Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆପଣଙ୍କ ଗାଡି ନମ୍ବର ଏଚଏସଆରପି ଅନ୍ତର୍ଭୁକ୍ତ ତ? ନହେଲେ ଅକ୍ଟୋବର ୧ରୁ ଦେବେ ଜୋରାମାନା

ଭୁବନେଶ୍ୱର: ଆପଣଙ୍କ ଗାଡି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି)ରେ ସାମିଲ ହୋଇଛି ତ? ? ଯଦି ନହୋଇଛି ମାସ ଶେଷ ସୁଦ୍ଧା କାମ ଶେଷ କରି ଦିଅନ୍ତୁ । ନହେଲେ ଅକ୍ଟୋବର ୧ରୁ ଦେବେ ଜୋରିମାନା । ଏ ନେଇ ପରିବହନ ବିଭାଗ ସୂଚନା ଦେଇଛି। ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିତୃତ…

ମେଲେରିଆ ମୁକ୍ତ ହେବ ଓଡ଼ିଶା : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ମେଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଛି । ଆଗାମୀ ଦିନରେ ମେଲେରିଆ ମୁକ୍ତ ଓଡ଼ିଶା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ରାଜ୍ୟରେ ୨୦୧୭ ମସିହାଠାରୁ ମେଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ…

ଘର ବାରଣ୍ଡାରେ ଖେଳୁଥିଲା ଶିଶୁ, ପୋଖରୀରୁ ମିଳିଲା ଶବ

ବ୍ରହ୍ମପୁର:ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ପଞ୍ଚାୟତ ଗୋକର୍ଣ୍ଣମେରୀପଲ୍ଲୀ ଗ୍ରାମରେ ବୁଧବାର ଗ୍ରାମର ପିଣ୍ଟୁ ଗୌଡ଼ଙ୍କ ଦେଢ଼ ବର୍ଷର ପୁଅ ରିଶାନ ନିଖୋଜ ହୋଇଯାଇଥିଲେ । ତେବେ ବୁଧବାର ବିଳମ୍ବିତ ରାତିରେ ଗାଁ ପୋଖରୀରୁ ରିଶାନଙ୍କ ମୃତ ଦେହ ମିଳିଛି। ଏହି ଘଟଣାକୁ ନେଇ ନାନା…

ସରିଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର : ଲୋକଙ୍କ ନିକଟକୁ ଯିବ ବିଜେପି

ପୁରୀ: ପୁରୀ ଠାରେ ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି । ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱୟଂସମ୍ପନ୍ନ ଭାରତର ଲକ୍ଷ୍ୟ ରଖିଛି ଦଳ । ଶେଷ ଦିନରେ ରାଜ୍ୟ ନେତୃତ୍ୱଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ । କେନ୍ଦ୍ର…

ଓଡ଼ିଶା ଆକାଶରେ ଏୟାର ସୋ

ଭୁବନେଶ୍ୱର :  ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ଯକିରଣ’ ଏୟାର ସୋ’ର ଅଭ୍ୟାସ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ ବିମାନ ଏହି ସୋରେ ସାମିଲ ହୋଇଛନ୍ତି।  ଆଜି ପରୀକ୍ଷାମୂଳକ ଭାବେ ନୀଳ ଆକାଶର ଛାତି ଚିରି ରାଜଧାନୀର ଆକାଶରେ…

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ଯାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଓଡିଆ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏସଏଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୦ଟା…

ରସୁଲଗଡ଼ ଫ୍ଲାଏ ଓଭରରେ ବାଇକ ଦୁର୍ଘଟଣା, ଦମ୍ପତି ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ସଡ଼କ ଦୁର୍ଘଟଣା। ରସୁଲଗଡ଼ ଫ୍ଲାଏ ଓଭରରୁ ଛିଟିକି ପଡିଲେ ଦମ୍ପତି। ବୁଧବାର ବିଳମ୍ବିତ ରାତିରେ ବାଇକ ଯୋଗେ ଭୁବନେଶ୍ୱରୁ କଟକ ଯିବା ସମୟରେ ଏକ କାର ପଛପଟୁ ଧକ୍କା ମାରିଥିଲା। ଫଳରେ ବ୍ରିଜ ଉପରୁ ଖସିପଡିଲେ ଦମ୍ପତି। ଏହି ଦୁର୍ଘଟଣାରେ ଉଭୟ ସ୍ୱାମୀ-ସ୍ତ୍ରୀ…

ସାମ୍ବାଦିକ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀକୁ ମୂଲ୍ୟବୋଧ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉ

ଯାଜପୁର :  ଯାଜପୁର ଠାର ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସଙ୍ଘର ରାଜ୍ୟ ସଭାପତି କୈଳାସ ନାୟକ ଯୋଗ ଦେଇଥିଲେ ଏବଂ ଆସନ୍ତା ନଭେମ୍ବର ୮ ତାରିଖ କୁ ମୂଲ୍ୟବୋଧ ସାମ୍ବାଦିକତା ଦିବସ ଭାବେ ପାଳନ କରିବାକୁ ନିବେଦନ କରିଥିଲେ । ଦିନକୁ ଦିନ ସାମ୍ବାଦିକତା…

ପୋଖରୀରେ ବୁଡି ଜଣେ ନାବାଳକ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଘଟିଛି ଅଘଟଣ । ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବାର ଖବର ମିଳିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁ ଖଣ୍ଡିଆବନ୍ଧ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ଅଁଳାବେରେଣୀ ଗାଁ…

ସାମ୍ବାଦିକଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଏଏସପି ଜୟକୃଷ୍ଣ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବହିଷ୍କାର କରିବାକୁ ଦାବି ହୋଇଛି। ସାମ୍ବାଦିକଙ୍କୁ ଏଏସପି ଆକ୍ରମଣ କରିଥିଲେ। ଏଥିସହ ମହିଳାଙ୍କୁ…