Latest Odisha News

BREAKING NEWS

Browsing Category

ଓଡିଶା

Odisha

Chilika tourism: ଚିଲିକା କୂଳ ଗାଁରେ ୧୫ ହୋମ୍‌ ଷ୍ଟେ ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ;ବୁଲାବୁଲି ସହ ରାତି କାଟିବେ…

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଚିଲିକା କୂଳ ଗାଁରେ ରାତି କାଟିବାର ନିଆରା ଅନୁଭୂତି ପାଇବେ ପର୍ଯ୍ୟଟକ । କୃଷ୍ଣପ୍ରସାଦ ବ୍ଲକର ଦୁଇଟି ପଞ୍ଚାୟତ ସାତପଡ଼ା ଓ ପିରିଜିପୁରରେ ପର୍ଯ୍ୟଟକଙ୍କୁ ହୋମ ଷ୍ଟେ’ ବ୍ୟବସ୍ଥା ମିଳିବ । ସାତପଡ଼ାଠାରୁ ପିରିଜିପୁର ପ୍ରାୟ ୪ କିଲୋମିଟର ଦୂର ହେବ ।…

ଘର ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ଅଫିସ୍ ଦୌଡ଼ିବେନି ଲୋକ: ୭ ଦିନରେ ମିଳିବ ମଞ୍ଜୁରୀ

ଭୁବନେଶ୍ୱର: ନିଜର ଛୋଟ ଘରଟିଏ ତିଆରି କରିବାକୁ କିଏ ବା ସ୍ୱପ୍ନ ନ ଦେଖେ! କିନ୍ତୁ ଘର ପ୍ଲାନ୍ ଆପ୍ରୁଭାଲ୍ ବା ମଞ୍ଜୁରୀ ଆଣିବା ପାଇଁ ଲୋକଙ୍କୁ ମାସ ମାସ ଧରି ଅଫିସ୍ ଦୌଡ଼ିବାକୁ ପଡ଼ୁଥିଲା। ଏବେ ଏହି ସମସ୍ୟାର ଅନ୍ତ ଘଟିବ। ରାଜ୍ୟ ସରକାର ଏନେଇ ଏକ ବଡ଼ ଓ ଐତିହାସିକ ପଦକ୍ଷେପ ନେଇଛନ୍ତି।…

ନିଟ୍ ପରୀକ୍ଷାରେ ଭଲ ପ୍ରଦର୍ଶନ କରିନାହାଁନ୍ତି ବୋଲି ଫ୍ୟାନରେ ଝୁଲିପଡିଲେ ଛାତ୍ର

ଭଦ୍ରକ: ଗତକାଲି ରାତିରେ ଭଦ୍ରକ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ନିଟ୍ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର। ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ। ତାଙ୍କୁ ତିହିଡି ବ୍ଲକ ଅନ୍ତର୍ଗତ ନୁନ୍ଦର ଗ୍ରାମର ଗ୍ରାମର ଗିରିଧାରୀ ବାରିକଙ୍କ ପୁଅ ବୋଲି…

ମେଟ୍ରୋ ନାଁରେ ମିଛ କହୁଛନ୍ତି କି ସରକାର? ବିରୋଧୀଙ୍କ ଟାର୍ଗେଟରେ ‘ଡବଲ ଇଞ୍ଜିନ’

ଭୁବନେଶ୍ୱର: ଟ୍ୱିନସିଟିରେ ମେଟ୍ରୋ ଚାଲିବାକୁ ନେଇ ଦେଖାଯାଇଥିବା ସ୍ୱପ୍ନ ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ୁଥିବା ବେଳେ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟୋକ୍ତି ରାଜ୍ୟର ବିଜେପି ସରକାରଙ୍କୁ…

ATM Loot:ନୂଆ ଫଣ୍ଡାରେ ଲୁଟ୍…ସିସିଟିଭିରେ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟିଲେ ଲୁଟେରା

ମୟୂରଭଞ୍ଜ: ନୂଆ ଫଣ୍ଡାରେ ଏଟିଏମ୍ ଲୁଟ । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ଟଙ୍କା ନେଇ ଦୁର୍ବୃତ୍ତମାନେ…

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ବର୍ଷା ନେଇ ଆଜି ପାଇଁ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଜାରି…

ଭୁବନେଶ୍ୱର: କାଳବୈଶାଖୀ ନେଇ ପୁରା ଓଡ଼ିଶାକୁ ଆଲର୍ଟ ଜାରି ହୋଇଛି । କିଛି କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ କାଳବୈଶାଖୀ । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ: ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ କିଛି ଦିନ ମଧ୍ୟରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ​ ମେ ୧୦ ତାରିଖ ବେଳକୁ ଶ୍ରୀଲଙ୍କା ଏବଂ ତାମିଲନାଡୁ ଉପକୂଳ ସଂଲଗ୍ନ…

୯ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ହେଲା ସଫଳ: ପଥର ସନ୍ଧିରୁ ନାବାଳକ ଉଦ୍ଧାର

ନୟାଗଡ଼: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର। ୯ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର। ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ଉଦ୍ଧାର ପାଇଲେ। ଉଦ୍ଧାର ପାଇଥିବା ନାବାଳକକୁ ଚିକିତ୍ସା ପାଇଁ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ମହୁ ଫେଣା ଭାଙ୍ଗିବାକୁ ଯାଇ ପଥର ସନ୍ଧିରେ…

ହିଞ୍ଜିଳି ଗର୍ଭବତୀ ହତ୍ୟା ଘଟଣାରେ ସାରା ଓଡ଼ିଶା ମର୍ମାହତ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଏବେ ଜୋର୍ ଧରିଲା ରାଜନୀତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏହି…

ବ୍ରହ୍ମପୁର ବ୍ୟବସାୟୀ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ: : ଛାଡ଼ିବା ପାଇଁ ଆସିଥିଲା ଫୋନ୍, କାନ୍ଦି କାନ୍ଦି ଅପହରଣର…

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ବ୍ୟବସାୟୀ ହତ୍ୟାକାଣ୍ଡରେ ଏବେ ଏକ ନୂଆ ତଥା ଲୋମଟାଙ୍କୁରା ତଥ୍ୟ ସାମ୍ନାକୁ ଆସିଛି। ଏହା କେବଳ କୌଣସି ପୂର୍ବ ଶତ୍ରୁତା ନୁହେଁ, ବରଂ ଏକ ସୁଚିନ୍ତିତ ଅପହରଣ ଓ ଛାଡ଼ିବା ପାଇଁ ହୋଇଥିବା ବର୍ବର ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାରେ…