Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ରାହକଙ୍କ ଟଙ୍କା ଜମା ନ କରି ଲୁଟିନେଲେ କର୍ମଚାରୀ: ଅଡିଟ ବେଳେ ଧରାପଡିଲେ

ଅନୁଗୋଳ: ଆଇସିଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ଲୁଟ । ଅଡିଟ ବେଳେ ସାମ୍ନାକୁ ଆସିଛି ଏମିତି ସାଂଘାତିକ ତଥ୍ୟ । ବ୍ୟାଙ୍କର ଜଣେ  କର୍ମଚାରୀ ଗ୍ରାହକଙ୍କ ଟଙ୍କା ଜମା  ନ କରି ହଡପ କରି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ…

ଭରଣପୋଷଣ ଦାବି ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର

ପାରାଦୀପ : ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ପାରାଦୀପ ତୈଳବିଶୋଧନାଗାରାରେ କାର୍ଯ୍ୟ କରୁଥିବା ଶ୍ରମିକ ମୃତ୍ୟୁକୁ ନେଇ ମୁଖ୍ୟ ଫାଟକ ସମ୍ମୁଖରେ ଶବରଖି ଧାରଣାରେ ବସିଲେ ପରିବାର ସମେତ ଗ୍ରାମବାସୀ  । ଯେପର୍ଯ୍ୟନ୍ତ ତୈଳବିଶୋଧନାଗାର ତରଫରୁ ମୃତ୍ୟୁ ବରଣ କରିଥିବା ଶ୍ରମିକ ସୁବାଷ ବେହରା…

ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା, ଖତ ଖାଉଛି ଆମ୍ବୁଲାନ୍ସ

ନବରଙ୍ଗପୁର : ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା। ଖତ ଖାଉଛି ଯନ୍ତ୍ରପାତି,ଡାକ୍ତରଖାନା ଉପରୁ ତୁଟିଯାଇଛି ଲୋକଙ୍କ ଆଶା । ଚାକିରୀ ବଞ୍ଚାଇବା ପାଇଁ ଡ୍ୟୁଟି କରୁଛନ୍ତି ଷ୍ଟାଫ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ…

ଗଛ ସହ କଥା ହେବା ସହ ସଙ୍ଗୀତ ଶୁଣାନ୍ତି ବିଶ୍ଵନାଥ

କାମାକ୍ଷାନଗର : ହାରମୋନିୟମ ବଜାନ୍ତି, ଗୀତ ବି ଗାଆନ୍ତି । ଏହା କୌଣସି ମଣିଷ ପାଇଁ ନୁହେଁ ବରଂ ଗଛ ପାଇଁ । ଆପଣଙ୍କର ବିଶ୍ୱାସ ନହେଉଥିଲେ ମଧ୍ୟ ଏହା ସତ। ଗଛ ସହ କଥା ହେଉଛନ୍ତି ସେମାନଙ୍କୁ ଗୀତ ବି ଶୁଣାଉଛନ୍ତି । ସମ୍ପୂର୍ଣ୍ଣ ଘର ପାଲଟିଛି ପୁଷ୍ପପାରିଜାତର ରଙ୍ଗମହଲ । କୌଣସି ସହରୀ…

ଯାତ୍ରୀସେବା ନା ନିର୍ବାଚନୀ ଥୋପ ? ଓଡ଼ିଶା-ତେଲେଙ୍ଗାନା ମଧ୍ୟରେ ୨୩ ବସ ଗଡିବା ପାଇଁ ଅନୁମତି ଦେଲେ କେସିଆର

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶାରେ କାୟା ବିସ୍ତାର କରୁଛି କି ଭାରତ ରାଷ୍ଟ୍ର ସମିତି ବା ବିଆରଏସ ? ସେବା ଯୋଗାଇ ଗୋଟାଉଛି କି ସମର୍ଥନ ବଳ ? ଯାତ୍ରୀ ସେବାରୁ ଆରମ୍ଭ କରୁଛି କି ନୀର୍ବାଚନୀ ଗୋଟି ଚାଳନା ? ଅବିଭକ୍ତ କୋରାପୁଟରୁ ତେଲେଙ୍ଗାନା ରୁଟରେ ୨୩ ବସ ଚଳାଚଳ ପାଇଁ ଦୁଇରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତିନି ଥର ଗ୍ରାମୀ ଆୱାର୍ଡ ୱିନର ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟିଲେ ତୃତୀୟ ଥର ଗ୍ରାମୀ ଆୱାର୍ଡ ବିଜେତା ସଂଗୀତ ନିର୍ଦ୍ଦେଶକ ଡ. ରିକି କେଜ୍‌। ଶୁକ୍ରବାର ସେ ନବୀନ ନିବାସ ଯାଇ ସେଠାରେ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛଛ ନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଉପଲବ୍‌ଧି ପାଇଁ ରିକି କେଜ୍‌ଙ୍କୁ ବଧେଇ…

ନକ୍ସଲ ଗୁଳିରେ ୩ ଜବାନ ସହିଦ; ୨ ଆହତ

ମାଲକାନଗିର: ପୁଣି ଛତିଶଗଡ଼ରେ ଲାଲ୍‌ ବାହିନୀଙ୍କ ଆତଙ୍କ। ନକ୍ସଲ ଗୁଳିରେ ସହିଦ ହେଲେ ଜବାନ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲଙ୍କ ଗୁଳିରେ ତିନି ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ (ଡିଆରଜି) ଜବାନ ଶହିଦ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜବାନ ଆହତ ମଧ୍ୟ ହୋଇଛନ୍ତି। ସହିଦ…

ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା କାର୍‌, ଜଣେ ମୃତ ୭ ଗୁରୁତର

ବଲାଙ୍ଗୀର : ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଘଟଣାସ୍ଥଳରେ ଜଣେ ମୃତ ୭ ଜଣ ଗୁରୁତର । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରଣ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ବାଘଝରଣ ଗାଁ ର ହୂତାସନ ବରିହା…

ଏପ୍ରିଲରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ; ବୋର୍ଡ ୱେବସାଇଟରେ ଜାରି ହେଲା ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ସରକାରୀ ସ୍କୁଲରେ ହାଇସ୍କୁଲ ପାଠ୍ୟକ୍ରମରେ ଏଣିକି ଏପ୍ରିଲ ମାସରୁ ଆରମ୍ଭ ହେବ ନୂଆ ଶିକ୍ଷବର୍ଷ । ନୂଆା ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ନୂତନ…

ପୋଲିସ ବିଭାଗର ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, ଅପରାଧିକ ମାମଲାର ତଦନ୍ତ କରିବେନି କନଷ୍ଟେବଳ ଓ ହାବିଲଦାର !

କଟକ : ପୁଲିସ କନଷ୍ଟେବଳ ଓ ହାବିଲଦାରଙ୍କୁ ହାଇକୋର୍ଟଙ୍କ ଝଟକା । ଅପରାଧିକ ମାମଲାର ତଦନ୍ତ କ୍ଷମତା ପ୍ରଦାନ ପାଇଁ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି  । ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ମାମଲା ତଦନ୍ତର କ୍ଷମତା ପ୍ରଦାନ ସଂପର୍କିତ ୨୦୨୨ ମେ ୨୧ର ପୁଲିସ…