Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଶୋର ଭାଇନାଙ୍କ ହୋଟେଲ୍ ଉଚ୍ଛେଦ କଲା ବିଏମସି, ସିଲ୍ ପରେ ପୁଣି ଖୋଲି କରୁଥିଲେ ବେପାର

ଭୁବନେଶ୍ୱର: ଖାଦ୍ୟ ସହ ଖେଳନି । ଲୋକଙ୍କୁ ଖରାପ ଖାଇବା ଦିଅନି । ସ୍ୱଚ୍ଛ, ସୁସ୍ଥ ପରିବେଶରେ ରାନ୍ଧ ଓ ଲୋକଙ୍କୁ ଖାଇବାକୁ ଦିଅ । ନତେଚ୍ ଆପଣଙ୍କ ହୋଟେଲରେ ବି ରେଡ୍ କରିବ ବିଏମସି । ପ୍ରଥମେ ସିଲ୍ ପରେ ନ ମାନିଲେ ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନାଙ୍କ…

ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା: କଲେଜ ଯାଉଥିବା ବେଳେ ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଲିଜା ଧୁରିଆ ସାଇକେଲରେ ଯିବା ବେଳେ ଏକ ହାଇଡ୍ରା ମେସିନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଲିଜାଙ୍କ…

ବନ୍ୟା ବିପନ୍ନଙ୍କ ପାଇଁ ୬ ଲକ୍ଷ ଟଙ୍କା ଦେଲା ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍

ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍, ଓଡ଼ିଶା ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଆଗେଇ ଆସିଛି । HRAO ରାଜ୍ୟ ସରକାରଙ୍କୁ ବନ୍ୟା ବିପନ୍ନଙ୍କ ଲାଗି ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଜରିଆରେ ଓଡ଼ିଶା ହୋଟେଲ ଓ…

ସୂର୍ଯ୍ୟକିରଣ ଶୋ’ରେ ରାଜଧାନୀର ଆକାଶକୁ ରଙ୍ଗୀନ କଲା ବାୟୁ ସେନା

ଭୁବନେଶ୍ୱର: କୁଆଖାଇ ନଦୀ ପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହୋଇଛି । ଯେଉଁଥିରେ ଏରୋବେଟିକ୍ ଟିମ୍ ଆକାଶରେ ସାହାସିକ ପ୍ରଦର୍ଶନ କରିଛନ୍ତି । ଏକାସାଙ୍ଗରେ ୯ଟି ହକ୍ ଲଢ଼ୁଆ ବିମାନ ଆକାଶରେ ଉଡ଼ି ସମସ୍ତଙ୍କୁ ଆକର୍ଷିତ କରିଥିଲା । ସୂର୍ଯ୍ୟକିରଣ ଶୋ ଦେଖିବାକୁ କୁଆଖାଇ…

ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ମାଲକାନଗିରି: ଗତ ୨୯ ତାରିଖରେ ଓଟିଇଟି ପରୀକ୍ଷା ହୋଇଥିଲା। ଏହି ସମୟରେ ମାଲକାନଗିରିର ତିନି ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା ଏବଂ ପ୍ରଶ୍ନପତ୍ର ବହୁପୂର୍ବରୁ ବାହାରକୁ ପଳାଇ ଆସିଥିଲା। ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାଲକାନଗିରିରେ ଓଟିଇଟି ପରୀକ୍ଷା ବାତିଲ କରିଛନ୍ତି ଜିଲ୍ଲା ଶିକ୍ଷା…

ନକଲି ଔଷଧ ବିକ୍ରି ମାମଲା: ଗିରଫ ଅଭିଯୁକ୍ତଙ୍କ ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଜବତ

କଟକ: ନକଲି ଔଷଧ ବିକ୍ରି ଘଟଣାର ତଦନ୍ତ ଚାଲିଛି। ପୁରୀଘାଟ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଅଭିଯୁକ୍ତଙ୍କର ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଲ୍ କରିଛି। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର…

ରୋଗୀଙ୍କୁ ‘ବିଶ୍ୱାସ’ ଜନ୍ମାଇ ଦେଉଥିଲେ ଧୋକ୍କା, ନକଲି ଡାକ୍ତର ସୁବ୍ରତ ବିଶ୍ୱାସ ଅଟକ

ରାୟଗଡା: କଟକ ଭୁବନେଶ୍ୱରରେ ନକଲି ଔଷଧ ବିକ୍ରି ମାମଲାରେ ପୋଲିସ ତନାଘନା କରୁଛି। ଅନ୍ୟପଟେ ରାୟଗଡା ଜିଲ୍ଲାରେ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି । ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଏହି ନକଲି ଡାକ୍ତରଙ୍କୁ ଅଟକ ରଖିଛି ପୋଲିସ।ଜଣେ ନକଲି ଡାକ୍ତର ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ ।…

ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ: ୧୧ଟି ହକ୍ ବିମାନ ସାମିଲ ହେବେ

ଭୁବନେଶ୍ବର: ଆଉ କିଛି ସମୟ ପରେ ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଗତକାଲି ରିହର୍ସଲ ମଧ୍ୟ ଠିକଠାକ୍ ହୋଇଥିଲା ।  ଏୟାର୍‌ ସୋ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ବାଲିଯାତ୍ରା ପଡ଼ିଆରେ ସକାଳୁ ସକାଳୁ ସମସ୍ତେ ପହଁଚିଲେଣି । ଏହି…

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ: ବିରୋଧୀ ଦଳ ନେତା

ପୁରୀ: ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗୁରୁବାର ଏହା କହିଛନ୍ତି। ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଥିଲା। ଏହି ଶିବିରରେ ବିଜୟର ମନ୍ତ୍ର ଦିଆଯାଇଛି। ଏହି…

‘ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ସ୍ଥାନରେ ମିଳିବ 5G ସେବା’

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ୫ଜି (5G) ସେବା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବ। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ୫ଐରେ ବିକିରଣ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାର କୌଣସି…