Latest Odisha News

BREAKING NEWS

Browsing Category

ଓଡିଶା

Odisha

ସନ୍ନ୍ୟାସୀ ହେବା ପାଇଁ ଆମନ୍ତ୍ରଣ: ପତଞ୍ଜଳି ଯୋଗ କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ୯ ଦିନିଆ ମହୋତ୍ସବ

ଭୁବନେଶ୍ୱର: ଆସନ୍ତୁ, ସନ୍ନ୍ୟାସୀ ହେବା । ଦିବ୍ୟ ଭବ୍ୟ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ ହେବା । ଆପଣ ଯଦି  ଶିକ୍ଷିତ ତେବେ ଆସନ୍ତୁ, ଏହି ୯ ଦିନିଆ କ୍ୟାମ୍ପରେ ଯୋଗ ଦିଅନ୍ତୁ ଏବଂ ସନ୍ନ୍ୟାସୀ ହୁଅନ୍ତୁ ।  ସନ୍ନ୍ୟାସ ଦୀକ୍ଷା ନେଲେ ଆପଣ  ନିଜ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ଚରିତ୍ର ଗଠନ…

ଫେଲ୍‌ ମାରିଛି ବସୁଧା ଯୋଜନା, ସାହାରା ସାଜିଛି ନଦୀ ପାଣି

ନୂଆପଡ଼ା : ଦିନକୁ ଦିନ  ବଢ଼ିଲାଣି ତାତି । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । ହେଲେ ଏଥିପ୍ରତି ପ୍ରଶାସନର ନାହିଁ ନିଘା । ଗାଁ ରେ ଅଚଳ ହୋଇ ପଡ଼ି ରହିଛି ନଳକୂପ  । ଫେଲ ମାରିଛି ବସୁଧା ଯୋଜନା । ସାହାରା ସାଜିଛି ନଦୀ ପାଣି । ଜମି ହୁଡ଼ା, ତତଲା ବାଲି ଦେଇ ଗଲେ ନଦୀରୁ ମିଳୁଛି ପାଣି । ଏ…

ଅଶାନ୍ତ ହୋଇପଡିଛି ପର୍ଯ୍ୟଟନ ସହର ପୁରୀ; ୪ ଦିନରେ ୨ଟି ଗୋଷ୍ଠୀ ସଂଘର୍ଷ 

ପୁରୀ: ଅଶାନ୍ତ ହୋଇପଡିଛି ପର୍ଯ୍ୟଟନ ସହର ପୁରୀ । କେତେବେଳେ ଭୁଜାଲି ଗୋଟାଳି ତ କେତେବେଳେ ଖଣ୍ଡ ବୁଲୁଛି ସହରରେ । ଆତଙ୍କିତ ହୋଇପଡିଲେଣି ଲୋକେ । ଦିନ ହେଉ କି ରାତି,  ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ୪ ଦିନ ଭିତରେ ୨ଟି ଗୋଷ୍ଠୀ ସଂଘର୍ଷ  । ତିନି ଦିନ ତଳେ ଯୁବ…

ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା; ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗୁରୁତର

ପୁରୀ: ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା। ୩ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ। ଦୁଇ ଜଣଙ୍କ ଅସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ…

୩ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ ଓ ୯ ଟି ଆଂଶିକ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ୩ ଟ୍ରେନ୍‌କୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ ଓ ୯ଟି ଟ୍ରେନ୍‌କୁ ଆଂଶିକ ବାତିଲ୍ କରାଯାଇଛି। ଛତ୍ରିପୁଟ ଓ ମାଲିଗୁଡା ମଧ୍ୟରେ ରେଳ ଲାଇନ୍‌ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଣୁ ନିରାପତ୍ତା ସମ୍ବନ୍ଧୀୟ…

ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ବିନା ସୁଧରେ ଋଣ ଦେବେ ସରକାର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସୀ ଖବ। ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଋଣ ଯୋଗାଇ ଦେବେ ସରକାର। ତା’ ପୁଣି ବିନା ସୁଧରେ। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ ଦିଆଯାଇଥିବା ସୂଚନା ଅନୁସାରେ, ସରକାରୀ କର୍ମଚାରୀ ଇ-ଯାନ…

ରାଜ୍ୟରେ ୩ ଜିଲ୍ଲାକୁ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ୩ ଜିଲ୍ଲା ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟାସାରା କୋହଲାପାଗ ରହୁଥିବା ବେଳେ ସେତେଟା ବର୍ଷା ଦେଖାଯାଇ ନାହିଁ। ତେବେ ଶନିବାର ଢେଙ୍କାନାଳ, କଟକ,…

ବିଧାନସଭାରେ ବିଜୁଳି ତାତି: ସରକାର ଓ ବିତରଣ କମ୍ପାନୀକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି କରୁଛି ଟାଟା ପାଓ୍ୱାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ହେଲେ ରାଜ୍ୟ ସରକାର ଏହି ଘରୋଇ କମ୍ପାନୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ବିଧାନସଭାରେ କହିଛନ୍ତି। ଆଉ ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ବିଜୁଳି ତାତି…

ଜଙ୍ଗଲରେ ନିଆଁ: ଓଃ ବର୍ଷା ବଞ୍ଚେଇଦେଲା!

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ଭିତରେ ଏକ ଆଶ୍ୱସ୍ତି କରିବା ଭଳି ଖବର ଆସିଛି। ବଦଳିଥିବା ପାଣିପାଗ ଆଧାରରେ କିଛି ସ୍ଥାନରେ ବର୍ଷା ହୋଇଛି। ଆଉ ଏହି କାରଣରୁ ଜଙ୍ଗଲରେ ଯେଉଁଭଳି ଭାବେ ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା ତାହା ଏବେ ପ୍ରଶମିତ…

ଡ୍ରାଇଭର ସଂଘ ଆନ୍ଦୋଳନ ଭିତରେ ଚର୍ଚ୍ଚାରେ ପ୍ରଶାନ୍ତ ମେଣ୍ଡୁଲି

ଅନୁଗୁଳ: ଦୀର୍ଘ ତିନି ଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ ଶାସନ ସଚିବ ଗୁରୁବାର ଦିନ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରି ୩ ମାସ ମଧ୍ୟରେ ଦାବି ଗୁଡିକ ଉପରେ ଆଲୋଚନା…