Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର ଚାରୋଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର ଓ ଗଡକରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ସାମାଜିକ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା 4ଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା…

ପ୍ରଶାନ୍ତ କିଶୋର, ସିଦ୍ଧୁଙ୍କ ଓଲ୍ଡ ୱାଇନ୍ ଗୋଲ୍ଡ ଫ୍ରେଣ୍ଡ

ଭୁବନେଶ୍ୱର: ‘ଓଲ୍ଡ ୱାଇନ୍, ଓଲ୍ଡ ଗୋଲ୍ଡ, ଓଲ୍ଡ ଫ୍ରେଣ୍ଡ’ । ପଂଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁରୁଣା ବନ୍ଧୁ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ ଏମିତି ଲେଖା ସହ ସେଲଫି ଟ୍ୱିଟ୍ କରିଛନ୍ତି। ମଂଗଳବାର ଭେଟ ପରେ ନିଜ ଷ୍ଟାଇଲରେ ସିଦ୍ଧୁ ଦୋସ୍ତି ୟାରି କଥା ଲେଖିଛନ୍ତି। ଜାଗା…

ଜୁନ୍ ପ୍ରଥମ ସପ୍ତାହରେ ଜୟପୁର ରୁ ବିମାନ ଚଳାଚଳ ଆରମ୍

ଜୟପୁର: ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କୋରାପୁଟର ଜୟପୁରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଜୁନ ପ୍ରଥମ ସପ୍ତାହରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ଯାୟରେ…

ଗୁଣୁପୁରରେ ବଜ୍ରପାତ ହୋଇ ଜଣେ ମୃତ

ଗୁଣୁପୁର: ମଙ୍ଗଳବାର ପୂଜାରୀପୁଟ ଧାନ ମିଲ୍ ନିକଟରେ ବଜ୍ରାଘାତରେ ଜଣଙ୍କ ପ୍ରାଣ ଚାଲିଯାଇଛି । ଭାଲେରି ଗ୍ରାମର କରୁଣାକର କୁମ୍ଭାର ଚାଷ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ବଜ୍ରାଘାତ ପଡ଼ି ତାଙ୍କ ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି…

ପିସିସି ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି; ସୁରଙ୍କୁ ସ୍ପଷ୍ଟୀକରଣ ମାଗିଲେ ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ବିଗତ ଦିନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏହି ମତ ଦେଇଥିଲେ । ସୁରଙ୍କ ଏଭଳି ମନ୍ତବ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୁବ୍ଧ ହୋଇ ତାଙ୍କୁ ଏହାର ସ୍ପଷ୍ଟୀକରଣ ମାଗିଛନ୍ତି ।…

ପ୍ରତିବର୍ଷ ହେବ ମେୟର ଓ ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର: ପ୍ରତିବର୍ଷ ମେୟର ଓ ଅଧ୍ୟକ୍ଷମାନଙ୍କୁ ନେଇ ସମ୍ମିଳନୀ ଆୟୋଜିତ ହେବ । ନବର୍ନିବାଚିତ ମେୟର ଏବଂ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ପାଇଁ ଲୋକସେବା ଭବନରେ ହୋଇଥିବା ଦୁଇ ଦିନିଆ କର୍ମଶାଳାଏହି ନିଷ୍ପତ୍ତି ନିଆଯାଇଛି। ଏହି କର୍ମଶାଳାରେ ସମସ୍ତ ଅଂଶଗ୍ରହଣକାରୀ ଗୃହ ଓ ନଗର ଉନ୍ନୟନ…

ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ

ଭୁୁବନେଶ୍ୱର: ଆସନ୍ତା କାଲି ଏପ୍ରିଲ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ରାଜ୍ୟ ଗୁଡ଼ିକର କରୋନା ସ୍ଥିତି ବିଷୟରେ ଆଲୋଚନା କରିବେ ମୋଦି । କରୋନାର ତୃତୀୟ ଲହରରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁମ୍ବାଇ, ଦିଲ୍ଲୀ ଭଳି…

ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁ କନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜନ୍ମଗତ ହୃଦଜନିତ ତୃଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା । ତେବେ ଆଇଏମଏସ…

ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ଦିଆଯିବ। ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି।

[ଦେଖନ୍ତୁ ଭିଡିଓ] ଗୁଣୁପୁର ସହରରେ ଗହଣା ଦୋକାନରୁ ୩କେଜି ଗହଣା ଲୁଟ୍: ସିସିଟିଭିରୁ ଫୁଟେଜ

ରାୟଗଡ଼ା: ସିସିଟିଭରେ କଏଦ ହୋଇଛି ଲୁଟର ଭିଜୁଆଲ। ଦିନ ଦିପହରରେ ଲୁଟେରା ଲୁଟିନେଲ ସୁନାଗହଣା। ଗୁଣୁପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି । ଦୋକାନ ଖୋଲିବାକୁ ଆସିବା ସମୟରେ ଏକ ବାଇକରେ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ଠାରୁ ଲୁଟି ନେଇଥିଲେ ସୁନାଭରା…