Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦାଦନ ରୋକିବାକୁ ବଜେଟରେ ପ୍ରସ୍ତାବ, ସୃଷ୍ଟି ହେବ ଅତିରିକ୍ତ ୧୦୦ ଶ୍ରମ ଦିବସ

ଭୁବନେଶ୍ୱର: ବଜେଟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିକୁ ଗୁରୁତ୍ୱ ଦିଆ ଯାଇଛି । ମନରେଗାରେ ପ୍ରତି ଗ୍ରାମୀଣ ପରିବାରକୁ ଶହେ ଦିନର କାମ ମିଳିଥାଏ । ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅନୁପାତରେ ଅର୍ଥ ଦିଅନ୍ତି । ଏଥିପାଇଁ ବଜେଟରେ ୧…

ବଜେଟରେ ମିଶନ ଶକ୍ତିକୁ ଫୋକସ, ବିନା ସୁଧରେ ସ୍କୁଟର ଋଣ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ନିର୍ବାଚନୀ ବଜେଟରେ ସରକାର ମିଶନ ଶକ୍ତି ଉପରେ ଫୋକସ କରିଛନ୍ତି । ଏବେ ରାଜ୍ୟରେ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଯେଉଁଥିରେ ୭୦ ଲକ୍ଷରୁ ଅଧିକ ମହିଳା ବିଭିନ୍ନ ମାଧ୍ୟମରେ ଆୟ କରି ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ସରକାର ଏସଏଚଜି ଗୁଡ଼ିକୁ କ୍ଷୁଦ୍ର ଓ…

ଗତବର୍ଷ ତୁଳନାରେ କୃଷିକୁ ୨୦% ଅଧିକ ବ୍ୟୟ ବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ପ୍ରଥମେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିଲେ କୃଷି ବଜେଟ୍ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨୪ ହଜାର ୮ ଶହ ୨୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଓ ୨୦୧୬-୧୭…

ମୋ ସ୍କୁଲ୍ ଅଭିଯାନ ପାଇଁ ବଜେଟରେ ୮୦୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁ୍ତ୍ୱ ଦିଆଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଶ୍ରେଣୀଗୃହ ଭିତରୋ ଓ ବାହାରେ ଛାତ୍ରାଛାତ୍ରୀଙ୍କୁ ସହାୟତା ପାଇଁ ଏକାଡେମିକ କ୍ୟାଲେଣ୍ଡର, ହାଉସ୍ ସିଷ୍ଟମ ଏବଂ ସ୍କୁଲସ୍ତରୀୟ କ୍ଲବ ପ୍ରଚଳନ କରାଯିବ । ଉଚ୍ଚ ବିଦ୍ୟାଳୟ…

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ କ’ଣ ମିଳିଲା ?

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି ।…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଜଣେ ଗିରଫ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଚାକିରି କରୁଥିଲେ, ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ । ଆଇଟିଆରରେ କାର୍ଯ୍ୟରତ ଜଣେ ବରିଷ୍ଠ ଟେକ୍ନିକାଲ୍ ଅଫିସରଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ । ଅଶ୍ଳୀଳ ଭିଡିଓ ଦେଇ…

କାମାକ୍ଷାନଗର ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ :  ଡକାୟତି ଯୋଜନା ପଣ୍ଡ । କାମାକ୍ଷାନଗର ପୋଲିସକୁ ମିଳିଲା ବଡ଼ ସଫଳତା ।  ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।…

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା, ୯୦ଟି ପଞ୍ଚାୟତରେ କରିବେ ସଚେତନ 

ନୂଆପଡା : ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା । ଆଜକୁ ୨୭ ଦିନ ହେବ ସାମାଜିକ, ରାଜନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଗରିବ ସେନା ସଂଗଠନ ପକ୍ଷରୁ ସ୍ୱାଭିମାନ ପଦଯାତ୍ରା ଚାଲିଛି । ଗତ ଜାନୁଆରୀ ୨୯ ତାରିଖ ଦିନରୁ ଗରିବ ସେନା ସଭାପତି ରବି…

ଜାତୀୟ ମଞ୍ଚରେ ଚମକିଛନ୍ତି ଓଡ଼ିଆ ବୋହୂ, ଗୃହିଣୀରୁ ହେଲେ ବଡି ବିଲଡର

ପୁରୀ: ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଏ ତାହା କେହି ବି ଜାଣି ନଥାନ୍ତି । ଏମିତି ଏକ ନିଆରା କାହାଣୀ ହେଉଛି ଶ୍ରୀକ୍ଷେତ୍ର ଝିଅ ଓ ସେଇ ଶ୍ରୀକ୍ଷେତ୍ରର ବୋହୁ ମଧୁସ୍ମିତା ରଥଙ୍କର । ଦିନେ ମା’ ହେବା ପରେ ମୋଟା ହେଇଯିବା ତାଙ୍କ ପାଇଁ ଅସହଜ ହୋଇଥିଲା । ପରେ ବଡି ବିଲ୍‌ଡ଼ର…

କମେଣ୍ଟମରାକୁ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କଲେ ୩ ଯୁବକ

ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ,  ବାଲେଶ୍ବର ଜିଲ୍ଲା ସୋର ଥାନା…