Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁଆ ଆଡ୍ଡାରେ ଚଢ଼ଉ,ଜଣେ ମହିଳାଙ୍କ ସମେତ ୫ ଗିରଫ

ଗୋପାଳପୁର:  ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି ପୋଲିସ । ଗୋପାଳପୁର ପୋଲିସ ବାହାଦୂରପେଟା ଏକ ତୋଟାରୁ ଚଢ଼ଉ କରି ପୋଲିସ ୬୦ ହଜାର ୨ ଶହ ଟଙ୍କା, ଗୋଟିଏ ଜରି ପାଲ,ଗୋଟିଏ ତାସ ପ୍ୟାକେଟ,୫ ଟି ମୋବାଇଲ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର…

ପରଲୋକରେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ

ଭୁବନେଶ୍ବର: ଓଡ଼ିଆ ଯାତ୍ରା ଜଗତ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି । ସୋମବାର ଜଲିଉଡ ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କର ଚିକିତ୍ସାଧିନ ଅବସ୍ତାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜଣ୍ଡିସରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏହା ସହ ଲିଭର ସିରୋସିସ୍ ରୋଗରେ ପୀଡିତ…

Illegal Mining: ସରକାରୀ ଛତ୍ରଛାୟାରେ ଖଣି ଲୁଟ ଚାଲିଛି: ବିଜେଡି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଗୋପାଳପୁର ଗାଁରେ ଏକ ପଥର/ଡୋଲୋମାଇଟ୍ ଖଣିରେ ଏକ ଦୁଃଖଦ ବିସ୍ଫୋରଣ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ…

Odisha Parba 2.0: ଗୌହାଟୀରେ ତିନିଦିନ ଧରି ଚାଲିବ ‘ଦ୍ୱିତୀୟ ଓଡିଶା ପରବ’; ଓଡିଶାର ସାଂସ୍କୃତିକ ଐତିହ୍ୟ ହେବ…

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୩୦ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆସାମର ଗୌହାଟୀର ରାଡିସନ ବ୍ଲୁ ହୋଟେଲ ରେ ଆୟୋଜିତ ହେବାକୁ ଥିବା ‘ଦ୍ୱିତୀୟ ଓଡ଼ିଶା ପରବ’ ପରିପ୍ରେକ୍ଷୀରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୬ଟି ବିଭାଗ ତରଫରୁ ୨୦ ଟି ଷ୍ଟଲ ଏବଂ…

ସ୍କୁଲ ପରିସରରେ ଅଘଟଣ: ନିଆଁରେ ପୋଡି ୪ ଛାତ୍ର ଗୁରୁତର

ରାୟଗଡ଼ା: ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଘଟଣ। ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

୪ ଓଡ଼ିଆଙ୍କୁ ସି ଭି ରମଣ ପୁରସ୍କାର

ଭୁବନେଶ୍ବର:୨୦୨୬ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା ହୋଇଛି । ତେବେ ୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର । ସେମାନଙ୍କ ମଧ୍ୟରୁ ପଦାର୍ଥ ବିଜ୍ଞାନ ର ଗବେଷଣା କ୍ଷେତ୍ରରେ ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ରର ପୂର୍ବତନ…

ବିଏମ୍‌ସି ଆଦାୟ କରିବ ୟୁଜର ଫି, ଜାରି ହେଲା ରେଟ୍‌ ଚାଟ୍‌

ଭୁବନେଶ୍ୱର: ବିଏମ୍‌ସି ଆଦାୟ କରିବ ୟୁଜର ଫି। ଜାରି ହେଲା ରେଟ୍‌ ଚାଟ୍‌। ଘର, ହୋଟେଲ, ସପିଂ ମଲ୍‌, କ୍ୟାଫେ, ହାଟ ଆଦିରୁ ଆଦାୟ ହେବ ୟୁଜର ଫି। ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ କରିବ ବିଏମ୍‌ସି। ୨୦୧୮ ବାଇ ଲ’ ଅନୁସାରେ ଫି’ ଆଦାୟ କରିବ ବିଏମ୍‌ସି। ସଫା ଆପ୍‌ ମାଧ୍ୟମରେ ତଥ୍ୟ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୯୫ ପ୍ରତିଶତ ଅଭିଯୋଗର ହେଲା ସମାଧାନ

ଭୁବନେଶ୍ୱର: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୬ତମ ପାଳି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବାହ୍ନ ୧୦ଟା ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ…

ଭଦ୍ରକରେ ଜଳିଗଲା ୨୦ଟି ଘର; ୧୨୦ ପଶୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ଛତ୍ରପଦା ଗାଁରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଅନେକ ଘର ପଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଘର ପୋଡ଼ିଯାଇ ଥିବା ବେଳେ ୧୨୦ରୁ ଅଧିକ ପଶୁଙ୍କ…

ପଥର ଖଣି ବିସ୍ଫୋରଣରେ ୨ ଶ୍ରମିକଙ୍କ ମୃତ୍ୟୁ ମାମଲା: ୨ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଏକ ବେଆଇନ ପଥର ଖଣିରେ ବିସ୍ଫୋରଣ ଘଟି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତକୁ ଜୋରଦାର କରିଛି ପୋଲିସ। ସୋମବାର ଦିନ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ରବିବାର ଢ଼େଙ୍କାନାଳ ମୋଟଙ୍ଗା ଥାନା ରାଣିବଣିଆ ଅଞ୍ଚଳରେ ମେଟାଲ ପଥର ଖଣିରେ ବିସ୍ଫୋରଣ…