Latest Odisha News

BREAKING NEWS

Browsing Category

ଓଡିଶା

Odisha

ସର୍ବଭାରତୀୟସ୍ତରର ଅଧିକାରୀଙ୍କୁ ଡକାୟତ କହି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ !

ବାଲେଶ୍ୱର : ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ ଓ ତାଙ୍କଠୁ ବଡ଼ ଡକାୟତ ଦୁନିଆରେ କେହି ନାହାନ୍ତି । କିଛି ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିକଟରେ ବାଲେଶ୍ବର ବାଲିଆପାଳ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଡିଜିଟାଲ୍ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି । ଯାହା ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବ । ପ୍ରବାସୀ ଓଡ଼ିଆଙ୍କ ସହ ଜଡ଼ିତ ରହିବା…

କାଳବୈଶାଖୀ ନେଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ, ୧୧ରୁ ବଢ଼ିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ କାଳବୈଶାଖୀ ବର୍ଷା ହେବ । ୧୧ ତାରିଖରୁ ପାଗ ଶୁଖିଲା ରହିବା ସହ ଖରା ବଢ଼ିବ । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ…

ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ନକଲି ନୋଟ କାରବାର

ବାରିପଦା: ଶନିବାର ବାରିପଦା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁଥିବା ବେଳେ ଏକ ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି। ରଞ୍ଜିତା ବେହେରା ଓ ତାଙ୍କ ସ୍ୱାମୀଙ୍କ ନେତୃତ୍ୱରେ ଏହି ଗ୍ୟାଙ୍ଗ ୩ ଲକ୍ଷ ଟଙ୍କା ଜମା ବଦଳରେ ୧୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଦେଇ ଲୋକଙ୍କୁ ଠକୁଥିଲେ। ଜାଲ୍ ନୋଟ୍…

ଜାଲ୍ ସାର୍ଟିଫିକେଟ୍ ମାମଲାରେ ପ୍ରାୟ ୨୦୦ ଜଣ ସ୍କାନରରେ: ଡିଏସପି

ବଲାଙ୍ଗୀର/କଟକ: କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କ ସୂଚନା ଅନୁଯାୟୀ, ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାସଲ କରିଥିବା ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି। ଯେଉଁମାନେ କି ଏବେ ପୁଲିସ ସ୍କାନରରେ ଅଛନ୍ତି। ନିକଟରେ ଜାଲ୍ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ…

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ର ହେବ ସୁଟିଂ

ଭୁବନେଶ୍ୱର: ମାଲକାନଗିରି ମାଟିର କାହାଣୀ ଦମନ ସିନେ ପ୍ରେମୀଙ୍କ ମନ ଜିଣିବା ପରେ ଆସିଛି ଆଉ ଏକ ଖୁସି ଖବର । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ସୁଟିଂ ହେବ ବୋଲି ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ ଫିଲ୍ମର ସୁଟିଂ ଲାଗି…

ଦିନେ ଦୁଇ ଦିନ ଭିତରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ବସୁଛି। ଦିନେ ଦୁଇ ଦିନ ଭିତରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେଡି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁ…

ଝାରସୁଗୁଡା ଉପନିର୍ବାଚନ: ତରୁଣ ପାଣ୍ଡେ ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ

ଝାରସୁ୍ଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । ବିଜେଡି ପ୍ରାର୍ଥୀ ଘୋଷଣା କରି ଏକ ପ୍ରକାର ପ୍ରଚାର କାମ ଆରମ୍ଭ କରି ଦେଇଛି । ହେଲେ ପଛରେ ପଡିଛନ୍ତି ଦୁଇ ବିରୋଧୀ ଦଳ । ଦିନକ ପରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହଛନ୍ତି କଂଗ୍ରେସ ବିଧାୟକ ସୁର…

ଧାର୍ମିକ କାର୍ଯ୍ୟକ୍ରମ ବେଳେ ସ୍ତ୍ରୀକୁ କୁରାଢୀରେ ହାଣିଲା ସ୍ବାମୀ!

କନ୍ଧମାଳ: ଧାର୍ମିକ କାର୍ଯ୍ୟକ୍ରମରେ ହତ୍ୟା। ସ୍ବାମୀ ହତ୍ୟା କରିଛି ସ୍ତ୍ରୀକୁ। କନ୍ଧମାଳ ଜିଲ୍ଲା କରାଣ୍ଡିବାଲି ଗାଁରେ ଦେଖିବାକୁ ମିିଳିଛି ଏଭଳି ଏକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଲକ୍ଷ୍ମୀଙ୍କୁ ଅତି ନିର୍ମମ…

ଜାପାନରୁ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କଲେ ନବୀନ, ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ଡିଜିଟାଲ୍ ଗଭର୍ଣ୍ଣାସକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର କ୍ୟୋଟୋରୁ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି…