Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ଆରମ୍ଭ +୨ ନାମଲେଖା ଆବେଦନ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରଥମବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା । ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆସନ୍ତା ଜୁନ୍ ୨୦ ତାରିଖ ରାତି ୧୧ଟା ୪୫ ଧାର୍ଯ୍ୟ ସମୟ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାରଙ୍କ ଘରେ ଓ ଅଫିସ୍‌ରେ ଭିଜିଲାନ୍ସ ଚଢଉ

କରଞ୍ଜିଆ: ବେଆଇନ ଖଣି ଲିଜ୍ କମାଉଥିଲ କୋଟି କୋଟି ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ଜାଲରେ ଫସିଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଦୁର୍ନୀତି ଅଭିଯୋଗରେ କଟକ ଭିଜିଲାନ୍ସସ ଟିମ୍‌ ତହସିଲଦାରଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି। ବେଆଇନ୍…

ଓଡ଼ିଶାର ପ୍ରମୋଦ କୁମାର ମିଶ୍ର ଦେଶର ଦ୍ୱିତୀୟ ଶୀର୍ଷ ନୀତି ନିର୍ଦ୍ଧାରକ

ଭୁବନେଶ୍ୱର: ଦେଶର ନୀତି ନିର୍ଦ୍ଧାରଣ କରୁଥିବା ଯେଉଁ କେତେକ ପ୍ରଭାବଶାଳୀ ପ୍ରଶାସକଙ୍କ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡ଼ିଆ ପୁଅ ଡ. ପ୍ରମୋଦ କୁମାର ମିଶ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ସମସ୍ତ ଫାଇଲ୍ ପ୍ରମୋଦ କୁମାର…

ଦୀର୍ଘ ବର୍ଷ ଧରି ଜେଲରେ ରହିବା ପରେ ମୁକୁଳିଲେ କଏଦୀ, ପୂର୍ବ ଘଟଣାକୁ ମନେ ପକାଇ କଲେ ଅନୁତପ୍ତ

ଭୁବନେଶ୍ୱର: କିଏ ରାଗରେ ନିଜ ରକ୍ତ ସମ୍ପର୍କୀୟଙ୍କୁ ହତ୍ୟା କରି ଜେଲ୍ ଯାଇଥିଲା ତ ଆଉ କିଏ ବିବାଦ କାରଣରୁ ରାଗ ତମମ ହୋଇ ନୃଶଂସ ହତ୍ୟାକାଣ୍ଡ ଘଟାଇଥିଲା। ଏହିସବୁ ହତ୍ୟାକାଣ୍ଡ ହୁଏତ ଲୋକଙ୍କ ମନରୁ ଲିଭିଗଲାଣି କିନ୍ତୁ ଏବେ ଏହି ପରି ଅପରାଧ କରି ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତି ନିଜ…

ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଶାସକ ଦଳ ବିରୋଧରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ରବିବାର ବିଜୁ ଜନତା ଦଳ (ବିଜେଡି) ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ସୁରକ୍ଷା ଦେଉଥିବା ଦଳ ଅଭିଯୋଗ କରିଛି। ବିଜେପି ଏହି…

ବିଜେଡିର ୧୧୭ ବିଧାୟକଙ୍କ ସହ ଯୋଗାଯୋଗରେ ଅଛୁ: ମନମୋହନ ସାମଲ

ଭୁବନେଶ୍ୱର: ସରକାରୀ ଭାବରେ ରାଜ୍ୟରେ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶାସକ ଦଳର ଅନେକ ବିଧାୟକ ଅସନ୍ତୁଷ୍ଚ ରହିଛନ୍ତି ତାଙ୍କ ସହ ବିଜେପି…

ବିବାହ ଉତ୍ସବ ପାଳନ କରିବାକୁ ଯାଉଥିଲେ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଡାକ୍ତର

ଭୁବନେଶ୍ୱର: ନିକଟରେ ବିବାହ କରିଥିବା ଜଣେ ଡାକ୍ତର ରବିବାର ପୂର୍ବାହ୍ନରେ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଡାକ୍ତର ମନୋଜ କୁମାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ବିଭାଗର ପ୍ରଫେସର ଭାବେ କାର୍ଯ୍ଯ କରୁଥିଲେ। ତିନି ମାସ ତଳେ…

ନୂଆ ସଂସଦ ଭବନ ଉଦଘାଟନ, ବିଜେଡି ସୁପ୍ରିମୋଙ୍କ ନିରବତା ଓ ଭର୍ତ୍ତୃହରିଙ୍କ ଫଟୋ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଯଦିଓ ବିଜେଡି ଯୋଗ ଦେଇଛି ବୋଲି କହିଛି କିନ୍ତୁ ଏହାକୁ ନେଇ ଦଳ ଆନ୍ତରିକ ଭାବେ କେତେ ଖୁସି ଅଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? କାରଣ ଉଦଘାଟନୀ ଉତ୍ସବରେ ବିଜେଡି ସାଂସଦ ଯୋଗ ଦେଇଥିଲେ ବୋଲି ଦଳ କହିଛି। କିନ୍ତୁ ଯେଉଁ ସାଂସଦ…

ପ୍ରତ୍ୟେକ ବୁଥ୍‌ରେ କଂଗ୍ରେସ ସେବା ଦଳ କର୍ମୀଙ୍କୁ ନିଯୁକ୍ତି ଦିଆଯିବ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନଠାରେ କଂଗ୍ରେସ ସେବାଦଳର ଜିଲ୍ଲା କର୍ମକର୍ତ୍ତା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ସମ୍ମିଳନୀକୁ ଉଦଘାଟନ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଛନ୍ତି,…

ମୌସୁମୀ ପାଇଁ ଅନୁକୂଳ ହେଉଛି ପାଗ, ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ଦିନରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଛୁଇଁବା ନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ…