Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିରୋଧୀ ଉଠାଇଲେ ନବ ଦାସ ପ୍ରସଙ୍ଗ, ଶାସକ ଦଳ କହିଲା… ବିରୋଧୀ ବିଧାନସଭାର ନିୟମ ଭାଙ୍ଗୁଛି

ଭୁବନେଶ୍ୱର: ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ 43 ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ ଦାସର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିବାରେ କ୍ରାଇମବ୍ରାଞ୍ଚ ଏଯାଏଁ ସଫଳ ହୋଇପାରିନାହିଁ। କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ପରେ ସୋମବାର ଶୂନ୍ୟକାଳରେ ବିଧାନସଭାରେ…

ମୋବାଇଲ ନଦେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କଲା ସ୍ତ୍ରୀ

ବଲାଙ୍ଗୀର: ମୋବାଇଲ୍ ଫୋନ୍ ପାଇଁ ଝଗଡ଼ା ହେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କରିଛି ସ୍ତ୍ରୀ। ଏହାପରେ ସ୍ୱାମୀ ଗୁରୁତର ଆହତ ହୋଇଛି। ରବିବାର ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। କେଶରକେଲା ଗାଁର ଗଣେଶ୍ୱର ସୁନାଙ୍କୁ ଗୁରୁତର ଅବସ୍ଥାରେ ଭୀମା ଭୋଇ…

କଫ ସିରପ ରାକେଟର ପର୍ଦ୍ଦାଫାଶ, ଚେର ଲମ୍ବିଛି ବଲାଙ୍ଗୀରରୁ ପଶ୍ଚିମବଙ୍ଗ

ଭୁବନେଶ୍ୱର: କଫ ସିରପ ମାଫିଆଙ୍କ ବିରୋଧରେ ବଲାଙ୍ଗୀର ପୋଲିସ ତାର 'ମିଶନ କଫ ସିରପ' ଅଭିଯାନରେ ଏକ ବଡ ସଫଳତା ହାସଲ କରି ରବିବାର ଏକ ଆନ୍ତଃରାଜ୍ୟ ସଙ୍ଗଠିତ ରାକେଟର ପର୍ଦ୍ଦାଫାଶ କରିଛି। ପୁଲିସ ୩୫ ଜଣ କଫ ସିରପ୍ ମାଫିଆଙ୍କୁ ଗିରଫ କରିବା ସହ ୩୫ ଲକ୍ଷ ଟଙ୍କାର 'ଏସକଫ୍' କଫ ସିରପ୍ ବୋତଲ ଜବତ…

ଦରବୃଦ୍ଧି ଓ ଆଦାନୀ ପ୍ରସଙ୍ଗରେ ରାଜଧାନୀରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଏବଂ ଆଦାନୀ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସୋମବାର ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ କଂଗ୍ରେସ ନେତା ଓ କର୍ମୀମାନେ ରାଜଭବନ ଚଲୋ…

ମାଟ୍ରିକ ପରୀକ୍ଷା: କେଉଁଠି କପି ଅଭିଯୋଗ, ତ ଆଉ କେଉଁଠି ପରିଚାଳନରେ ତ୍ରୁଟି

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା-୨୦୨୩ରେ ବ୍ୟାପକ ଅନିୟମିତତା, କପି ଓ ଡ୍ରପ୍ ଆଉଟ୍ ଅଭିଯୋଗରେ ମାର୍ଚ୍ଚ ୧୦ ତାରିଖ ପ୍ରଥମ ଦିନରୁ ହିଁ ମାଟ୍ରିକ୍ ପରୀକ୍ଷା ବିଭ୍ରାଟ ଦେଖାଦେଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ…

କି ଖରା! ସୋମବାର ୫ଟି ସ୍ଥାନରେ ପାରଦ ଟପିଲା ୩୮ ଡିଗ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାରେ ପାରଦ ୩୮ ଡିଗ୍ରି ଟପିଥିବା ବେଳେ ସୋମବାର ୫ଟି ସ୍ଥାନରେ ପାରଦ ୩୮ ଡିଗ୍ରି ଟପିଛି।ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସମ୍ବଲପୁର ୩୮.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ…

ଦରମା ବୃଦ୍ଧି ସହିତ ନିୟମିତ କରିବା ଦାବିରେ ରାଜଧାନୀରେ ଗର୍ଜିଲେ ପାଚିକା ସଂଘ

ଭୁବନେଶ୍ୱର: ସାରା ଓଡିଶାର ହଜାର ହଜାର ମଧ୍ୟାହ୍ନ ଭୋଜନ (ଏମଡିଏମ) ରୋଷେୟାମାନେ ସୋମବାର ଏକ ବିଶାଳ ରାଲି କରି ଭୁବନେଶ୍ୱରରେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ସେମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସେମାନଙ୍କୁ ଲୋୟର ପିଏମଜି ଛକ ନିକଟରେ ଅଟକାଇ ବିକ୍ଷୋଭ…

ପୁରୀରେ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଡକାଯିବ ଟେଣ୍ଡର

ପୁରୀ: ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ । ଏଥିପାଇଁ ଟେଣ୍ଡର ଡକାଯିବା ପରେ ଭୂମିପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞ ଶାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ ।…

ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ କାର୍ଯ୍ୟକ୍ରମ ‘ଅଭ୍ୟାନ୍ନ’ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବା ସଂଘ ତରଫରୁ ଲୋକ ସେବା ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ 'ଅଭ୍ୟାନ୍ନ' ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କାର୍ଯ୍ୟକ୍ରମକୁ…

ବେଦାନ୍ତ ଆଲୁମିନିୟମ୍ ଓ ଡାଲମିଆ ସିମେଣ୍ଟ ସହଯୋଗିତାରେ ଉତ୍ପାଦନ ହେବ ସ୍ୱଳ୍ପ କାର୍ବନ ସିମେଣ୍ଟ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଣ୍ଟସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବର୍ଜ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟ ଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି । ଏହି…