Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାଷୀ ଆନ୍ଦୋଳନରେ ନେତା ଘାଇଲା, ପଦ୍ମପୁର ପ୍ରସଙ୍ଗ କ’ଣ ?

ବରଗଡ଼: ପଦ୍ମପୁରର ସମସ୍ୟା ବୁଝ, ସମାଧାନର ପ୍ରତିଶ୍ରୁତି ଦିଅ, ଭୋଟ୍ ଦେବୁ । କୃଷକଙ୍କୁ ଅବହେଳା, ମରୁଡ଼ି ସହାୟତା ଓ ଫସଲ ବୀମା ନ ମିଳିବାକୁ ନେଇ ଚାଷୀ ଦେଇଥିବା ଗଣଧାରଣା ପଦ୍ମପୁର ରାଜନୀତିକୁ ପ୍ରଭାବିତ କରିଛି । କୃଷକ ନେତା ସିଧା ସିଧା କହିଛନ୍ତି, ଚାଷୀଙ୍କ ସମସ୍ୟା ଶୁଣିବନି ତ ଭୋଟ୍…

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”

ଭୁବନେଶ୍ୱର : ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ “ତାରେ ଜମିନ୍ ପର୍‌” ଏକ ନିଆରା କାର୍ଯ୍ୟକ୍ରମ ଝାରପଡା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍ ଠାରେ ଆୟୋଜନ ହୋଇଯାଇଛି । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍ ଯୋଗେ ଉତ୍କଳ…

ପଦ୍ମପୁର ଉପନିର୍ବଚାନ ମତଦାନ ସମୟ ହ୍ରାସ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଚାଲିଛି । ଡିସେମ୍ବର ୫ ତାରିଖରେ ହେବ ଭୋଟ୍ ଗ୍ରହଣ । ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡାକିଥିଲେ । ପଦ୍ମପୁର ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତି, ଶୃଙ୍ଖଳାର ସହ କରିବା ଲାଗି…

ଆନ୍ଦୋଳନରତ ହାଇକୋର୍ଟ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ଛାଟ । ଆନ୍ଦୋଳନକୁ ବନ୍ଦ କରି ବୁଧବାରଠାରୁ କାର୍ଯ୍ୟାରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରି ନକରିଥିବା ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହେବ  । କେବଳ ସେତିକି ନୁହେଁ, ସେମାନଙ୍କ ଲାଇସେନ୍ସ…

ନେତାଜୀ ଜୟନ୍ତୀ ଜାତୀୟ ଛୁଟି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ନେଇ ଦାୟର ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ସେଦିନ ପରାକ୍ରମ ଦିବସ ବି ପାଳନ କରାଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଦିବସକୁ ଜାତୀୟ…

ଚିଟଫଣ୍ଡ ମାମଲା; ଆମିକସକ୍ୟୁରୀ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରଓ୍ୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କଲେ ସୁପ୍ରିମକୋର୍ଟ । ଆଜି ଚିଟଫଣ୍ଡ ଠକେଇ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ସିବିଆଇ ସତ୍ୟପାଠ ଦାଖଲ ପାଇଁ ସମୟ ମାଗିଛି । ତେଣୁ ସୁପ୍ରିମକୋର୍ଟ ୨୫ ତାରିଖରେ ସତ୍ୟପାଠ…

ଉଚ୍ଛେଦ ହୋଇପାରିବନି ଆରଏମସି ପରିବା ମାର୍କେଟ: ବ୍ୟବସାୟୀ

ଯାଜପୁର : କିଆନାଳୀ ଛକ ଆର ଏମ ସି  ପରିବା ମାର୍କେଟ ଉଚ୍ଛେଦକୁ ନେଇ  ବିରୋଧ କଲେ ବ୍ୟବସାୟୀ । ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା  ।  ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ବିରୋଧ…

ନାମାଙ୍କନ ଦାଖଲ ନକରି ଫେରିଲେ ପ୍ରଦୀପ ପୁରୋହିତ

ପଦ୍ମପୁର: ବରଗଡ଼ ଜିଲ୍ଲାର ପଦ୍ମପୁର ଆସନ ପାଇଁ ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେନି ପ୍ରଦୀପ ପୁରୋହିତ । ବିଜେପିରୁ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ସୁଦ୍ଧା ଆଜି ନାମାଙ୍କନ ଦାଖଲ ନକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେ…

ବରିହାଙ୍କ ବଡ଼ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷାରାଣୀ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା…

ଯନ୍ତ୍ରୀଙ୍କ ସମୁଦି ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର:  ଆରଡବ୍ଲ୍ୟୁଏସ୍ଏସ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ୨୫ ଲକ୍ଷ ଟଙ୍କା ଠାବ ।   ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘରେ ଆଜି ସକାଳୁ  …