Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ହଜାରେ ଉପରେ ଦୈନିକ ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ୧୦୩୦ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ଉପକୁ ରହିଛି। ଗତକାଲି ୧୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୨୭ ଜଣ…

ଗୃହରେ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ବର: ଗୃହ ଆରମ୍ଭରୁ ହଟ୍ଟଗୋଳ । ପୁଣି ଥରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୂଲତବୀ ହୋଇଛି । କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ…

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା। ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟ ତିଥି। ଏହି ଅବସରରେର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

ସବୁ ସାରିଦେଲା ଟଙ୍କା ଲୋଭ: ଜୁଲାଇ ୩୦ରେ ଅବସର ନେବା ପୂର୍ବରୁ ଲାଞ୍ଚ ନେଇ ସାର୍ ଗିରଫ

କେନ୍ଦ୍ରପଡା: ଜୁଲାଇ ୩୦ ତାରିଖରେ ସଞ୍ଜୀବ ସିଂହଙ୍କ ଅବସର ନେଇଥାନ୍ତେ । କିନ୍ତୁ ଅବସର ଗ୍ରହଣ କରିବାର ମାତ୍ର ୩ ଦିନ ପୂର୍ବରୁ ଜେଲ୍ ଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ । ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ…

କେଉଁ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ବାବୁସାନ ?

କଟକ: ଚେନ୍ନାଇରୁ ଫେରିବା ପରେ ଓଲିଉଡ ହୀରୋ ବାବୁସାନଙ୍କୁ ଘାରିଛି ଗିରଫଦାରୀ ଭୟ। ଖାରବେଳନଗର ଥାନା ପୂର୍ବରୁ ବାବୁସାନଙ୍କୁ ତାଙ୍କ ପତ୍ନୀ ତୃପ୍ତୀ ଶତପଥୀଙ୍କ ଏଫଆଇଆର ଆଧାରରେ ହାଜର ହେବାକୁ କହିସାରିଛି। ଏବେ ସେ ଭୁବନେଶ୍ୱରକୁ ଫେରିଛନ୍ତି। ତେଣୁ ପୋଲିସ ଜେରାର ସେ ଖୁବଶୀଘ୍ର ସାମ୍ନା…

ଏମଡିଏମ ସ୍କିମରେ ଘୋଟାଲା ? ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଏମଡିଏମ୍ ସ୍କିମ୍ ବା ସ୍କୁଲ ପିଲାଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁର୍ନୀତି ହୋଇଛି । ଶାସକ ଦଳ ଏବେ ଏହାକୁ ଚପାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି। ବିଜେଡି ସରକାର ବିରୋଧରେ ଏପରି ଏକ ଅଭିଯୋଗ ଆଣି ବର୍ଷିଛି ବିରୋଧୀ ଭାରତୀୟ ଜନତା ପାର୍ଟି । ବୁଧବାର…

+୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ: କନ୍ଧମାଳ ଝିଅ ମୀନାକ୍ଷୀ କିସ୍ ଟପ୍ପର

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‍ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ…

ପାତ୍ରପୁର ବ୍ଲକରେ ଦୋଳାରେ ମେଡ଼ିକାଲ ଗଲେ ଗର୍ଭବତୀ

ବ୍ରହ୍ମପୁର: ଗଞ୍ଜାମ‌ରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଆଉ ଜଣେ ଗର୍ଭବତୀଙ୍କୁ କୋଡ଼ିଏ କିଲୋମିଟରରୁ ଅଧିକ ରାସ୍ତା ଦୋଳାରେ ବୋହି ଜଙ୍ଗଲ ରାସ୍ତାରେ ଦୁଇଟି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବା ପରେ…

କେନ୍ଦ୍ର କ୍ୟାବିନେଟ ବୈଠକ: ବିଏସଏନଏଲ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଜ ଟେଲିକମ ସଂସ୍ଥା ବିଏସଏନଏଲ ବୁଡ଼ିଯିବା ଅବସ୍ଥାରେ । ଏହାକୁ ପୁନରୁଦ୍ଧାର କରିବାକୁ ସରକାର ଦୀର୍ଘ ଚିନ୍ତନ ବିତାଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଡ଼ିଯାଉଥିବା ଏହି ନୌକାକୁ ଉଦ୍ଧାର କରିବାକୁ କିଛି ବାଟ ଆପଣାଯାଇଛି । ଟେଲିକମ…

ବାବୁଶାନ୍ -ପ୍ରକୃତି ବିବାଦ ପରେ ସୁନା ଅଳଙ୍କାର ବିଜ୍ଞାପନରୁ ବାଦ ଦେଲା କମ୍ପାନୀ

ଭୁବନେଶ୍ୱର: ଦାଣ୍ଡରେ ପଡ଼ିଛି ଷ୍ଟାର କଳି। ବାବୁଶାନ୍ -ପ୍ରକୃତିଙ୍କୁ ନେଇ ବିବାଦ ଥମୁନଥିବା ବେଳେ ପ୍ରକୃତିଙ୍କ ପରେ ପରେ ଏବେ ଫେରିଆସିଛନ୍ତି ବାବୁଶାନ୍। ସେପଟେ ସୋସିଆଲ ମିଡିଆରେ ଉଭୟଙ୍କୁ ଜୋରଦାର ଚର୍ଚ୍ଚା ଚାଲିଛି। ଅଭିନେତ୍ରୀ ପ୍ରକୃତିଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଏବେ ଏହି ବିବାଦ…