Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିରୋଧୀଙ୍କ ପାଇଁ ମୁଲତବି ହେଲା ବିଧାନସଭା

ଭୁବନେଶ୍ୱର: ଆଜି ବିଧାନସଭାରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି, କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ସାଢ଼େ…

ୟୋନୋ ଆକାଉଣ୍ଟ ଅପଟୁଡେଟ୍‌ ବାହାନାରେ ଠକିନେଲେ ୩.୩୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ କ୍ରମାଗତ ଭାବେ କିଛି ଦିନ ହେଲା ସାଇବର ଜନିତ ଘଟଣାରେ ବୃଦ୍ଧି ଦେଖିବାକୁ ମିଳିଛି । ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଆପକୁ ଅପଟୁଡେଟ୍‌ କରିବା ବାହାନାରେ ୩.୩୫ ଲକ୍ଷ ଟଙ୍କା ଠକିନେଇଛନ୍ତି ସାଇବର୍ ଠକ । ଏକ ସପ୍ତାହ ମଧ୍ୟରେ ସାଇବର ଠକମାନେ ବ୍ରହ୍ମପୁର ସହରର ୩ ଜଣଙ୍କ…

ହର ଘର ତ୍ରିରଙ୍ଗା ହେବ ଜନ ଆନ୍ଦୋଳନ

ଭୁବନେଶ୍ବର: ସ୍ୱାଧୀନତାର  ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନ୍ତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ୍ ଢ଼େଙ୍କାନାଳ ଜିଲ୍ଲାର ଭୁବନ୍ ଠାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ  ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା,…

ଡଃ ଅରୁନ୍ଧତୀ ଦେବୀଙ୍କୁ ବୀର ବାଜି ରାଉତ ସମ୍ମାନ – ୨୦୨୨ ପ୍ରଦାନ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଏବଂ ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କୁ ଚଳିତ ବର୍ଷର ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଛି। ସମାଜର ସବୁକ୍ଷେତ୍ରରୁ ଅଶୋଭନୀୟତାର ଦୂରୀକରଣ ଏବଂ ଜନକଲ୍ୟାଣ ନେଇ ତାଙ୍କର ଜୀବନତମାମ ଅବଦାନ ସକାଶେ ଡଃ ଦେବୀଙ୍କୁ ଏହି…

କାଶୀପୁରରେ ହଇଜା ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ସାଂସଦ

ରାୟଗଡ଼ା: କାଶୀପୁର ବ୍ଲକରେ କଲେରା ବ୍ୟାପି ଇତି ମଧ୍ୟରେ ୨୪ ଦିନ ବିତିବାକୁ ବସିଲାଣି । ତଥାପି ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି । ପ୍ରତ୍ୟେକ ଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି କୋରାପୁଟ ସାଂସଦ…

ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ଗାୟିକା ଶ୍ରୀମତୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ।…

[ଦେଖନ୍ତୁ ଭିଡିଓ] ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ

ପୁରୀ: ଶ୍ରୀକ୍ଷେତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ହେବ ପୁନରୁଦ୍ଧାର । ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡ ପୁଷ୍କରିଣୀ ନେବ ନୂଆ ରୂପ । ଏଥିପାଇଁ ଅଭଡ଼ା ଯୋଜନାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଝଲସିବ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀର ପବିତ୍ର ଜଳରାଶି । ଇତିହାସ…

ଛତ୍ରପୁରରେ ଲହଡ଼ି ମାଡ଼ରେ ଭାଙ୍ଗିଗଲା ୬ ଘର

ବ୍ରହ୍ମପୁର: ସମୁଦ୍ରରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ପୋଡ଼ମପେଟା ଗାଁ ମିଶୁଥିବା ବେଳେ ଆଜି ପୁଣିଥରେ ସମୁଦ୍ରର ଉଚ୍ଚ ଲହଡିରେ ୬ରୁ ଉର୍ଦ୍ଧ୍ୱ ଘର ଧୋଇ ହେଇଯାଇଛି । ସମ୍ପୂର୍ଣ୍ଣ ଘର ଗୁଡିକ ଭୁଶୁଡ଼ି ପଡିଥିବା ବେଳେ ଆଉ ମାତ୍ର ଗୋଟିଏ ସାହି କୂଳ ଲଙ୍ଘିବା ପାଇଁ ବାକି ଅଛି । ଗ୍ରାମର…

ଉତ୍ତମ ମହାନ୍ତିଙ୍କ ଦେହ ଖରାପ; ଘର ଆଗରେ ଭିଡ଼ ନକରିବାକୁ ମିଡିଆକୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି କଳିର ଟିକିନିକି ଖବର ଦେଖାଇବାକୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବାବୁସାନଙ୍କ ଘର ଆଗରେ ଦିନ ରାତି ଡେରା ପକାଇ ବସୁଛନ୍ତି । ବାଲୋକୀନ, ଘର ଅଗଣା, ଛାତ ଉପରେ ଆଦି ବାହାରୁ ଦେଖାଯାଉଥିବା କେଉଁ ବି କୋଣ ମିଡିଆ କ୍ୟାମେରାରୁ ବାଦ୍ ପଡୁନି ।…

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ…