Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁର-ଝାରସୁଗୁଡ଼ା ସୀମାରେ ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

ସମ୍ବଲପୁର:ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଠେଲକୁଲି ଅଭିମୁଖେ ବାହାରିବା ବିଜେପି ସାଂସଦଙ୍କୁ ଅଟକାଇଛି ପୋଲିସ । ଶ୍ରୀପୁରା ଛକରେ ପୋଲିସ ଏମାନଙ୍କୁ ଅଟକାଇଛି । ଝାରସୁଗୁଡାରୁ ସମ୍ବଲପୁର ଯାଉଥିବା ବିଜେପି ସାଂସଦ ଓ ନେତାଙ୍କୁ ଠେଲକୁଲି ଥାନାରେ ଅଟକ ରଖିଥିବା ଜଣଯାଇଛି। ଏହି ଟିମରେ…

ବିଦେଶ ମାଟିରେ ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିମି ଦୌଡିଲେ ଓଡ଼ିଆ ଝିଅ

ଭୁବନେଶ୍ୱର:ଓଡ଼ିଆ..ବଢିଆ । ଖାଲି ଘରେ ନୁହେଁ ବାହାରେ ବି ବାରି ହୋଇପଡ଼ିବେ ଓଡ଼ିଆ । ବିଦେଶରେ ଚମକ ଦେଖାଇଲେ ଓଡ଼ିଆଣି । ପୁରା ଓଡ଼ିଆଣି ବେଶରେ ବିଦେଶ ମାଟିରେ ସମସ୍ତଙ୍କୁ ଚକିତ କରିଦେଲେ । ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିଲୋମିଟର ରାସ୍ତା ଦୌଡିଲେ । ଏହି ଓଡ଼ିଆଣି ହେଉଛନ୍ତି…

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି; ଶକ୍ତି ପ୍ରଦର୍ଶନ କରିବ ବିଜେଡି

ଝାରସୁଗୁଡା:କଂଗ୍ରେସ, ବିଜେପି ପରେ ଆଜି ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ସବ କଲେକ୍ଟର ଅଫିସରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ପୂର୍ବରୁ ସକାଳୁ ସକାଳୁ  ପାଟଣେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତିି ଦୀପାଳି…

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ କିନ୍ତୁ ମିଳିଲାନି ଇଣ୍ଟରନେଟ ସେବା

ସମ୍ବଲପୁର:ଆଜି ବି ସମ୍ବଲପୁରରେ କୁହୁଳୁଛି ଅଶାନ୍ତି, ଅସେନ୍ତାଷର ନିଆଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ୨୪ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଫଳରେ ସମ୍ବଲପୁରବାସୀ  ଆଜି ବି ଇଣ୍ଟରନେଟ୍ ସେବା ପାଇବାରୁ ବଞ୍ଚିତ ରହିବେ ।   ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ…

ଭୁବନେଶ୍ୱରରୁ ଆରମ୍ଭ ହେଲା ଆକାଶ ଏୟାରଲାଇନ୍ସର ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ  ଉଡିଲା  ଆକାଶ ଏୟାରଲାଇନ୍ସ । ସବୁଠାରୁ କମ ଦେୟ ଯୁକ୍ତ ଏହି ବିମାନ ୧୪ଟି ସପ୍ତାହିକ ଉଡାଣ ସହ ତାର ସେବା ଆରମ୍ଭ କରିଛି । ଆକାଶ ଏୟାର ତା’ର ଉଡାଣ ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକ ବିମାନ…

ଆମ୍ବ ତୋଟାକୁ ଯାଇଥିଲେ ବୃଦ୍ଧ, ହାତୀ କଚାଡ଼ି ନେଇଗଲା ଜୀବନ

ବନ୍ତଳା: ଥମୁନି ହାତୀ ଉପଦ୍ରବ । ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ । ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ହେଲେ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମର ରମେଶ…

ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ରାୟଗଡ଼ା : ସକାଳୁ ସକାଳୁ ଅଘଟଣ । ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର । ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ଆଗରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ । ମାଛ ବିକ୍ରି କରୁଥିବା ବେଳେ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି, ଗ୍ରୀଷ୍ମ ପ୍ରବାହ ପଛର କାରଣ କ’ଣ?

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିରେ ଜୀବଜନ୍ତୁଠାରୁ ମଣିଷ ଛଟପଟ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ସତର୍କତା ଚିନ୍ତା ବଢ଼ାଇଛି। ଯେଉଁଥିରେ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରାଯାଇଛି। ଏହି…

ଆଜି ବସିବ ଛତିଶା ନିଯୋଗ ବୈଠକ ; ନିର୍ଘଣ୍ଟ ହେବ ଚନ୍ଦନ ଯାତ୍ରା ନୀତି

ପୁରୀ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ପାଇଁ ବସିବ ଏହି ବୈଠକ। ଆଜି ଅପରାହ୍ଣ ୫ଟାରେ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।…

ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ‘ଅଭିଯୁକ୍ତଙ୍କ ବିରୋଧରେ ବିଚାର ହେବାକୁ ଆବଶ୍ୟକ ପ୍ରମାଣ ରହିଛି’

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଏହି…