Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ

ଭୁବନେଶ୍ୱର: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ…

ଓଏମସିର ଲୁହାପଥର ଉତ୍ପାଦନରେ ୧୭ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଦେଶର ଅନ୍ୟତମ ଖଣି କମ୍ପାନୀ ଓଡ଼ିଶା ଖଣି ନିଗମ (OMC) ୨୦୨୨-୨୩ ଆର୍ଥିକ ବର୍ଷରେ ୨୯.୭ ମିଲିୟନ୍ ଟନ୍ ଲୁହାପଥର ଉତ୍ପାଦନ କରିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ଓଏମସି ୨୫.୩୧ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ କରିଥିଲା ।…

ଅସୁରକ୍ଷିତ ବ୍ଲକ୍ ଅଫିସ୍ ! ସିସିଟିଭିରେ କଏଦ ହେଲା ଫାଇଲ୍ ଚୋରି, ସନ୍ଦେହରେ ଅଧିକାରୀ

ପୁରୀ: ଖାଲି ପଡ଼ିଛି ଅଫିସ୍ । ଚ୍ୟାମ୍ବରରେ ନାହାଁନ୍ତି ସହକାରୀ ଯନ୍ତ୍ରୀ । ଯାହାର ଫାଇଦା ନେଇ ପୁରୀ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି କରି ନେଇଛନ୍ତି ବ୍ୟକ୍ତି ଜଣଙ୍କ । ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ଆଉ ୨୮ ଖଣ୍ଡ କାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ କାଠ । ତୃତୀୟ ପର୍ଯ୍ୟାୟରେ ଶନିବାର ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ୍ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ । ଚଳିତବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ୩୦୩ ଖଣ୍ଡ କାଠ…

ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

କଟକ: ଶନିବାର ଅଷ୍ଟପ୍ରହରୀ ପ୍ରସାଦ ଖାଇବାର କିଛି ଘଣ୍ଟା ପରେ ଶତାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । କଟକ ଜିଲ୍ଲା ସାଲେପୁରର କାନପୁର ଗାଁରେ ଅଷ୍ଟପ୍ରହରୀ ଯଜ୍ଞ ହେଉଥିଲା । ଶୁକ୍ରବାର ରାତିରେ ଅଷ୍ଟପ୍ରହରୀ ଶେଷ ହେବା ପରେ କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳି ଗାଁର ଲୋକ…

ଦାହ ସଂସ୍କାର ପାଇଁ ଆସିଥିଲେ, ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

ବାରିପଦା: ଘର ଉପରେ ଖସିଲା ମୃତ୍ୟୁ । ବୈଶାଖର ବଜ୍ରାଘାତରେ ଚାଲିଗଲା ତିନି ତିନି ଜଣଙ୍କ ଜୀବନ । ଦାହ ସଂସ୍କାର ପାଇଁ ଆସିଥିବା ବେଳେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ…

ଦୀର୍ଘବର୍ଷ ପରେ ଗାଁରେ ହେଉଥିଲା ବାହାଘର; ନୂଆ ଶାଢୀରେ ଝଲସିଲା ସାରା ଦାଣ୍ଡ

କୋରାପୁଟ: ବାହାଘରର ପ୍ରମୁଖ ଆକର୍ଷଣ ଥାଏ ଏହାର ସାଜସଜ୍ଜା । ଅନେକ ପ୍ରକାର ସାଜସଜ୍ଜା ଆପଣ ଦେଖିଥିବେ । ହେଲେ ଏମିତି ସାଜସଜ୍ଜା କେବେ ଦେଖି ନ ଥିବେ । ଯେତିକି ନିରାଡମ୍ବର, ସେତିକି ଆକର୍ଷଣୀୟ । ଏମିତି ଏକ ବାହାରଘର ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମଙ୍ଗଳପୁର…

ଜାଲ୍ ସାର୍ଟିଫିକେଟ୍ ମାମଲା, କୋରାପୁଟରୁ ୪ ଜଣ ଗିରଫ

କୋରାପୁଟ: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ କୋରାପୁଟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଡାକ ବିଭାଗରେ ଭର୍ତ୍ତି ପାଇଁ ଆବେଦନକାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଡିଜିଲକର ଆପରେ ଯାଞ୍ଚ ବେଳେ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିବା ପରେ କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଥାନାରେ…

ସୁଶାନ୍ତ ସିଂହଙ୍କୁ ପୃ୍ଥ୍ୱୀରାଜଙ୍କ ତେରଛାବାଣ: କହିଲେ, ନବ ଦାସଙ୍କ ହତ୍ୟା ମାମଲା ସଂପୃ୍କ୍ତି ପାଇଁ ଦିଆଗଲାନି…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ତିନି ଜଣ ପର୍ଯ୍ୟବେକ୍ଷକଙ୍କ ସମେତ ୧୨ ଜଣ ବିରଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ହେଲେ ଏହା ଭିତରେ ଯେଉଁ ଚର୍ଚ୍ଚିତ ବରିଷ୍ଠ ନେତାଙ୍କ ମୁହଁ ଦିଶୁନି ସେ ହେଉଛନ୍ତି ସୁଶାନ୍ତ ସିଂ । ପଶ୍ଚିମ ଓଡ଼ିଶାର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣର୍…

ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲା ରାଉରକେଲାର ‘ଆଦି ମହୋତ୍ସବ’: ରିଟୁଇଟ କରି କହିଲେ ଜନଜାତି ସମୁଦାୟର ଐତିହ୍ୟ ଓ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଲା ଓଡ଼ିଶାର ‘ଆଦି ମହୋତ୍ସବ’ । ଆଦିମ ଆଦିବାସୀ ପରମ୍ପରା ଓ ସଂସ୍କୃତିର ମହକ ପରସିଥିଲା ଏହି ଆଦି ମହୋତ୍ସବ । ଏହି ମହକ ପ୍ରଧାନମନ୍ତ୍ରୀଙ୍କ ହୃଦୟକୁ ବି  ଛୁଇଁଥିଲା ।  ରାଉରକେଲା ଠାରେ ଆୟୋଜିତ ହୋଇଥିଲା ଆଦିବାସୀ ପରମ୍ପରା ଓ…