Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଦିଲ୍ଲୀ: ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ…

ଅଫେରା ରାଇଜରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ପରଲୋକରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ କର । ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା…

କିଏ ହେବେ ଆଗାମୀ ପିସିସି ସଭାପତି, ୨୨ରେ କଂଗ୍ରେସ ପ୍ରଭାରୀ କରିବେ ଆଲୋଚନା

ଭୁବନେଶ୍ୱର: ଏପ୍ରିଲ ୨୨ରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର । ପିସିସି ସଭାପତି ପରିବର୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେଣୁ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ ଘୋଷଣା ପୂର୍ବରୁ ଚେଲ୍ଲା କୁମାରଙ୍କ ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ । ଚେଲା କୁମାର…

ନିଦ ଭାଙ୍ଗିଲା ଅଗ୍ନିଶମ ବିଭାଗର, ଯାଞ୍ଚ ହେବ ସପିଂ ମଲର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲଡିଂ ନିକଟରେ ଥିବା କେଶରୀ ସପିଂ ମଲରେ ନିଆଁ ଲାଗିଥିଲା । କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଥିଲା ତାହା ଏବେ ବି ଅସ୍ପଷ୍ଚ ରହିଛି । କିନ୍ତୁ ପ୍ରାଥମିକ ତଦନ୍ତରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ…

ସୋମବାରରୁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର: ସୋମବାର ଠାରୁ ଖୋଲିବ ଲୋକାସେବା ଭବନ। ଏହା ସହିତ ଖାରବେଳ ଭବନ ଓ ରାଜୀବ ଭବନ ଯିବାକୁ ସାମ୍ବାଦିକ, ସର୍ବସାଧାରଣଙ୍କୁପ୍ରବେଶ ଅନୁମତି ମିଳିବ । ଗତ ୧୨ ତାରିଖରେ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରଠାରୁ ପ୍ରାୟ ୨ ବର୍ଷ ପରେଜିଲ୍ଲାସ୍ତରୀୟ ଓ…

ପରଲୋକରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକାଧାରରେ ସେ ଜଣେ ଗାୟକ, ଗୀତିକାର ଓ ସ୍ତମ୍ଭକାର ଥିଲେ। ଏକଦା ଏକ ଖବର କାଗଜରେ ପ୍ରକାଶିତ ତାଙ୍କର "ସାଉଁଟା କାହାଣୀ" ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା ।…

ବିଶେଷ ଦିନରେ ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ

ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ । ବର୍ଷର କିଛି ବିଶେଷ ଦିନରେ ଏଏସଆଇ ଦ୍ୱାରା ସଂରକ୍ଷିତ ପର୍ଯ୍ୟଟନସ୍ଥଳୀ ମାଗଣାରେ ପ୍ରବେଶ ସୁବିଧା ମିଳିବ । ଏହି ଦିନ କୌଣସି ଟିକେଟ ବ୍ୟବସ୍ଥା ରହିବନି । ସର୍ବସାଧାରଣ ପ୍ରବେଶ ବିନା ପ୍ରତିବନ୍ଧକରେ ହେବ । ଏନେଇ ଏଏସଆଇ(ଭାରତୀୟ ପ୍ରତ୍ନତାତ୍ତ୍ୱିକ…

ନଦୀରେ ବୁଡ଼ି ଦୁଇ ଅଙ୍ଗନୱାଡ଼ି ଶିଶୁଙ୍କ ମୃତ୍ୟୁ

ଜି. ଉଦୟଗିରି: ଟିକାବାଲିର ଛାତିଝରା ଗ୍ରାମରେ ନଦୀରେ ବୁଡ଼ି ଅଙ୍ଗନୱାଡ଼ି ପାଠ ପଢୁଥିବା ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି, ଜ୍ୟୋତିଷ ଦେହୁରୀଙ୍କ ଝିଅ ଯାଜ୍ଞସିନୀ ଏବଂ ଯୁଧିଷ୍ଠିର ଦେହୁରୀଙ୍କ ଝିଅ ସତ୍ୟଜିତ୍ । ରବିବାର ସକାଳେ ଉଭୟ ତାଙ୍କ ବଡ଼ ମା’ ଙ୍କ ସହ ନଦୀକୁ ଗାଧୋଇବାକୁ…

ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା: ସିନ୍ କ୍ରିଏସନ କରି ଦେଖାଇଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୋଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୋଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୋଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ,…

ମାହାଙ୍ଗା ଗଣହତ୍ୟା ମାମଲା : ୩ ଦିନିଆ ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ

କଟକ : ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ ପରୀକ୍ଷା…