Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଳୁଛି ରାଜଧାନୀ; ସକାଳ ୮ଟାରେ ୩୧ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: କାଳ ବୈଶାଖୀର ଭୟ କମିଲା । ତାତି ବଢିଲା । ଏପ୍ରିଲ ଅଧାରୁ ସାରା ରାଜ୍ୟ ଗ୍ରୀଷ୍ମ ତାପରେ ଯେମିତି ସିଝିବାକୁ ଆରମ୍ଭ କଲାଣି । ସକାଳ ୮ଟାରୁ ଅସହ୍ୟ ହେଉଛି ତାତି  । ରାଜଧାନୀ ଭୁବନେଶ୍ୱରର ଅବସ୍ଥା ସାଂଘାତିକ । ସକାଳ ୮ଟାରେ ବି ପାରଦ ୩୧ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ…

ଏକ ହଜାର ଶବଦାହ କରିବା ପରେ ବି ଥକି ନାହାନ୍ତି ଶେଷଯାତ୍ରାର ସାଥୀ ଅଲେଖ

କାମାକ୍ଷାନଗର: ବୟସ ୬୭ ଛୁଇଁଲାଣି  । ହେଲେ ଜୁଇ ନିଆଁ ସହ ତାଙ୍କର ସମ୍ପର୍କ ତୁଟିନି । ଏବେ ବି ଆଖପାଖ ଅଞ୍ଚଳର କେହି ମରିଗଲେ ସେଠି କାନ୍ଧ ଦେବାକୁ ଠିଆ ହୋଇଯାଆନ୍ତି ଏହି ବୃଦ୍ଧ । ଶେଷ ଶଯ୍ୟାରେ ମଣିଷକୁ ଶୁଆଇ ନିଆଁ ଲଗାଇ ଦିଅନ୍ତି । ସେଇ ଜୁଇ ନିଆଁରେ ସେ ଦେଖନ୍ତି ତାଙ୍କର ଜେଜେ ବାପା,…

ରାଇରଙ୍ଗପୁର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା

ବାରିପଦା: ତେଜିଲା ରାଇରରଙ୍ଗପୁର ଜିଲ୍ଲା ମାନ୍ୟତା ଦାବି। ଏନେଇ ୧୨ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା ଦିଆଯାଇଛି। ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ରାସ୍ତା ବାଇକ୍ ଛିଡ଼ା କରି ବ୍ୟାନର ଲଗାଇ ରାସ୍ତା ଅବରୋଧ କରିଛନ୍ତି କମିଟି ସଦସ୍ୟ।…

ଘର ସାମ୍ନାରୁ କୁଆଡେ ଗଲା ପ୍ରିନ୍ସ; ତିନି ଦିନ ହେଲା ପତ୍ତା ମିଳୁନି

ଝାରସୁଗୁଡା: ସମର୍ଥ ବର୍ମା ଅପହରଣ ଓ ହତ୍ୟା ମାମଲାର ଦୁଃଖଦ ସ୍ମୃତି ମନରୁ ହଟିନି । ପୁଣି ସାମ୍ନାକୁ ଆସିଛି ଆଉ ଏକ ନାବାଳକ ନିଖୋଜ ମାମଲା । ପୁଣି ସେଇ ଝାରସୁଗୁଡା ଜିଲ୍ଲାରୁ । ଘର ସାମ୍ନାରୁ ଜଣେ ନାବାଳକ ନିଖୋଜ ହୋଇ ଯାଇଛନ୍ତି । ଗତ ଶୁକ୍ରବାର ଅର୍ଥାତ ୭ ତାରିଖରୁ ସେ ନିଖୋଜ ହେଲେଣି…

୪ ନକଲି ମାଓବାଦୀ ଗିରଫ, ବଟି ଆଦାୟ କରିବା ସହ ଦେଉଥିଲେ ଧମକ ଚମକ

କୋରାପୁଟ: କୋରାପୁଟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଏମାନେ ମାଓବାଦୀ ନାଁରେ ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରିବା ସହ ଧମକ ଚମକ ଦେଉଥିବାର…

ବାଣ ବିସ୍ଫୋରଣରେ ବାପା ମୃତ, ଝିଅ ଗୁରୁତର ଭାବେ ଏସସିବି ସ୍ଥାନାନ୍ତର

ଯାଜପୁର: ରବିବାର ସନ୍ଧ୍ୟାରେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଳକୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର କାଳନ୍ଦୀ ମଲ୍ଲିକ ନାମକ ଏହି ବ୍ୟକ୍ତି ବାଣ…

ବଜ୍ରପାତ ଜନିତ ଅଘଟଣ ଏଡ଼ାଇବାକୁ ଏସଆରସିଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ…

କୃଷକ ଉତ୍ପାଦକ ସଂଗଠନ ଲାଗି ୩୧୩.୬୧ କୋଟି ମଞ୍ଜୁର କଲା କ୍ୟାବିନେଟ୍

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷକ ଉତ୍ପାଦକ ସଂଗଠନ ଲାଗି ୫ ବର୍ଷ ପାଇଁ ୩୧୩.୬୧ କୋଟି ମଞ୍ଜୁର କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ଏହି ଅର୍ଥ କୃଷକ ଉତ୍ପାଦକ ସଂଗଠନକୁ ସହାୟତା ଭାବେ ମିଳିବ । କ୍ଷୁଦ୍ର ଓ ନାମମାତ୍ର…

ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କାମାକ୍ଷାନଗର: ଅଧରାତିରେ ବୋମାମାଡ଼ । ଢେଙ୍କାନାଳ ଜିଲ୍ଲା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଏନେଇ ପୋଲିସରେ ଏତଲା ଦେଇଛନ୍ତି ପୂର୍ବତନ ସମିତି ସଭ୍ୟ ଅଶ୍ୱିନୀ ପରିଡ଼ା । ଅଭିଯୋଗ ଅନୁସାରେ, ଶନିବାର…