Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲା : ଆସିଲା ପୋଷ୍ଟମଟର୍ମ ରିପୋର୍ଟ 

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲା । ଆସିଲା ପୋଷ୍ଟମଟର୍ମ ରିପୋର୍ଟ  । ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜେକ୍ସଙ୍କ ବେକରେ ରହିଛି ଦୌଡ଼ି ଚିହ୍ନ । ମୃତଦେହ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।…

ଆସୁଛି ରାମ ନବମୀ, ଭଦ୍ରକରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଓ RAFର ମିଳିତ ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ : ଶ୍ରୀରାମ ନବମୀ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଭଦ୍ରକରେ ପହଞ୍ଚିଛନ୍ତି 60 ଜଣିଆ ରାପିଡ୍ ଆକ୍ସନ୍ ଫୋର୍ସ(RAF) । ଆଜି (ମଙ୍ଗଳବାର) ଉଭୟ ଜିଲ୍ଲା ପୋଲିସ ଓ RAF…

ତେଜିଲା ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବି, କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ : ପୁଣି ତେଜିଛି କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଦାବି । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । ଦୀର୍ଘ ଦିନରୁ କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବାପାଇଁ ଦାବି କରିଆସୁଥିଲେ ମଧ୍ୟ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜାଗାରେ ମଦ ଦୋକାନ: ତାତିଲେ ଲୋକେ

ଜଗତସିଂହପୁର: ମାଡି ବସିଛନ୍ତି ମାଫିଆ । ଗୋଚର ଜମି, ଶ୍ମଶାନ ଜମି କିଛି ବି ଛାଡୁ ନାହାନ୍ତି । ଶହ ଶହ ଏକର ସରକାରୀ ଜମିକୁ ଜବରଦଖଲ କରି କେଉଁଠି ପୋଖରୀ ଖୋଳାଇଛନ୍ତି ତ କେଉଁଠି ନିର୍ମାଣ କାମ କରୁଛନ୍ତି । ଜିଲ୍ଲା ପ୍ରଶାସନର ଆଖି ଆଗରେ ଏସବୁ ବେଆଇନ କାମ ଚାଲିଥିଲେ ବି କେହି କିଛି…

ଟ୍ରକକୁ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡିଲା ବସ୍

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବସ ଓ ଟ୍ରକ ମୁହାମୁହିଁ ଧକ୍କା ହୋଇଛି । ଫଳରେ ୧୫ ଯାତ୍ରୀ ଆହତ ହୋଇଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଛି । ଗତକାଲି ବିଳମ୍ବିତ ରାତିରେ ସାହିଲ ନାମକ ଏକ ବସ ବଡମ୍ବାରୁ ବଲାଙ୍ଗୀର…

ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦାଖଲ କରିଛନ୍ତି ଅତାବିରା ଏନଏସି ନିର୍ବାଚନରେ ବିଜେଡିର ପ୍ରାର୍ଥୀ: ବିଜେପି

ଭୁବନେଶ୍ୱର: ଅତାବିରା ଏନ୍‌ଏସି ନିର୍ବାଚନରେ ୱାର୍ଡ ନଂ ୫ରୁ ବିଜୁ ଜନତା ଦଳର ପ୍ରାର୍ଥୀ ରାଜୀବ କହରା ମିଥ୍ୟା ଜାତିଗତ (ଅନୁସୂଚିତ ଜାତି) ପ୍ରମାଣ ପତ୍ର ଦେଇ ମନୋନୟନ ପତ୍ର ଦାଖଲ କରିଛନ୍ତି । ଯାହାକୁ କି ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ଶକ୍ତିଦେବ ସାହୁ ପ୍ରାର୍ଥପତ୍ର ଯାଂଚ ସମୟରେ ନିର୍ବାଚନ…

ଯୁକ୍ତ୨ କଲେଜରେ ଖାଲିଥିବା ୫୫୫ ପିଜିଟି ଶୀଘ୍ର ପୂରଣ ହେବ

ଭୁବନେଶ୍ୱର: ଓଡ଼ିଶାରେ ଥିବା ୨୨୬ଟି ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜରେ ଖାଲିଥିବା ୫୫୫ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ପଦବୀରେ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ଚୟନ ବୋର୍ଡ ଏହି ନିଯୁକ୍ତି ପ୍ରକ୍ରିୟା କରିବ ବୋଲି…

ଶ୍ରୀମନ୍ଦିର ବଜେଟ୍‌ ୩୦୦ କୋଟି, ଅର୍ଥ ସବ୍‌କମିଟି ବୈଠକରେ ମଞ୍ଜୁରି

ପୁରୀ (ସନ୍ତୋଷ କୁମାର ଦାସ): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ କମିଟି ବୈଠକ ବସିଥିଲା। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ଆଲୋଚନା କରାଯାଇଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦିତ…

‘ଅଗଷ୍ଟ ସୁଦ୍ଧା ଶତ ପ୍ରତିଶତ ପରିବାରକୁ ବିଜୁଳି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି’

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସୋମବାର ଓଡ଼ିଶାର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି। ଓଡ଼ିଶାରେ ୧୮ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିଲା। ଆଜି ଏହା ୯୭ ପ୍ରତିଶତରେ…

ବଢ଼ିଛି ଅପରାଧ, ଅନେକ ମାମଲାରେ ଦାଖଲ ହୋଇପାରିନି ଚାର୍ଜସିଟ୍: ଶ୍ୱେତପତ୍ର

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଶ୍ୱେତପତ୍ରରେ କୁହାଯାଇଛି ଯେ ୨୦୨୨ରେ ଓଡ଼ିଶାରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି ଦୁର୍ଘଟଣା…