Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ…

ଉଚ୍ଚ ଶିକ୍ଷା ପାଇଁ ଜଣେ ଡାକ୍ତର କେତେ ଦିନ ଛୁଟି ନେଇପାରିବେ? ଜାଣନ୍ତୁ ସଂଶୋଧିତ ନିୟମ

ଭୁବନେଶ୍ୱର: ଡାକ୍ତରମାନଙ୍କୁ ଦିଆଯାଉଥିବା ଷ୍ଟଡି ଲିଭ (ପାଠ ପଢ଼ିବାକୁ ଛୁଟି) ନିୟମରେ ସଂଶୋଧନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଡାକ୍ତରମାନେ ପିଜି ଓ ପିଜି ପରେ ଉଚ୍ଚଶିକ୍ଷା ପାଇଁ ସର୍ଭିସ କ୍ୟାରିୟର ବା ଚାକିରି କାଳରେ ଯଦି ଛୁଟି…

ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି…

ବିଏସକେୱାଇରେ ଅନିୟମିତତା, ଘରୋଇ ହସ୍ପିଟାଲ୍ ସିଲ୍ କଲା ସିଏମସି

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଅନିୟମିତତା ଅଭିଯୋଗରେ କଟକର ଏକ ଘରୋଇ ହସ୍ପିଟାଲର ମାଲିକ ଓ ମ୍ୟାନେଜର ଗିରଫ ପରେ ସିଏମସି ହସ୍ପିଟାଲକୁ ସିଲ୍ କରିଛି । ଶନିବାର ଉକ୍ତ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ସିଏମସି । ସୂଚନା ଅନୁସାରେ, କଟକ ନୂଆପଡ଼ାରେ ଥିବା ଜେଏମ୍ କେୟାର…

ବଢ଼ିଲା ଶ୍ରୀମନ୍ଦିର ପତିତପାବନ ବାନା ଦର

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଲାଗୁଥିବା ପବିତ୍ର ପତିତପାବନ ବାନାର ଦାମ ବଢ଼ାଯାଇଛି। ଶନିବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ପତିତପାବନ ବାନାର ଦାମ ୧୦୦ ଟଙ୍କା ବଢ଼ାଇଛି ପ୍ରଶାସନ। ଏବେ ଭକ୍ତଙ୍କୁ ଏଥିପାଇଁ ୩୦୦ ଟଙ୍କା ଦେବାକୁ ହେବ। ପ୍ରତିଦିନ ନୀଳଚକ୍ରରେ…

ଏପ୍ରିଲ୍ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଓ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ…

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା…

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ…

ପିଲା ପଢ଼ୁଛନ୍ତି ବିକୃତ ଓଡ଼ିଆ, ବର୍ଣ୍ଣମାଳା ବହିର ଆଭିିମୁଖ୍ୟ ନିନ୍ଦନୀୟ

ଭୁବନେଶ୍ୱର: ଏପ୍ରିଲ ୧ ଉତ୍କଳ ଦିବସ। ସାରା ରାଜ୍ୟ ଆଜିର ଦିନକୁ ବେଶ ଧୁମଧାମରେ ପାଳନ କରୁଛି। କିନ୍ତୁ ବିଡ଼ମ୍ବନାର କଥା ହେଲା ଯେ ଓଡ଼ିଆ ଭାଷାକୁ ଅତ୍ୟନ୍ତ କଦର୍ଥ କରି ଯେଉଁ ଭଳି ଭାବରେ ସ୍କୁଲରେ ଛୋଟ ପିଲାଙ୍କୁ ପାଠ ପଢ଼ା ଯାଉଛି, ଖାସ କରି ଓଡ଼ିଶାରେ ଏବେ ବଢ଼ି ଚାଲିଥିବା ଇଂରାଜୀ…

ବରପୁତ୍ରଙ୍କୁ ସମ୍ମାନ: ଓଡ଼ିଆ ଓ ଓଡ଼ିଶା ପ୍ରେମ କାହାର କେତେ?

ଭୁବନେଶ୍ୱର: ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହାପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବରପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଧାରାରେ ଆଉ ଏକ ଝଲକ ଦେଖିବାକୁ ମିଳିଛି ପବିତ୍ର ଉତ୍କଳ ଦିବସରେ। ଗୋଟିଏ ପଟେ ରାଜ୍ୟ ସରକାରଙ୍କ…