Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗାମୀ ୩ ଘଣ୍ଟା ମଧ୍ୟରେ ଟ୍ୱିନ୍ ସିଟିରେ ଛେଚିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଟ୍ୱିନ୍ ସିଟିକୁ ଅରେଞ୍ଜ ୱାର୍ଣ୍ଣିଂ । ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ ପବନ ନେଇ ଭୁବନେଶ୍ୱର ଓ କଟକ ସହରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । https://twitter.com/usd0705/status/1639922661089484800 ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ମିଷ୍ଟର ଓଡ଼ିଶା ବିଜୟୀ ହେଲେ ଦେବାଶିଷ ଦତ୍ତ, ଜାତୀୟସ୍ତରରେ ଖେଳିବା ନେଇ ରଖିଛନ୍ତି ଲକ୍ଷ୍ୟ

ଝାରସୁଗୁଡ଼ା : ବେଲପାହାଡ଼ ଠାରେ KBBA ଓ IBBFF ପକ୍ଷରୁ ଏକ ବଡିବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ  । ହେଲେ ସମସ୍ତଙ୍କୁ ପଛରେ ପକାଇ ଝାରସୁଗୁଡା ଜିଲ୍ଲାର ଗୋଲ୍ଡ…

ପୁଣି ଏକ ପ୍ରତାରଣାର କାହାଣୀ; ପ୍ରେମିକାର ଓଢଣୀ ବାନ୍ଧି ଓୟୋ ରୁମରେ ଝୁଲି ପଡିଲେ ଯୁବକ

ଭୁବନେଶ୍ୱର: ଆଉ ଏକ ପ୍ରେମପ୍ରତାରଣାର କାହାଣୀ । ପ୍ରେମିକା ଉପରେ ଅଭିମାନ କରି ଓୟୋ ରୁମରେ ଝୁଲି ପଡିଲେ ପ୍ରେମିକ । ପ୍ରେମିକାର ଓଢଣୀ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ  । ଘଟଣା ଘଟିଛି ଭୁବେନଶ୍ୱର ଜାଗମରା ଅଞ୍ଚଳରେ । ମୃତ ଯୁବକଙ୍କ ନାମ ଦୁର୍ଗା ପ୍ରସାଦ ମିଶ୍ର । ତାଙ୍କର ଘର…

ନବରଙ୍ଗପୁର ଜିଲ୍ଲାରେ ବାଇପାସ୍ ରୋଡ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବାଇପାସ ରୋଡ୍‌ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁରୀକୁ ଅନୁମୋଦନ ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ସରିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ? Odisha In the…

ଝାରସୁଗୁଡା ସହର ଭିତରେ ପଶିଲେ ହାତୀପଲ, ରାତିରେ ବଜାର ବୁଲିଲେ

ଝାରସୁଗୁଡ଼ା:ସହର ଭତରକୁ ପଶି ଆସିଲେ ହାତୀପଲ । ସାରା ରାତି ବୁଲିଲେ । ଗୋଟିଏ ବା ଦୁଇଟି ନୁହଁନ୍ତି । ପୁରା ୧୨ଟି ହାତୀ । ଅନ୍ଧାର ରାତିର ଶୂନଶାନ ସଡକରେ ଯେମିତି ରାଜ କରୁଥିଲେ । ଲୋକେ ଜଣିବା ପରେ ଭୟରେ କବାଟ କିଳି ଲୁଚି ରହିଥିଲେ । ଏ ଦୃଶ୍ୟ ଥିଲା ଝାରସୁୁଗୁଡା ସହରର । ଶନିବାର…

ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ଦେଲେ ସରକାର

ବରଗଡ଼: ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ର ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ସମ୍ପଦ…

ନୂଆପଡାରେ ରକ୍ତମୁଖା ବାଘ; ଛକି ବସୁଛି, ମଉକା ଦେଖି ଟାଣି ନେଉଛି, ମଣିଷ ମରିବା ସହ ନେଇଛି ୭ ଗୃହପାଳିତ ପ୍ରାଣୀର ଜୀବନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାତିଛି ରକ୍ତମୁଖା ବାଘ। ଶିକାର ଦେଖି ଛକି ବସୁଛି। ମଉକା ମିଳିଲେ ଝପଟି ପଡ଼ି ଜଙ୍ଗଲକୁ ଟାଣି ନେଉଛି। ସେ ମଣିଷ ହେଉକି ଗୃହପାଳିତ ପଶୁ, କାହାକୁ ଛାଡ଼ୁନି। ମଣିଷକୁ ମାରିଛି, ୭ ଗୃହପାଳିତ ପଶୁକୁ ଶିକାର କରିଛି। କାନରୁ କାନ ଖବର ଉଡ଼ି ବୁଲୁଛି ବାଘ ମାତିଛି। ନୂଆପଡ଼ା…

ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ  

ଭୁବନେଶ୍ୱର : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି  । ଗସ୍ତ ସମୟରେ ଏହି ତିନିଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେବା ସହିତ…

କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ କଟକ ଏସସିବିକୁ ସ୍ଥାନାନ୍ତର

ଭୁବନେଶ୍ୱର : ପୁଣି ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲାଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଗତ କାଲି ବିଳମ୍ବିତ ରାତିରେ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌  । ଆହତ ଜିତେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ…

ରାତି ଅଧରେ କୁଖ୍ୟାତ ଅପରାଧୀକୁ କମିଶନରେଟ ପୋଲିସର ଏନକାଉଣ୍ଟର

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀରେ ଗର୍ଜିଲା ପୁଲିସର ବନ୍ଧୁକ। କୁଖ୍ଯାତ ଅପରାଧୀ ତଥା କମିଶନରେଟ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିବା ଜିତେନ୍ଦ୍ର ପଲେଇ ଓରଫ ଜିତୁକୁ ଏନକାଉଣ୍ଟର କରିଛି ପୋଲିସ। ଖାରବେଳ ନଗର ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଜିତୁ…