Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଡିଆ ମଙ୍ଗ ଧରିବା ପରେ ଦିଲ୍ଲୀରେ ମଙ୍ଗ ଧରିବେ କି ମଙ୍ଗରାଜ ?

ଭୁବନେଶ୍ୱର: ରାଜ୍ୟସଭାକୁ ଯିବେ ମାନସ ମଙ୍ଗରାଜ। ବିଜେଡି ଘୋଷଣା କରିଥିବା ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଅନ୍ୟତମ ପ୍ରାର୍ଥୀ ହେଉଛନ୍ତି ମାନସ ମଙ୍ଗରାଜ । ଏବେ ସେ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ…

ଶିଶୁ ଶ୍ରମିକ ନିରାକରଣ ପାଇଁ ୧୫ ଦିନିଆ ସଚେତନତା ଯାତ୍ରା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଏକ ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ରବିବାର ଶ୍ରମ ନିର୍ଦ୍ଦେଶାଳୟରେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ, ଆଇ.ଏ.ଏସ.…

ମଙ୍କି ପକ୍ସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ଯ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର : ଭାରତରେ ବର୍ତ୍ତମାନ ସୁଦ୍ଧା ମଙ୍କି ପକ୍ସ ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭାଇରସ୍‌…

ପାଟଣାଗଡରୁ ପାର୍ଲାମେଣ୍ଟ ଯିବେ ନିରଞ୍ଜନ; ନବୀନଙ୍କୁ ମିଲିଲା ଏୟୁଙ୍କ ଉତ୍ତରାଧିକାରୀ !

ଭୁବନେଶ୍ୱର: ଯେଉଁ ଚାରି ଜଣଙ୍କ ନାମ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଘୋଷଣା କରିଛି ବିଜେଡି ସେଥିମଧ୍ୟରୁ ନିରଞ୍ଜନ ବିଶି ହେଉଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସରପ୍ରାଇଜ କାର୍ଡ । ଯିଏକି ଶାସକ ଦଳର ନିକତମ ମିଡିଆ ହାଉସର ଖବରର ଆକଳନ ପରିଧି ମଧ୍ୟରେ ନଥିଲେ। ତେଣୁ କାହିଁକି…

କଥା ଦେଇ କଥା ରଖିଲେନି ନବୀନ !

ଭୁବନେଶ୍ୱର: ଯୁବ ନେତାଙ୍କୁ ଟିକେଟ୍ ଦେଇ ବିଜେଡି ସୁପ୍ରିମୋ ଦଳର ଭେଟେରେନାଙ୍କୁ ଦେଇଛନ୍ତି ଚକମା । ଖାଲି ହେବାକୁ ଥିବା ଚାରି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳରେ ଅନେକ ଆଶାୟୀ ନେତା ରାଜ୍ୟସଭାକୁ ଯିବେ ବୋଲି ମନ କରିଥିଲେ। କାରଣ ବିଭିନ୍ନ…

ବଦଳିବ ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳପଡିଆ ରୂପ; ନିର୍ମାଣ ହେବ ଅତ୍ୟାଧୁନିକ ଇଣ୍ଡୋର ହଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ମଧ୍ୟ ସ୍ଥଳରେ ଥିବା ସିଟି ହାଇସ୍କୁଲ ଖେଳ ପଡିଆ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଅପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଦିନେ ଥିଲା ଉକ୍ତ ଖେଳ ପଡିଆରେ ସହରର ସମସ୍ତ ପ୍ରକାର ଖେଳକୁଦ ସହିତ ମେଳା, ସଭା ସମତି ହୋଇ ବେଶ ଜନଗହଳି ଲାଗୁଥିଲା ।…

ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କଲେ ରେଳ ବୋର୍ଡ ଅଧ୍ୟକ୍ଷ; ସୋମବାର ଯିବେ ପାରାଦୀପ

ଭୁବନେଶ୍ୱର: ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ ରବିବାର ଓଡ଼ିଶା ଆସି ତାଳଚେର ସ୍ଥିତ କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିଛନ୍ତି । ପୂର୍ବତଟ ରେଳପଥର ଟ୍ରାଫିକ ସୁବିଧା ଯାଞ୍ଚ ଏବଂ ବାଧାମୁକ୍ତ ରେଳ ଚଳାଚଳ ବିଷୟରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକାଶମୂଳକ…

ନିଖୋଜ ବିମାନର ମିଳିଲା ପତ୍ତା :ନେପାଳ ମୁସ୍ତାଙ୍ଗ ଜିଲ୍ଲା କୋଆଙ୍ଗ ଅଞ୍ଚଳରେ ବିମାନର ଭଗ୍ନାବଶେଷ

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମିର ସୂଚନା । ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ନେପାଳରେ ମଝି ଆକାଶରେ ନିଖୋଜ ହୋଇଯାଇଥିଲା ବିମାନ । ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଓଡିଆ ପରିବାର । ଏହି ପରିବାରର ଘର…

କ୍ୟାପିଟାଲ ଥାନାରେ ଡିଜିଟାଲ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଥାନା ଭିତରର ଅନୁଭୂତି ତିକ୍ତ । ମକଦ୍ଦମା ହେଉ କି କିଛି ଆବଶ୍ୟକୀୟ କାମ ପାଇଁ ଥାନାକୁ ଯିବା ବେଳର ଅନୁଭବ ଅସହଜ । ଏଥରେ ଅସହମତିର କିଛି ପ୍ରଶ୍ନ ନାହିଁ । ତେବେ ଏହି ଅନୁଭବକୁ ବଦଳେଇ ଏକ ସୁସ୍ଥ ଭାବନା ଦେବା ପାଇଁ କମିଶନରେଟ ପୋଲିସ ଉଦ୍ୟମ କରିଛି । ଫାଲକନ ଗ୍ରୁପ ଏବଂ…

ପାରାଦୀପ ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ଏବଂ ହାର୍ବର ଅପଟିମାଇଜେସନ ହେବ

ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ଦୀର୍ଘ ମିଆଦ ଉନ୍ନତି ସକାଶେ ତୀବ୍ର ନିର୍ଦ୍ଧିଷ୍ଟି ପୁଞ୍ଜି ନିବେଶର ଆବଶ୍ୟକତା ଅଛି । ଯାହା ଏହି ବନ୍ଦରକୁ ଏକ ମେଗା ବନ୍ଦରରେ ପରିଣତ କରିବ ଏବଂ ଅର୍ନ୍ତଜାତୀୟ ପଣ୍ୟ ପରିବହନ ମାତ୍ରା ବୃଦ୍ଧି କରିବ । ଏଥିପାଇଁ ପିପିପି ଢ଼ାଞ୍ଚାରେ ହାର୍ବର ର ଅପଟିମାଇଜେସନ ଓ…