Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ଖୋଲିବ ୧୦୦ ନୂଆ ଇଭି ଚାର୍ଜିଂ ଷ୍ଟେସନ୍

ଭୁବନେଶ୍ୱର: ପ୍ରଦୂଷଣ ମୁକ୍ତ କରି ରାଜ୍ୟରେ ଅଧିକରୁ ଅଧିକ ଇଲେକ୍ଟ୍ରିକ୍‌ ଯାନ ଚଳାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଚର୍ଜିଂ ଷ୍ଟେସନ୍ ଓ ସିଏନ୍‌ଜି ଷ୍ଟେସନ୍ ମଧ୍ୟ ଖୋଲିଲାଣି। ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦ଟି ନୂଆ ଇଭି ଚାର୍ଜିଂ…

୨ ଟ୍ରକ୍‌ ମୁହାଁମୁହିଁ, ଘଟଣାସ୍ଥଳରେ ଚାଲିଗଲା ୭ ଜୀବନ

ଯାଜପୁର: ଧର୍ମଶାଳା ଥାନା ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ବଡ ଧରଣର ଅଘଟଣ। ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କୋଲକାତା ପଟୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକୁକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ…

ଦେଶଦ୍ରୋହ ଅପରାଧରେ ଗିରଫ ଚାନ୍ଦିପୁର ଆଇଟିଆାର୍‌; ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଗାଁ ଲୋକେ

ଜଳେଶ୍ୱର : ପୁଣି ପାକିସ୍ତାନକୁ ଗୁପ୍ତ ତଥ୍ୟ ଲିକ୍‌  । ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା(ଡିଆରଡିଓ) ଅଧୀନରେ ଥିବା ଚାନ୍ଦିପୁର ସମନ୍ୱିତ କ୍ଷେପାଣାସ୍ତ୍ର ଘାଟି (ଆଇଟିଆାର୍‌)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍‌ ଦେଶଦ୍ରୋହ ଅପରାଧ  । ଭାରତୀୟ…

ମେ ୮ରେ ଓଜେଇଇ ପରୀକ୍ଷା, ଏପ୍ରିଲ ୨୦ରୁ ୱେବସାଇଟ୍‌‌ରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ମେ’ ୮ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀଙ୍କ ଲାଗି ଓଜେଇଇ ୱେବସାଇଟ୍‌‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର…

ନିର୍ବାଚନ ବେଳେ ‘ମୋ’, ‘ଆମ’ କଥା କହି ଭୋଟ୍ ସାଉଁଟିବ ବିଜେଡି!

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା ସହିତ ୨୦ଟି ନୂଆ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଯେଉଁସବୁ ନାଁ ରହିଛି ସେଥିରେ ବିଜୁ ପଟ୍ଟନାୟକଙ୍କ ନାଁ ନାହିଁ । ପୂର୍ବରୁ ଅନେକ…

ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଛନ୍ତି କହି ବଦଳି ଦାବି କଲେ ବରଗଡ ସିଡିଏମଓ

ବରଗଡ: ବରଗଡ଼ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବବ୍ୟହାର ଅଭିଯୋଗ । ଖୋଦ୍ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ବା ସିଡିଏମଓ ଏଭଳି ଅଭିଯୋଗ ଆଣିଛନ୍ତି । ସିଡିଏମଓ ଡାକ୍ତର ଚାରୁବାଳା ରଥ ଶୁକ୍ରବାର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହିତ ତାଙ୍କର…

ନବଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଖିଅ ପାଉନି ନା ଜାଣି ଅଜଣା?

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ନିର୍ମମ ହତ୍ୟା ଘଟଣାକୁ ୨୬ ଦିନ ବିତିଛି। ହେଲେ ପଶ୍ଚିମ ଓଡ଼ିଶାର ଏହି ହେଭିଓ୍ୱେଟ ନେତାଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଯାଏଁ ହତ୍ୟାର ଉଦ୍ଦେଶ୍ୟ ସ୍ପଷ୍ଟ କରିନାହିଁ। ବିରୋଧୀ ବିଜେପି ଏବଂ କଂଗ୍ରେସ ତଦନ୍ତକୁ ନେଇ…

ବଜେଟ ବାବଦରେ ଲୋକଙ୍କୁ ବୁଝାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗାଁକୁ ଯାଇ ଲୋକଙ୍କୁ ବଜେଟର ବ୍ୟବସ୍ଥା ବାବଦରେ ବୁଝାଇବାକୁ । ବଜେଟ ଉପସ୍ଥାପନ ପରେ ନବୀନ ନିବାସରେ ସମସ୍ତ ବିଜେଡି ବିଧାୟକ, ସାଂସଦ ଓ ଦଳୀୟ ନେତା ଏକାଠି ହୋଇଥିଲେ। ବଜେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ନେତା ଧନ୍ୟବାଦ…

ବଜେଟରେ ମାଗଣା ଯୋଜନାରେ ବଣ୍ଟାବଣ୍ଟି କରି ଭୋଟ୍ ହାତେଇବା ଉଦ୍ଦେଶ୍ୟ କହିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏଥିରେ ସର୍ବାଧିକ ୩୮ ହଜାର ୪୩୭ କୋଟି ଟଙ୍କା ଅନୁସୂଚିତ ଜାତି ଓ ଜନଜାତି…

ଦାଦନ ରୋକିବାକୁ ବଜେଟରେ ପ୍ରସ୍ତାବ, ସୃଷ୍ଟି ହେବ ଅତିରିକ୍ତ ୧୦୦ ଶ୍ରମ ଦିବସ

ଭୁବନେଶ୍ୱର: ବଜେଟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିକୁ ଗୁରୁତ୍ୱ ଦିଆ ଯାଇଛି । ମନରେଗାରେ ପ୍ରତି ଗ୍ରାମୀଣ ପରିବାରକୁ ଶହେ ଦିନର କାମ ମିଳିଥାଏ । ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅନୁପାତରେ ଅର୍ଥ ଦିଅନ୍ତି । ଏଥିପାଇଁ ବଜେଟରେ ୧…