Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେଦାନ୍ତ ଆଲୁମିନିୟମ୍ ଓ ଡାଲମିଆ ସିମେଣ୍ଟ ସହଯୋଗିତାରେ ଉତ୍ପାଦନ ହେବ ସ୍ୱଳ୍ପ କାର୍ବନ ସିମେଣ୍ଟ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଣ୍ଟସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବର୍ଜ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟ ଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି । ଏହି…

୧୦ ବର୍ଷରେ ଓଡିଶାରେ କେତୋଟି ମାମଲାରେ ତଦନ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ? ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ କ୍ରାଇମବ୍ରାଞ୍ଚର ତଦନ୍ତ କାର୍ଯ୍ୟକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଜ୍ୟରେ ଗତ ୧୦ ବର୍ଷ (୨୦୧୩ରୁ ୨୦୨୨) ମଧ୍ୟ‌ରେ କ୍ରାଇମ୍‌ବ୍ରାଞ୍ଚ ମୋଟ ୨୨୫ଟି ମାମଲାର ତଦନ୍ତ କରିଛି…

କିଏ ଦଖଲ କରିବ ନବଙ୍କ ଗଡ଼ ?

ଭୁବନେଶ୍ୱର: ଉପନିର୍ବାଚନ ଘୋଷଣା ହୋଇନି ଆରମ୍ଭ ହୋଇଗଲାଣି ଲଢେଇ। ଏମିତି କିଛି ଦେଖିବାକୁ ମିଳିଛି ଝାରସୁଗୁଡ଼ାରେ। ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ରହିଛି। କୋଉ ମୁହୂର୍ତ୍ତରେ ସେଠାରେ ଉପନିର୍ବାଚନ ଘୋଷଣା ହୋଇପାରେ। କିନ୍ତୁ ଏହାର ବହୁ ପୂର୍ବରୁ ଦଳୀୟ ଟିକେଟ ଆଶାୟୀଙ୍କ…

ଝାରସୁଗୁଡାରୁ କିଏ ହେବ ବିଜେଡି ପ୍ରାର୍ଥୀ ଦୀପାଳି ନା ଚାର୍ଭି ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ଲଢେଇ ତୀଵ୍ରରୁ ତୀବ୍ରତର ହେବାରେ ଲାଗିଛି। ସେହିପରି ସମାନ୍ତରାଳ ଭାବେ ବିଜେଡି ଟିକେଟ ପାଇଁ ପ୍ରମୁଖ…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର

ବାଲେଶ୍ୱର: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର ପ୍ରଦୀପ୍ତ ରାଉତ। ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରସ୍ତ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରାଉତ। ଆଉ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ପ୍ରଦୀପ୍ତ।…

ରାଜ୍ୟରେ ଏବେ କେତେ ଡାକ୍ତର ଅଛନ୍ତି ବିଧାନସଭାରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପାଖାପାଖି ୩ ହଜାର ଡାକ୍ତର ପଦବି ଖାଲି ପଡ଼ିଛି। ପଦବି ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ଉତ୍ତରରେ ଏହି ସୂଚନା ଜଣାପଡ଼ିଛି। ଓଡ଼ିଶାରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବି ରହିଥିବା ବେଳେ…

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ…

5T ଏକ ବିଭାଗ କି ? ଏହାର ଅଫିସ କେଉଁଠି ? ବିଧାନସଭାରେ ପ୍ରଶ୍ନ କଲେ ଜୟ ନାରାୟଣଙ୍କ ମିଶ୍ର

ଭୁବନେଶ୍ୱର: 5T ବିଭାଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ବାଣ ଛାଡ଼ିଲେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ବିଧାନସଭା ଶୂନ୍ୟ କାଳରେ 5T ବିଭାଗ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଛନ୍ତି ଜୟ ନାରାୟଣ। ସେ କହିଛନ୍ତି 5T କଣ ଏହା ବୁଝି ହେଉନି। ଏହା କଣ…

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ

କଟକ: ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏହାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ସାରଦା ରିଅଲଇଷ୍ଟେଟ୍‌ କମ୍ପାନୀ ଲୋକଙ୍କୁ ଲୋଭ ଦେଖାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ୍‌ କରିଥିଲା। ଏ ନେଇ ଅଭିଯୋଗ ହେବା ପରେ…

ସ୍ମାଟ୍ ସିଟିକୁ ପ୍ରଦୂଷିତ କଲେ ଧରିବେ ସାନିଟେସନ ଇନିସପେକ୍ଟର୍ ! ଦେବାକୁ ହେବ ୧୦ ହଜାର ଫାଇନ୍

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା କଲେ ଗଣିବେ ଜୋରିମାନା। ୫ଶହ କି ହଜାରେ ନୁହେଁ, ଉଲଙ୍ଘନକାରୀଙ୍କୁ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଜୋରିମାନା । ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ ଅଳିଆ…