Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି ଗଡ଼ରେ ଅମିତ ଶାହ କରିବେ ବିଶାଳ ସଭା, ବଦଳିବ କି ଜିଲ୍ଲା ରାଜନୀତିର ସମୀକରଣ?

ଭୁବନେଶ୍ୱର: ଗତବର୍ଷ ଯେଉଁ ସ୍ଥାନରେ ଉପନିର୍ବାଚନ ଜିତି ବିଜେପି ଗଡ଼ ବଜାୟି ରଖିଲା ସେହି ସ୍ଥାନକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ…

ଗଞ୍ଜେଇ ଚାଲାଣର ନୂଆ ଉପାୟ, ମାଷ୍ଟର ମାଇଣ୍ଡକୁ ଖୋଜୁଛି ଅବକାରୀ ଟିମ୍

ବ୍ରହ୍ମପୁର: ୨୫ କେଜି ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଳିଙ୍ଗ ଘାଟି ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଶନିବାର ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣକାରୀଙ୍କ…

ମୃଦୁ ପାନୀୟରେ ନିଶା ଦେଇ ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକରେ ଏକ ଜିମରେ ଜଣେ ଯୁବତୀଙ୍କୁ ନିଶା ଦେବା ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କଟକ ମର୍କତନଗର ଅଞ୍ଚଳରେ ରହିଛି ଏହି ଜିମ୍। ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ମାର୍ଚ୍ଚ ୨୦୨୨ରେ ଘଟିଥିଲା। କିନ୍ତୁ ବର୍ଷକ ପରେ ପୀଡିତା ଥାନାରେ ଜିମ୍ ମାଲିକଙ୍କ ବିରୋଧରେ ଏତଲା…

ରାଜ୍ୟରେ ୫୯ H3N2 ପଜିଟିଭ୍ ଚିହ୍ନଟ; ଗାଇଡ୍‌ଲାଇନ୍‌ ଜାରି କଲେ ସରକାର

ଭୁବନେଶ୍ୱର: ଦେଶରେ ଦୁଇ ଜଣଙ୍କ ଜୀବନ ନେବା ପରେ ରାଜ୍ୟରେ ବି ମାତିଲା H3N2 ଭୂତାଣୁ। ଆଜି ୫୯ଜଣ H3N2 ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ଜାନୁୟାରୀ ଓ ଫେବୃଆରୀରେ ୨୨୫ଟି ନମୁନା ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଥିବା RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ରାଜ୍ୟରେ H3N2…

ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁ ଜଳିଗଲା ୧୭ ବଖରା ଘର; ୯ ପରିବାରର ୪୦ ସଦସ୍ୟ ବାସହରା

ବାଲେଶ୍ୱର: ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁ ଜଳିଗଲା ୧୭ ବଖରା ଘର। ବାସହରା ହେଲେ ୯ ପରିବାରର ୪୦ ସଦସ୍ୟ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ।  ୧୭ ବାଖରା ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।  ଧାନ, ଚାଉଳ…

ଡାଏଟମ୍‌ ଟେଷ୍ଟ୍ ରିପୋର୍ଟ ବି କହୁଛି ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ, ଭିସେରା ରିପୋର୍ଟକୁ ପୋଲିସର ଅପେକ୍ଷା

ସମ୍ବଲପୁର : ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲାରେ ଶନିବାର ଆସିଛି ଡାଏଟମ୍‌ ଟେଷ୍ଟ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟ ଭଳି ଡାଏଟମ୍‌ ଟେଷ୍ଟ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି । ଅର୍ଥାତ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି…

ନିର୍ବାଚନ ଗଣିତ ବିଗାଡିବ କି ନବଙ୍କ ହତ୍ୟା ?

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଶାସକ ଦଳ ମଧ୍ୟରେ ଲଢେ଼ଇ ତୀବ୍ରତର ହେଉଛି। ବିରୋଧୀ ଦଳର ପ୍ରମୁଖ ନେତାମାନେ ଏହି ହତ୍ୟାକାଣ୍ଡ ପାଇଁ ସିଧାସଳଖ ଶାସକ ଦଳର ମୁଖିଆ ମାନଙ୍କୁ ଦାୟୀ କରିବା ସହ କାଠଗଡାକୁ ଟାଣିଛନ୍ତି। ଏପରିକି ଲଗାତର ଏହି ପ୍ରକ୍ରିୟା ଜାରି ରହିଛି। ବିରୋଧୀ…

ସତ୍ୟବାଦୀରେ ଏଥର ଉମା ନା ସଞ୍ଜୟ ?

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ଏଥର ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି ମାଟି ସବୁବେଳେ ଟ୍ରେଣ୍ଡରୁ ବାହାରକୁ ଯାଇ ନିଷ୍ପତ୍ତି ଶୁଣାଇଛି।…

ଜେଲ୍‌‌ ବିଭାଗର ଅଭିନବ ଯୋଜନା; କଏଦୀଙ୍କୁ ପାଠ ପଢ଼଼ାଇବେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ, ପାଇବେ ପାରିଶ୍ରମିକ

ଭୁବନେଶ୍ୱର: ଏଣିକି ଜେଲରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ଅନ୍ୟ କଏଦୀଙ୍କୁ ପାଠ ପଢ଼଼ାଇବେ। କିଛି ଏଭଳି ଅଭିନବ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ଜେଲ୍‌‌ ବିଭାଗ ଯୋଜନା କରିଛି। ସୂଚନା ଅନୁସାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ପାଠ ପ୍ରତି ଆଗ୍ରହୀ ଅନ୍ୟ କଏଦୀଙ୍କୁ ପାଠ…

ସ୍ୱସ୍ତି ସିଂହ ଓ ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ହକିର ଲିଜେଣ୍ଡ ଖେଳାଳି ଓ କୋଚ ପିଟର ତିର୍କୀ ଏବଂ ସଫଳ ସାଇକ୍ଳିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ପାଇବେ ।  ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ…