Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରକକୁ ପିଟିଲା ଭ୍ୟାନ; ୩ ଶୁଖୁଆ ବ୍ୟବସାୟୀ ମୃତ, ୬ ଗୁରୁତର

କଟକ: ସକାଳୁ ସକାଳୁ  ଚଣ୍ଡିଖୋଲ - ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ସକାଳୁ ସକାଳୁ ୭ ଜଣ ଶୁଖୁଆ ବେପାରୀ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ…

ଢେଙ୍କାନାଳରେ ରୁଙ୍ଗଟାର ନୂଆ ଟିଏମଟି ଷ୍ଟିଲ୍ ବାର୍ ପ୍ଲାଣ୍ଟ

ଭୁବନେଶ୍ୱର: ଢେଙ୍କାନାଳ ସ୍ଥିତ ପ୍ଲାଣ୍ଟର ସମ୍ପ୍ରସାରଣ କରିଛି ରୁଙ୍ଗଟା ମାଇନ୍ସ । ଏଥିରେ ଷ୍ଟିଲ୍ ଟିଏମଟି ବାର ପ୍ଲାଣ୍ଟ ଯୋଡ଼ି ହୋଇଛି । ପ୍ଲାଣ୍ଟର ସମ୍ପ୍ରସାରଣ ଦ୍ୱାରା ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ ଓ ମଧ୍ୟପ୍ରଦେଶକୁ ଉନ୍ନତମାନର ଷ୍ଟିଲ୍ ଟିଏମଟି ବାର…

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି । ଏହି ଅବସରରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ହସ୍ପିଟାଲର ୧୦୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡ.…

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା…

ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ୪୫ ବର୍ଷର ସୃଜନୀକୁ ନେଇ ଦିଲ୍ଲୀରେ ଏକକ ଚିତ୍ର କଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି । ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ…

ଏପ୍ରିଲ୍ ୧୪ରୁ କିଟରେ ଦୁଇ ଦିନିଆ ୱାଇ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଏପ୍ରିଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି । ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ । ଏହି ଦୁଇ ଦିନିଆ ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ…

ସଙ୍ଗୀତ ପାଇଁ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସହ ଅନ୍ୟ ଜଣେ ଗିରଫ

ଭୁବନେଶ୍ୱର: ବେଙ୍ଗଳୁରୁରେ ସଙ୍ଗୀତ ପାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସରେ ଡିଏସପି ଥିବା କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ୩ ଦିନ ତଳେ ବେଙ୍ଗଳୁରୁରେ ୫୪ ବର୍ଷୀୟ ଲୟଡ ନେହେମିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ମାମଲାରେ ବେଙ୍ଗଳୁରୁ ପୋଲିସ…

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ

ଭୁବନେଶ୍ୱର: ଆଇନର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ । ଆଇନଜୀବୀଙ୍କ ବୃତିରେ ଅନେକ ପରିବର୍ତ୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥା…

ଖୁଣ୍ଟାରେ ବାଇକ୍, ବାରିପଦାରେ ସ୍କୁଟି ପାଇଁ ପରିବହନ ବିଭାଗ କଲା ୭ ହଜାର ଟଙ୍କା ଫାଇନ୍

ବାରିପଦା: ପରିବହନ ବିଭାଗର ଅବହେଳା ପୁଣି ଦେଖିବାକୁ ମିଳିଛି । ବାଇକର ପଞ୍ଜିକୃତ ନମ୍ବରରେ ସ୍କୁଟି ଫଟୋ ଉଠାଇ ପରିବହନ ବିଭାଗ ୭ ହଜାର ଟଙ୍କାର ଇ-ଚାଲାଣ କାଟିଛି । ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ । ଗାଡ଼ି ମାଲିକ ତରୁଣ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କ…

କେବଳ କଥା କହି କଣ ବିଜେଡିଠୁ ଜିତିବେ?

ଭୁବନେଶ୍ୱର: ପ୍ରାୟ ସବୁ ନିର୍ବାଚନ ଜିତୁଛନ୍ତି। ସଦ୍ୟ ସମାପ୍ତ ଅତାବିରା ହିନ୍ଦୋଳ ଏନଏସି ନିର୍ବାଚନରେ ଏକ ପାଖିଆ ବିଜୟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା। ଆଗୁଆ ପର୍ଯ୍ୟବେକ୍ଷକ ଘୋଷଣା। ଆଉ ଏବେ ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ବଣ୍ଟନ। ତାହା ପୁଣି ବରିଷ୍ଠ…