Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ନୋଟ ବୁକ

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପାଠ ପଢା ପାଇଁ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଏଣିକି ଷ୍ଟୁଡେଣ୍ଟ ଡାଏରୀ ସହିତ ନୋଟ ବୁକ ମଧ୍ୟ ମିଳିବ ବୋଲି ଶନିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ଦେ ଶନିବାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ…

ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ବଢ଼ିଲା ଓସିଏ କର୍ମଚାରୀଙ୍କ ଟେନସନ

କଟକ: ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ତାଙ୍କ ସ୍କୁଟି ଭିତରୁ ଜବତ ହୋଇଥିବା ହାତଲେଖା ନୋଟ୍ ବା ସୁଇସାଇଡାଲ ତାଙ୍କର ବୋଲି ଜଣାପଡିଛି। ହାତଲେଖା ନୋଟକୁ ତଦନ୍ତ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା। ଏବେ ଏହି ହାତଲେଖା ନୋଟ୍ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ…

ରିମାଣ୍ଡରେ ଚାନ୍ଦିପୁର ଆଇଟିଆର ଘଟଣାର ଅଭିଯୁକ୍ତ, ସାମ୍ନାକୁ ଆସିଲା ଚାଂଚଲକ୍ୟର ତଥ୍ୟ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ବା ଡିଆରଡିଓର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ର ବରିଷ୍ଠ ଅଧିକାରୀ ବାବୁରାମ ଦେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗରେ ଶୁକ୍ରବାର ଗିରଫ ହୋଇଛି। ଶନିବାର…

ନିର୍ବାଚନ ପୂର୍ବରୁ ୩୬ ହଜାର ବୁଥକୁ ମଜବୁତ କରିବା ଲକ୍ଷ୍ଯରେ ରାଜ୍ୟ ବିଜେପି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ୍ ସମୟ ଥିବାବେଳେ ଭାରତୀୟ ଜନତା ପାର୍ଟି ବୁଥ୍ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଓଡ଼ିଶାରେ ତୃଣମୂଳସ୍ତରରେ ସମସ୍ତ ୩୬ ହଜାର ବୁଥକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ…

ତେଜୁଛି ଅଧ୍ୟାପକଙ୍କ ଆନ୍ଦୋଳନ, ଚିନ୍ତାରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଏବଂ ଅଭିଭାବକ

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପରୀକ୍ଷାକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ହେଲେ ଏବେ ବି ୬୬୨ ବର୍ଗର କଲେଜର ଅଧ୍ୟାପକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଚଳିତ ବର୍ଷ ପ୍ରାୟ ୩.୫ ଲକ୍ଷ…

ରାଜ୍ୟ ସରକାରଙ୍କ ବଜେଟ-“ବସ୍ତାନି ବଡ, ପାଠ କମ୍‌”

ଭୁୁବନେଶ୍ୱର:ରାଜ୍ୟ ସରକାରଙ୍କ ବଜେଟରେ କିଛି ନାହିଁ । ଏ ବଜେଟ ହେଉଛି “ବସ୍ତାନି ବଡ, ପାଠ କମ୍‌” ସଦୃଶ ।  ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଏମିତି କହି ରାଜ୍ୟ ସରକାରଙ୍କ  ୨୦୨୩-୨୪ ଆର୍ଥିକ…

ନିଜକୁ ରେସରୁ ଦୁରେଇ ନେଉଛି କଂଗ୍ରେସ !

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସକୁ ନେଇ କେତେ ସିରିୟସ ? ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହେଉ ବୋଲି ପ୍ରକୃତରେ କଣ କେନ୍ଦ୍ରୀୟ ନେତୃତ୍ୱ ଚାହାନ୍ତି କି ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟ କଂଗ୍ରେସର ସ୍ଥିତି ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆଦିକୁ…

ବଜେଟକୁ ନେଇ ରାଜନୈତିକ ଲଢେଇ

ଭୁବନେଶ୍ୱର: ନବୀନ ବାବୁଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏକ ଲୋକାଭିମୁଖୀ ବଜେଟ ହୋଇଛି ବୋଲି ଶାସକ ଦଳ ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି କିନ୍ତୁ ଏହି ବଜେଟକୁ ସମାଲୋଚନା କରିଛନ୍ତି। ବଜେଟ ମାଧ୍ୟମରେ ସରକାର…

ବାହାରିଲା ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ରେଜଲ୍ଟ

ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ପରୀକ୍ଷା-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି ।  ଏ ନେଇ ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ମେରିଟ ତାଲିକା ପ୍ରକାଶ କରାଯାଇଛି । ଏ ନେଇ ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ ଶନିବାର ସୂଚନା ଦେଇଛନ୍ତି । ଏଣ୍ଟ୍ରାନ୍ସରେ…

ଗ୍ରାହକଙ୍କ ଟଙ୍କା ଜମା ନ କରି ଲୁଟିନେଲେ କର୍ମଚାରୀ: ଅଡିଟ ବେଳେ ଧରାପଡିଲେ

ଅନୁଗୋଳ: ଆଇସିଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ଲୁଟ । ଅଡିଟ ବେଳେ ସାମ୍ନାକୁ ଆସିଛି ଏମିତି ସାଂଘାତିକ ତଥ୍ୟ । ବ୍ୟାଙ୍କର ଜଣେ  କର୍ମଚାରୀ ଗ୍ରାହକଙ୍କ ଟଙ୍କା ଜମା  ନ କରି ହଡପ କରି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ…