Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ମାଡ଼ୁଛି ଜଙ୍ଗଲ ନିଆଁ; ତୁରନ୍ତ ରୋକିବାକୁ କେନ୍ଦ୍ର ପରିବେଶମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁ ଲାଗୁଛି। ଜଙ୍ଗଲ ଜଳିବା ମାତ୍ରା ଜୈବବିବିଧତା ନଷ୍ଟ ହେଉଛି। ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହାର ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ମନ୍ତ୍ରୀ…

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର, ଭତ୍ତା ଓ ରାସନ ପାଲଟିଛି ଆଶାବାଡ଼ି

ଜଗତସିଂହପୁର : ପାଠ ପଢିବାକୁ ପିଲାମାନଙ୍କ ମନରେ ରହିଛି ପ୍ରବଳ ଆଗ୍ରହ । ହେଲେ ପାଠ ପଢ଼ିବାକୁ ଅର୍ଥ ସାଜିଛି ବାଧକ । ବାପ ଛେଉଣ୍ଡ ଏ ପିଲା ।  ଘରେ ନାହାଁନ୍ତି କେହି ମୂରବୀ  । ଏ ପିଲାଙ୍କ ଆଶା ହେଉଛନ୍ତି ଜେଜେମାଆ ଓ ମାଆ ।  ଶାଳଜଙ୍ଗ ପଞ୍ଚାୟତର ଛଣହତା ଗ୍ରାମରେ ପରମାନନ୍ଦ ସାହୁଙ୍କ ଘର।…

ଜେଲରେ କାହିଁକି ଆତ୍ମହତ୍ୟା କଲା ଗୋବିନ୍ଦ ? ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା । କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କର ମୃତ୍ୟୁ ଘଟିଲା ? କାହିଁକି  ଆତ୍ମହତ୍ୟା କଲା ଗୋବିନ୍ଦ ? ଗୃହରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି   ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଧାୟକ ମୋହନ ଚରଣ…

୧୦ ବର୍ଷରେ ପୁଲିସ ହେପାଜତରେ ୫୧ ଅଭିଯୁକ୍ତଙ୍କ ମୃତ୍ୟୁ

ଭୁବ‌ନେଶ୍ବର: ରାଜ୍ୟରେ ହାଜତ ମୃତ୍ୟୁ ଚିନ୍ତା ବଢାଉଛି ।  ଗତ ୧୦ ବର୍ଷ ଭିତରେ ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଲାଣି।   ପୁଲିସ ହେପାଜତରେ ୨୦୧୩ରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ୨୦୧୪ରେ ୨,  ୨୦୧୫ରେ ୮,  ୨୦୧୬ରେ ୪,  ୨୦୧୭ରେ ୩, …

ହାତୀମୃତ୍ୟୁ ମାମଲାରେ କଠୋର ହେଲେ ହାଇକୋର୍ଟ, ୨୦ ସୁଦ୍ଧା ସତ୍ୟପାଠ ଦେବାକୁ JTFକୁ ନିର୍ଦ୍ଦେଶ

କଟକ : ରାଜ୍ୟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି କରି ୫ଟି ବିଦ୍ୟୁତ ବିତରଣ କମ୍ପାନୀକୁ ଆଜି ନୋଟିସ ଦେଇଛନ୍ତି ହାଇକୋର୍ଟ । ଏଥିସହ ହାତୀ ମୃତ୍ୟୁ ରୋକିବାକୁ ପଦକ୍ଷେପ ସମେତ ଆକ୍ରମଣରେ ଜୀବନହାନୀ ଘଟିଲେ କ୍ଷତିପୂରଣ ସଂପର୍କରେ ଜଣାଇବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏପରିିକି ସମୟ…

ଓଡ଼ିଶାରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା ! ମାଲକାନଗିରିରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ବାଂଲାଦେଶୀଙ୍କ ଜିଲ୍ଲା ୱାରୀ ସଂଖ୍ୟା ଓ କେଉଁ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ସର୍ବାଧିକ, ଏନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ଏହି ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ରାଜ୍ୟରେ…

ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର : ନିରଞ୍ଜନ ପୂଜାରୀ

ଭୁବନେଶ୍ୱର : ଦିନେ ବିତ୍ତୀୟ ନିଅଣ୍ଟ ରାଜ୍ୟର ଅଭାବରେ ଓଡ଼ିଶା ଗଣା ଯାଉଥିବା ବେଳେ ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।ଆଜି ବିଧାନସଭାର ପ୍ରଶ୍ନକାଳ…

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ; ଶିକ୍ଷକଙ୍କ ସହ ୧୦ ଛାତ୍ରଛାତ୍ରୀ ଗୁରୁତର

କେନ୍ଦୁୂଝର:ମାଟ୍ରିକ ପରୀକ୍ଷା କେନ୍ଦ୍ର ଆଗରେ ମହୁମାଛି  ଆକ୍ରମଣ  । ମହୁମାଛି ଆକ୍ରମଣରେ  ଜଣେ ଶିକ୍ଷକଙ୍କ ସହିତ ୧୦ ଜଣ  ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ । ଆଜି ସକାଳ…

ଆସୁଛି ଆଉ ଏକ ପଶ୍ଚିମାଝଡ଼ ! ୧୫ରୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି ! କାରଣ ପଶ୍ଚିମାଝଡ଼ ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ଼ ପ୍ରଭାବରେ ୧୫, ୧୬ ଓ ୧୭ ତାରିଖରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ…

ସ୍କୁଲ ଛାତରୁ ଖସୁଛି ଅତଡ଼ା, ମଣ୍ଡପରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ନୂଆପଡ଼ା : ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି ପ୍ରାଥମିକ ସ୍କୁଲ। ମଣ୍ଡପରେ ଚାଲିଛି ପାଠ ପଢା  । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଶବରପଡା ସରକାରୀ ପ୍ରକଳ୍ପ ପଥମିକ ବିଦ୍ୟାଳୟର ଅବସ୍ଥା  । ସ୍କୁଲ ଘର ଭାଙ୍ଗିଯିବାରୁ…