Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏପ୍ରିଲ୍ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଓ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ…

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା…

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ…

ପିଲା ପଢ଼ୁଛନ୍ତି ବିକୃତ ଓଡ଼ିଆ, ବର୍ଣ୍ଣମାଳା ବହିର ଆଭିିମୁଖ୍ୟ ନିନ୍ଦନୀୟ

ଭୁବନେଶ୍ୱର: ଏପ୍ରିଲ ୧ ଉତ୍କଳ ଦିବସ। ସାରା ରାଜ୍ୟ ଆଜିର ଦିନକୁ ବେଶ ଧୁମଧାମରେ ପାଳନ କରୁଛି। କିନ୍ତୁ ବିଡ଼ମ୍ବନାର କଥା ହେଲା ଯେ ଓଡ଼ିଆ ଭାଷାକୁ ଅତ୍ୟନ୍ତ କଦର୍ଥ କରି ଯେଉଁ ଭଳି ଭାବରେ ସ୍କୁଲରେ ଛୋଟ ପିଲାଙ୍କୁ ପାଠ ପଢ଼ା ଯାଉଛି, ଖାସ କରି ଓଡ଼ିଶାରେ ଏବେ ବଢ଼ି ଚାଲିଥିବା ଇଂରାଜୀ…

ବରପୁତ୍ରଙ୍କୁ ସମ୍ମାନ: ଓଡ଼ିଆ ଓ ଓଡ଼ିଶା ପ୍ରେମ କାହାର କେତେ?

ଭୁବନେଶ୍ୱର: ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହାପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବରପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଧାରାରେ ଆଉ ଏକ ଝଲକ ଦେଖିବାକୁ ମିଳିଛି ପବିତ୍ର ଉତ୍କଳ ଦିବସରେ। ଗୋଟିଏ ପଟେ ରାଜ୍ୟ ସରକାରଙ୍କ…

ଉତ୍କଳ ଦିବସରେ ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା ‘ପଖାଳ ଉତ୍ସବ’

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟରେ (ଏସ୍‌ଏଚ୍‌ଏମ୍ ) ଏପ୍ରିଲ୍‌ ୧ ଉତ୍କଳ ଦିବସ ଦିନ 'ପଖାଳ ଉତ୍ସବ' ଆରମ୍ଭ ହୋଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା…

ମେଟ୍ରୋ ସେବାର ଲାଭ କ’ଣ, କେବେ ପ୍ରଥମେ ଦେଶରେ ଆରମ୍ଭ ହୋଇଥିଲା?

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଅନୁମୋଦନ ଦେବା ପରେ ଲୋକଙ୍କ ମନରେ ମେଟ୍ରୋ ସେବାକୁ ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ସହର କେତେ ସମୃଦ୍ଧ, ତାହା ଏହି ମେଟ୍ରୋ ସେବା…

କଳିଙ୍ଗ ହସ୍ପିଟାଲ୍‌ରେ ଉତ୍କଳ ଦିବସ, ସମ୍ବର୍ଦ୍ଧିତ ହେଲେ ୮୦ ଜଣ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶାର ସର୍ବପୁରାତନ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଖ୍ୟାତି ଅର୍ଜନ କରି ଆସିଛି ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ । ଆଜି କଳିଙ୍ଗ ହସ୍ପିଟାଲରେ ଅତ୍ୟନ୍ତ ଭବ୍ୟ ସମାରୋହ ସହିତ ଉତ୍କଳ ଦିବସ ପାଳନ ହୋଇଛି । ଏହି ସମାରୋହରେ ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରି…

ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳିଲା କୋଶଳୀ ଭାଷା ସଂସ୍କୃତି ପରିଷଦ

ନୂଆପଡ଼ା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ଖଡ଼ିଆଳରେ ବିରୋଧ କରିଛ କୋଶଳୀ ଭାଷା ସଂସ୍କୃତି ପରିଷଦ । ରାଜ୍ୟ ଗଠିତ ହେବା ଦିନ ଠାରୁ କୋଶଳ ଅଞ୍ଚଳକୁ ଅଣଦେଖା କରଯାଇ ଆସୁଥିବା ପରିଷଦ ଅଭିଯୋଗ କରିଛି । ଉତ୍କଳ ଦିବସକୁ ବିରୋଧ କରି ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳରେ ହେବ ମେଟ୍ରୋ ଟ୍ରେନ ପ୍ରକଳ୍ପ

ଭୁବନେଶ୍ୱର:ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ  । ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ…