Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ୧୬ରେ ବାତ୍ୟା…

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଏକ 'ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର'ରେ ପରିଣତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ଶନିବାର ଦିନ ସୂଚନା ଦେଇଛି। IMD ଅନୁଯାୟୀ, ଏହି ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ…

କାଳୀ ପୂଜା ମେଳାରେ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଉର୍ଦ୍ଧ୍ୱ ଦୋକାନ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଏକ କାଳୀ ପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ରୁ ଅଧିକ ଅସ୍ଥାୟୀ ଦୋକାନ ଏବଂ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଭୋଗରାଇ ଥାନା ଅନ୍ତର୍ଗତ ଖଲାବାଡ଼ିଆ ଗ୍ରାମରେ ଥିବା ଭୋଗରାଇ ଲକ୍ ନିକଟରେ ଆୟୋଜିତ ଏକ ମେଳାରେ…

୨୦ଲକ୍ଷର ବ୍ରାଉନସୁଗର ଜବତ;ବନ୍ଧା ହେଲେ ୨

ପୁରୀ:ପୁରୀରୁ ସତ୍ୟବାଦୀ ଥାନା ଅଞ୍ଚଳରୁ ଜବତ ହୋଇଛି ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର। ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସତ୍ୟବାଦୀ ଥାନା ବଡ଼କଞ୍ଜିଆ ଗ୍ରାମର ପ୍ରମୋଦ ଭୋଇ ଏବଂ ସୁବାଷ ନାୟକ। ଅବକାରୀ ବିଭାଗର ଚଢ଼ଉରେ ଗୋଟିଏ…

କୁଡୁମୀ ସମାଜର କଳା, ସଂସ୍କୃତିର ସଂରକ୍ଷଣ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଆଗୁଆଡ଼ ଠାରେ ‘ଜାତୀୟ ବାନ୍ଦନା ପରବ – ୨୦୨୬’ର ସାଂସ୍କୃତିକ ମହାମିଳନ ପର୍ବ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଡୁମୀ ସମାଜର ପ୍ରାଚୀନ ପରମ୍ପରା, କର୍ମଠତା ଏବଂ ପ୍ରକୃତି ପ୍ରେମର ଉଚ୍ଚ ପ୍ରଶଂସା…

ଗଞ୍ଜାମରେ ଏହି ଦୁଇ ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଆସନ୍ତା ନଭେମ୍ବର ୧୪ (ଶନିବାର) ଏବଂ ନଭେମ୍ବର ୧୫ ତାରିଖ (ରବିବାର) ସାପ୍ତାହିକ ଛୁଟି ଦିନ ହୋଇଥିଲେ ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର…

ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ବର: ମାର୍ଚ୍ଚ ୧୨ରୁ ବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା । ଏନେଇ ଜାରି ହେଲା ପରୀକ୍ଷା ସୂଚୀ । ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ଯାଏଁ ଚାଲିବ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଦୈନିକ ଗୋଟିଏ ସିଟିଂ ପରୀକ୍ଷା ହେବ । ପରୀକ୍ଷା ସକାଳ…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟ । ସେ ସୋମବାରଠାରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ । ଏ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ସମ୍ପର୍କିତ…

ବେଆଇନ ବନ୍ଧୁକ କାରବାର ଉପରେ ସ୍ପେଶାଲ କ୍ରାଇମ୍ ୟୁନିଟର ବଡ଼ ଆକ୍ସନ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବେଆଇନ ବନ୍ଧୁକ କାରବାର ଉପରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ର ବଡ଼ ଆକ୍ସନ । ବନ୍ଧୁକ ଧରି ଯାଉଥିବା ବେଳେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ । ଅଭିଯୁକ୍ତ କାଳିଆ ଓରଫ ବିଶ୍ୱଜିତ ବେହେରାକୁ ଗିରଫ କରିବା ସହ ୨ଟି ସେମି ଅଟୋମେଟିକ୍ ପିସ୍ତଲ ଓ ୮ ରାଉଣ୍ଡ ଜୀବନ୍ତ…

ଘରୋଇକରଣ ନୁହେଁ: ନିଜ ଲାଭକୁ ସମ୍ପ୍ରସାରଣରେ ବିନିଯୋଗ କରିବ ନାଲକୋ, ଆରମ୍ଭ ହେବ ନୂତନ ‘ଗ୍ରୀନ୍ ଏନର୍ଜି’

ଭୁବନେଶ୍ୱର: ଘରୋଇକରଣର ଯେକୌଣସି ଯୋଜନାକୁ ଖଣ୍ଡନ କରି ଶୁକ୍ରବାର ନାଲକୋ ଅର୍ଦ୍ଧ-ବାର୍ଷିକ ଫଳାଫଳର ରେକର୍ଡ ଘୋଷଣା କରିଛି । ଏହାସହ କମ୍ପାନୀ ନିଜର ସ୍ମେଲଟର କ୍ଷମତାକୁ ଦୁଇଗୁଣିତ କରିବାକୁ ଆରମ୍ଭ କରିବ ନୂଆ ଗ୍ରୀନ ଏନର୍ଜି । ଏନେଇ ଖୁବଶୀଘ୍ର ଏକ ଗାଲିୟମ ପାଇଲଟ ପ୍ଲାଂଟ କାର୍ଯ୍ୟକ୍ଷମ ହେବ…

Explosion inside hotel on Puri Grand Road: ହୋଟେଲରେ ବିସ୍ଫୋରଣ…କାଚ ଭାଙ୍ଗି ବଡ଼ଦାଣ୍ଡରେ ପଡିଲା;୪ ଆହତ

ପୁରୀ: ପୁରୀ ବଡ଼ଦାଣ୍ଡରେ ଆଜି ଏକ ବଡ଼ ବସ୍ଫୋରଣ ଘଟିଛି । ବଡ଼ଦାଣ୍ଡ ନିକଟରେ ଥିବା ଟିପି ହୋଟେଲ୍‌ରେ ଶୁକ୍ରବାର ଅପରାହ୍ନରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କି ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ବିସ୍ଫୋରଣ ଫଳରେ ଏକ…