଚାଲିଛି । ରୋଷେଇ ସରିବା ପରେ ଅନ୍ନ, ଡାଲମା,…

ପିଆରଏମ୍ ହସ୍ପିଟାଲ୍ ଆହାର କେନ୍ଦ୍ରରେ ବାସୀ ଖାଦ୍ୟକୁ ନେଇ ଉତ୍ତେଜନା

ବାରିପଦା: ୫ ଟଙ୍କାରେ ପେଟ ପୂରା ଥାଳି, କେହି ରହିବେନି ଭୋକିଲା । ଏମିତି ମହତ୍ତ୍ୱ ଉଦ୍ଦେଶ୍ୟ ରଖି ସରକାର ରାଜ୍ୟରେ ଆହାର କେନ୍ଦ୍ର ଖୋଲିଛନ୍ତି । ବିଭିନ୍ନ ଜିଲ୍ଲାର ହସ୍ପିଟାଲ୍ ଓ ବସ୍ ଷ୍ଟାଣ୍ଡରେ ଆହାର କେନ୍ଦ୍ର ଖୋଲିଥିବା ବେଳେ ପ୍ରତିଦିନ ଏହା ଉପରେ ନିର୍ଭର କରୁଛନ୍ତି ଲକ୍ଷାଧିକ ଲୋକ ।…

୩ ଦିନ ଉପକୂଳ ଓ ୫ ଦିନ ଯାଏ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଅସ୍ତବ୍ୟସ୍ତ ଜନଜୀବନ । ମୌସୁମୀ ଆଗମନ ବିଳମ୍ବ ହୋଇଥିବା ବେଳେ ସାରା ରାଜ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ,  ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ…

‘ମୋ ଘର’ ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ପୂରା ପ୍ରକ୍ରିୟା

ଭୁବନେଶ୍ୱର: ପକ୍କା ହେବ କଚ୍ଚା ଘର । ରାଜ୍ୟର ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ଓଡ଼ିଶା ସରକାର ଆରମ୍ଭ କରିଥିବା ‘ମୋ ଘର’ ଯୋଜନା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବଦେନ ପାଇଁ ଆବେଦନକାରୀଙ୍କୁ https://rhodisha.gov.in/moghara/ ରେ ପ୍ରଥମେ ପଞ୍ଜିକରଣ କରିବାକୁ…