Latest Odisha News

BREAKING NEWS

Browsing Category

ଓଡିଶା

Odisha

୪୦.୪ ଡିଗ୍ରୀ ସହ ସୋମବାର ଝାରସୁଗୁଡା ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସାରା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସୂର୍ଯ୍ୟାସ୍ତ ପୂର୍ବରୁ ଝାରସୁଗୁଡ଼ା ସହରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୪୦ ଡିଗ୍ରୀ…

‘ରାଜ୍ୟ ବିଜେପି’ ସତରେ ଲଢ଼ିବ ନା ଖାଲି ଲଢେଇ କଥା କହିବ?

ଭୁବନେଶ୍ୱର: ଓଡିଶାକୁ ନେଇ ବିଜେପିର ସ୍ୱତନ୍ତ୍ର ପ୍ଲାନ କଣ ? ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଦାୟିତ୍ୱ ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଓଡିଶା ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ…

ଅଚଳ ପାଣିଟାଙ୍କି ; ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ

ଜଗତସିଂହପୁର : ଦିନକୁ ଦିନ ବଢ଼ିଲାଣି ତାତି । ପାଣି ପାଇଁ ଡହଳ ବିକଳ ହେଲେଣି ଲୋକେ ।  ହେଲେ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସ୍ୱଚ୍ଛ ପାନୀୟ ଜଳ  । ପ୍ରତ୍ୟେକ ପଞ୍ଚାୟତରେ ବସୁଧା ଯୋଜନା ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ଅଚଳ…

ଝାରସୁଗୁଡା ଉପନିର୍ବାଚନ: କଂଗ୍ରେସରୁ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

ଝାରସୁ୍ଗୁଡା: ଶେଷରେ ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ତରୁଣ ପାଣ୍ଡେ କଂଗ୍ରେସରୁ ଲଢିବେ ବୋଲି ଏଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ତରୁଣ  ପାଣ୍ଡେଙ୍କ ବାପା  ବୀରେନ୍ଦ୍ର ପାଣ୍ଡେ ପୂର୍ବରୁ  ୩ ଥର ବିଧାୟକ  ଥିଲେ । ଏହି…

ଝାରସୁଗୁଡା ଉପନିର୍ବାଚନ: ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ।  ଜିଲ୍ଲାରେ ଟଙ୍କଧରଙ୍କ ସାଂଗଠନିକ ପ୍ରଭାବ ରହିଛି । ତେଣୁ ସେ  ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ  ଟକ୍କର ଦେଇପାରିବେ । ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି…

ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ; ୨୦୦ ପରିବାରର ସାହାରା ସାଜିଛି ଗୋଟିଏ ନଳକୂପ

କେନ୍ଦ୍ରାପଡ଼ା: ଅସହ୍ୟ ହେଲାଣି ରୌଦ୍ର ତାପ । ତାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଜଳକଷ୍ଟ । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । କୂଅ, ପୋଖରୀରେ ଶୁଖିଗଲାଣି ଜଳ । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର। ନିର୍ମାଣ ହୋଇଛି ପାଣି ଟାଙ୍କି…

ଚାର୍ଜସିଟ୍‌ ଦାଖଲରେ ପଛୁଆ ପୋଲିସ ! ବିଳମ୍ବିତ ହେଉଛି ଦଣ୍ଡ ବିଧାନ, ଅପରାଧିଙ୍କୁ ମିଳିଯାଉଛି ଜାମିନ

ରାଜ୍ୟରେ ଯେତିକି ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ ଦାଖଲ ହୋଇପାରୁ ନାହିଁ । ଯାହାକି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଚାର୍ଜସିଟ୍‌ ହେଉଛି ସିଆରପିସିର ଧାରା ୧୭୩ ଅନୁଯାୟୀ ମାମଲାର ତଦନ୍ତକାରୀ ପୋଲିସ୍ ଅଧିକାରୀଙ୍କ…

୧୨ ଶହ ନକଲି ସାର୍ଟିଫିକେଟ ବିକିଛି ମନୋଜ ମିଶ୍ର: ଏବେ ସରକାରୀ ଚାକିରିଆଙ୍କ ଉପରେ କ୍ରାଇମବ୍ରାଞ୍ଚର ନଜର

ଭୁବନେଶ୍ୱର:ନକଲି ସାର୍ଟିଫିକେଟ ମାମଲାର ଚେର କ୍ରାଇମ ବ୍ରାଞ୍ଚ ଯେତେ ଖୋଳୁଛି ସେତେ  ଲମ୍ବି ଚାଲିଛି  । ଜାଲ୍ ସାର୍ଟିଫିକେଟ୍ ନେଇ  ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର  ସୂଚନା ଦେଇଥିଲେ । ହେଲେ ଏହି ମାମଲାରେ ଗିରଫ ହୋଇଥିବା ମନୋଜ ମିଶ୍ର…

ପୁରୀ-ହାୱଡ଼ା ମଧ୍ୟରେ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଚୂଡ଼ାନ୍ତ ସମୟ ସାରଣୀକୁ ଅପେକ୍ଷା

ଭୁବନେଶ୍ୱର:ଓଡ଼ିଶାରେ ଖୁବ ଶୀଘ୍ର ଚାଲିବ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ୍। ସୂଚନା ଅନୁସାରେ ପୁରୀ-ହାୱଡ଼ା ମଧ୍ୟରେ ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନ୍ ଖୁବ ଶୀଘ୍ର ଚଳାଚଳ କରିବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ସମୟ ସାରଣୀ ଅନୁସାରେ ସପ୍ତାହକୁ ତିନି ଥର ଏହି…

ଛତିଶଗଡ଼ରୁ ଉଦ୍ଧାର ହେଲା ଝାରସୁୁଗୁଡାରୁ ନିଖୋଜ ନାବାଳକ

ଝାରସୁଗୁଡା: ଝାରସୁଗୁଡାରୁ  ନିଖୋଜ ନାବାଳକ ପ୍ରିନ୍ସ  ଛତିଶଗଡ଼ରୁ ଉଦ୍ଧାର । ବିଳାସପୁରର ଶିଶୁ ସୁରକ୍ଷା ଆୟୋଗ ଦ୍ୱାରା ଉଦ୍ଧାର ହୋଇଛି ପ୍ରିନ୍ସ । ଏ ନେଇ  ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ସ୍ମିତ ପରମର । ଝାରସୁଗୁଡା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳର ପ୍ରିନ୍ସ ଗତ ଶୁକ୍ରବାର…