Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଚ୍ଛେଦ ବେଳେ ଉତ୍ତେଜନା, ମହିଳା ବ୍ୟବସାୟୀଙ୍କୁ ବାସନ ମାଜିବାକୁ ଅଧିକାରୀ କହିଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ୟୁନିଟ୍ ୨ ସ୍ଥିତ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିଲା। ବିଏମସି ଏନଫୋର୍ସମେଣ୍ଟ ଟିମର କିଛି ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଅନେକ ଦୋକାନୀ । ଏହାର ଜବାବରେ ବହୁ…

ଅସହ୍ୟ କଲାଣି ଗୁଳୁଗୁଳି ସାଙ୍ଗକୁ ତାତି; ଆହୁରି ତିନି ଦିନ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବ ବୋଲି ସୂଚନା ରହିଛି। ପଶ୍ଚିମ, ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ପବନ, ବାୟୁମଣ୍ଡଳର ଆର୍ଦ୍ରତା କମିବା…

ଝାରସୁଗୁଡା ଉପନିର୍ବାଚନର ସମୀକ୍ଷା କରିବ ତିନି ଜଣିଆ କମିଟି: ପିସିସି ସଭାପତି

ଭୁବନେଶ୍ୱର: ଏକ ତିନି ଜଣିଆ କମିଟି ଝାରସୁଗୁଡ଼ା ଗସ୍ତ କରି ଦଳର ଭୋଟ ପ୍ରତିଶତର କାରଣ ଖୋଜିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଏହାପରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ପିସିସି ସଭାପତି…

ଦୀପାଳି ହେବେ କି ମନ୍ତ୍ରୀ ? ପ୍ରମିଳା କହିଲେ ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ…

ଭୁବନେଶ୍ୱର: ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ହେବେ କି ମନ୍ତ୍ରୀ ? ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦୀପାଳି ପାଇବେ କି ମନ୍ତ୍ରୀ ପଦ ? ଏନେଇ ନାନା ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ…

ମୋକିମ ଓ ଚିରଞ୍ଜୀବଙ୍କ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଉପନିର୍ବାଚନ ହାରିଲୁ: ତରୁଣ ପାଣ୍ଡେ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଦଳୀୟ ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ୫ ହଜାରରୁ କମ୍ ଭୋଟ୍ ପାଇଛନ୍ତି। ତେବେ ଦଳ କାହିଁକି ଏତେ କମ୍ ଭୋଟ୍ ପାଇଲା ତାର କାରଣ କହିବାକୁ ଯାଇ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର…

ଜୀବିକା ମିଶନ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆପଡ଼ା : ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ସିନାପାଲି ବ୍ଲକ । ଜୀବିକା ମିଶନ ଯୋଜନାରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ମାନଙ୍କର ଲକ୍ଷଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ୨୦୦୦ ରୁ ୨୦୦୨୧ ମସିହାରେ ସ୍ୱୟଂ ସହାୟକ ମହିଳାଙ୍କ ଦକ୍ଷତା ବିକାଶ ଭଳି ବିଭିନ୍ନ…

ନୂଆ ଏସଡିସି ଘୋଷଣା ଖାଲି ପ୍ରହେଳିକା; ନିର୍ବାଚନ ସରିଗଲେ ସବୁ ଭୁଲିଯିବେ ସରକାର

ଭୁବନେଶ୍ୱର: ୨୩ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରି ଆସୁଛି ବିଜେଡି ସରକାର । ବିଶେଷ କରି ଅନୁସୁଚିତ ଜାତି ଓ ଜନଜାତିଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଉଛି । ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ବିଜେଡି ସରକାରର  ଏମିତି ଏକ ପ୍ରହେଳିକା  । ମୁଖ୍ୟମନ୍ତ୍ରୀ  ଆଉ ୧୪…

ଏକ ନିରୋଳା ପ୍ରେମ କାହାଣୀ: ପତ୍ନୀଙ୍କ ବିଚ୍ଛେଦ ଦୁଃଖ ସହି ନ ପାରି ଜୀବନ ହାରିଦେଲେ ସ୍ୱାମୀ

ବଲାଙ୍ଗିର: ଏକ ନିଛକ ପ୍ରେମ କାହାଣୀ ।  ଫିଲ୍ମ  ବା ଯାତ୍ରାର ପ୍ରେମ କାହାଣୀ ଇଏ ନୁହେଁ, ଏ କାହାଣୀ ବାସ୍ତବ ଜୀବନର । ପ୍ରେମ, ପ୍ରତିଶ୍ରୁତି ଆଉ ପ୍ରତାରଣାର ଅନେକ ଘଟଣା ଆପଣ ହୁଏତ ଶୁଣିଥିବେ । ହେଲେ ଏ ନିରୋଳା ପ୍ରେମ କାହାଣୀ ଶୁଣିଲେ ମନ ତ ଅବିଶ୍ୱାସ କରିବ । କିନ୍ତୁ କଥାଟା ସମ୍ପୂର୍ଣ୍ଣ…

ଝାରସୁଗୁଡା ବିକାଶ ପାଇଁ ବାପା ଦେଖିଥିବା ସ୍ୱପ୍ନ ପୂରଣ କରିବି-ଦୀପାଳି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଟିକେଟରେ ଲଢି ବିପୁଳ ଭୋଟରେ ବିଜୟୀ ହେବା ପରେ  ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଆଜି ବିଧାୟିକା ଭାବେ ଶପଥ  ନେଇଛନ୍ତି । ମା’ ଓ ଭାଇଙ୍କ ସହ ଗତକାଲି ଭୁବନେଶ୍ୱର ଆସି  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ…

ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ପିଶାଚ ସ୍ୱାମୀ

ଢେଙ୍କାନାଳ : ରକ୍ଷକ ସାଜିଲା ଭକ୍ଷକ । ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ବେଳେ ଗୋଟିଏ ଜନ୍ମରେ ତୁଟିଗଲା ସବୁକିଛି  । ପିଶାଚ ସ୍ୱାମୀ ନିଜ ସ୍ତ୍ରୀର ନେଇଗଲା ଜୀବନ । ରାଗର ବଶବର୍ତ୍ତୀ ହୋଇ କିରାସିନି ଢାଳି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା…