Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡ଼ିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ପ୍ରାର୍ଥୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ପୁଣି ଥରେ ସସ୍ମିତ ପାତ୍ରଙ୍କୁ ଦଳ ରିପିଟ୍ କରିଥିବା ବେଳେ, ଆଉ ୩ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି ଦଳ ।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା…

ଆଜି ସନ୍ଧ୍ୟାରେ ସରୁଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ୨୭୯ ବୁଥରେ ହେବ ଭୋଟ୍ ଗ୍ରହଣ

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ । ବୁଥ ମୁହାଁ ପୋଲିଂ ଅଫିସର । ଉପନିର୍ବାଚନ ପାଇଁ ୧୨ ଶହ ୨୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଇନ୍ ଶୃଙ୍ଖଳା ପାଇଁ ୧ ହଜାର ପୋଲିସ କର୍ମଚାରୀ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି । ୨ ଲକ୍ଷ ୧୪…

[ଦେଖନ୍ତୁ ଭିଡିଓ] ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ: ଆମ୍ବ କିଲୋ ୧୦୦କୁ ସେଓ କିଲୋ ୨୦୦ ଟଙ୍କା

କେନ୍ଦୁଝର : ସାବିତ୍ରୀ ବ୍ରତ । ବ୍ରତ ପୂର୍ବରୁ ଫଳ ବଜାରରେ ଲାଗିଲାଣି ନିଆଁ । ଆମ୍ବ କଲୋ ପିଛା ଦର ୧୦୦ଟଙ୍କା ପାର କରି ଯାଇଥିବାବେଳେ ସେଓ କିଲୋ ୨ଶହ ଟଙ୍କା ଉପରେ ରହିଛି । ଲିଚି କଲୋ ପିଛା ଦାମ ୧୨୦ ଟଙ୍କା ଉପରେ ରହିଛି । କମଳା, ଅଂଗୁର କଥା ନକହିବା ଭଲ । ପଣସ , ସପୁରୀ ଦରରେ ବି ହାତ…

ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ: ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ୩ ବର୍ଷ । ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି । 5T ସହିତ ‘ମୋ ସରକାର’ ବ୍ୟବସ୍ଥା । ଥାନାଠୁ ଡାକ୍ତରଖାନା ଯେ କୌଣସି ସରକାରୀ ଅଫିସରେ ଉତ୍ତମ ସେବା ମିଳୁଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ…

ବିଜେଡି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବିଜେଡି ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀନୀ କରିଥିବା ବେଳେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ଟିକେଟ୍ ଦେଇଛି । ସେହିପରି ଅନ୍ୟ ଦୁଇ ଜଣ ହେଲେ ରାଜ୍ୟ ସରକାରଙ୍କ ମିଡିଆ…

ସମୟ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ନିର୍ଦ୍ଧାରିତ ତାରିଖ ଜୁନ ୧ର ୩ ଦିନ ଆଗରୁ ଆଜି କେରଳ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ କେରଳରେ ବର୍ଷା…

ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣା: ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ମାମଲା

ଭୁବନେଶ୍ୱର :  ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସିଂହୀ…

ଆଜିଠୁ ବର୍ଷା: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 ଭୁବନେଶ୍ୱର : ତାତିରୁ ମିଳିବ ଆଶ୍ୱସ୍ତି । ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆଜି ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,…

ବିଧାୟକ ରହିବେ ବୋଲି ରାଜଧାନୀରେ ଚାଲିଛି ଗଛ କଟା

ଭୁବନେଶ୍ୱର: ଗଛ ଆମ ଜୀବନ । ଗଛ ଲଗାଇ ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା । ଏପରି ଅନେକ ନାରା ପ୍ରଦୂଷଣକୁ କମ କରିବା ପାଇଁ ଏବଂ ପରିବେଶକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଦିଅନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏହା କିନ୍ତୁ ଭିନ୍ନ । ବିଧାୟକଙ୍କ ପାଇଁ ଘର ତିଆରି ହେବ । ଏଥିପାଇଁ…

ଫାଟିଗଲା ବ୍ୟାଟେରୀ, ଜଳିଗଲା ତିନୋଟି ବ୍ୟାଟେରୀ ଚାଳିତ ବାଇକ

ଯାଜପୁର (ହିମାଂଶୁ କୁମାର ପାଢ଼ୀ): ଚାର୍ଜ ବେଳେ ଫାଟିଲା ବ୍ୟାଟେରୀ ବାଇକର ବ୍ୟାଟେରୀ। ଯାଜପୁର ଲଳିତେଶ୍ୱର ନଗରରେ ଥିବା ଏକ ସୋ ରୁମରେ ଏହି ଅଘଟଣ ଘଟିଛି। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା। ଫଳରେ ନିଆଁ ପୁରା ସୋ ରୁମକୁ ବ୍ୟାପିଥିଲା। ଏଥିରେ…