Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦ୍ରୁତଗତିରେ ଆସୁଥିଲା କାର, ତାଳଦଣ୍ଡା କେନାଲ ଭିତରେ ପଶିଗଲା

କଟକ:କଟକ ତାଳଦଣ୍ଡା ତାଳଦଣ୍ଡା କେନାଲ ଭିତରେ ପଶିଗଲା କାର । କାରରେ ବସିଥିଲେ ୨ ଜଣ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କାରଟି ଦ୍ରୁତ ଗତିରେ ଆସୁଥିଲା । ମାତୃଭବନ-ନୂଆବଜାର ରାସ୍ତାରେ ଯାଉଥିବାବେଳେ ହଠାତ ଭାରସାମ୍ୟ ହରାଇ କେନାଲ…

ଚମକିବ କୋଣାର୍କ ମନ୍ଦିର ଚାରିପାଖ: ଖର୍ଚ୍ଚ ହେବ ୨୦୯ କୋଟିି

ଭୁବନେଶ୍ୱର: ଚମକିବ କୋଣାର୍କ ମନ୍ଦିର । ପୂର୍ବାପେକ୍ଷା ଆହୁରି ଦିଶିବ ଆକର୍ଷଣୀୟ । କୋଣାର୍କ ମନ୍ଦିର ପରିସର ଏବଂ ଚତୁଃପାର୍ଶ୍ୱକୁ ଅଧିକ ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ୍ୟ ଓ ସ୍ମାରକୀ ତଥା ପର୍ଯ୍ୟଟନ ଆକର୍ଷଣ ସମନ୍ୱିତ ବିକାଶ ଯୋଜନା…

କାହାପାଇଁ ‘ମୋ ଘର’ ଯୋଜନା ? କେମିତି କରିବେ ଆବେଦନ ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବାଜିଛି ମୋହର । ଏଥି ମଧ୍ୟରେ ରହିଛି ମୋ ଘର ଯୋଜନା । ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପାଇଁ ସବସିଡିରେ ଯୋଗାଇ ଦିଆଯିବ ସହାୟତା ।…

୨୪ ମାସ ମଧ୍ୟରେ ଶେଷ ହେବ ବଲାଙ୍ଗିର ଜିଲ୍ଲାର ୨ ପାନୀୟ ଜଳ ପ୍ରକଳ୍ପ; ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର:ବଲାଙ୍ଗିର ଜିଲ୍ଲା ପାଇଁ ଖୁସି ଖବର । ବଲଙ୍ଗିର ଜିଲ୍ଲାରେ ୨ଟି ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପକୁ ଆଜି କ୍ୟବିନେଟ ମଞ୍ଜୁରି ମିଳିଛି । ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ବସବାସ କରୁଥିବା  ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି…

ବଜ୍ରପାତରେ ୪ ଗାଈଚରାଳି ଗୁରୁତର; ୨୧ ଗୋରୁଗାଈ, ୩ ଛେଳି ମୃତ

ଜୟପୁର: ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଗତକାଲି ଅପରାହ୍ନରେ ବର୍ଷା , ଘଡଘଡି ସହ ପ୍ରବଳ ବିଜୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।   ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳ ଅନେକ ଗାଈ ଏବଂ ଛେଳି ମୃତ୍ୟୁବରଣ କରିଛନ୍ତି ।  ବିଜୁଳି, ଘଡଘଡି ଅଞ୍ଚଳରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି ।…

ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃଶଂସ ସ୍ୱାମୀ, ଘର ପଛପଟେ ପୋତିଲା ମୃତଦେହ

ବଣାଇ : ରକ୍ଷକ ସାଜିଲା ଭକ୍ଷକ । କେତେବେଳେ ଠେଙ୍ଗାରେ ପିଟିଲା ତ ଆଉ କେତେବେଳେ ଟାଙ୍ଗିଆରେ ହାଣିଲା । ଶେଷରେ ପିଟିପିଟି ସ୍ତ୍ରୀର ଜୀବନ ନେଇଗଲା ରାକ୍ଷସ ସ୍ୱାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି । ନୂଆଗାଁରେ ଜଣେ ବ୍ୟକ୍ତି ତା…

ସରକାରଙ୍କୁ ଚୂନ ଲଗାଇ ଗୋଟିଏ ଜମିକୁ ବାରମ୍ବାର ବିକୁଛନ୍ତି ମାଲିକ, ସାମ୍ନାକୁ ଆସିଲା ଆଉ ଏକ ଜାଲିଆତି

ଭୁବନେଶ୍ୱର; ରାଜଧାନୀରେ ସରକାରଙ୍କୁ  ଦୁଇଥର ଜମି ବିକି ଲୁଟିଛନ୍ତି ଜମି ମାଲିକ୍। ସାମିଲ ଅଛନ୍ତି ସରକାରୀ ବାବୁ। ଜମି କିଣାପରେ ଖାତାପତ୍ର ହୋଇ ପାରିବାରୁ ଗୋଟିଏ ଜମିକୁ ବାରମ୍ବାର ମାଲିକ ଠାରୁ କିଣିଛନ୍ତି ସରକାର। ଏବେ ଏହି ମାମଲାରେ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ୱରେଜ ପ୍ରକଳ୍ପ ଓ ରାସ୍ତା…

ସକାଳୁ ସକାଳୁ ଉଠିଲା ପାରଦ; ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା

ଭୁବନେଶ୍ୱର: ଗତକାଲି ତାତି ସାମାନ୍ୟ ଥିବାବେଳେ ଆଜି ପୁଣି ଉପରକୁ ଉଠୁଛି ପାରଦ । ସକାଳୁ ସକାଳୁ ତାତିକୁ ଦେଖିଲେ ଦିନର ତାପମାତ୍ର ଆଜି ବି ଅସହ୍ୟ କରିବ ବୋଲି ଅନୁମାନ କରାଯାଉଛି । କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି  ପାଇଥିଲା । ହେଲେ ଆଜି ପୁଣି ତାତି…

ଭିତରକନିକା ଜାତୀୟ ଉଦ୍ୟାନର ବଦଳିବ ରୂପରେଖ

ରାଜନଗର : ନୂଆ ରୂପରେ ଦେଖିବାକୁ ମିଳିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩…

ରାଜଧାନୀରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ, ଚେକିଂ ଓ ବ୍ଲକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ। ଲୋକଙ୍କ ସୁରକ୍ଷା ସହ ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯାଇଛି। ସବୁଆଡ଼େ ପୁଲିସ ପଇଁତରା ମାରିବା ସହ ମୁଖ୍ୟ ଛକ ରାସ୍ତାଗୁଡ଼ିକରେ ଚେକିଂ ଚାଲିଛି ବୋଲି ଭୁଭନେଶ୍ୱର ଡିସିପି ପ୍ରତୀକ…