Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ମଉଡ଼ମଣି ପ୍ରଫୁଲ୍ଲ କର

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ପଞ୍ଚ ଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର । । ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନୀ । ଅନ୍ତିମ ସଂସ୍କାରରେ…

ପୋଖରୀରେ ବୁଡି ବରଗଡ ଜନ୍ମିତ ଇସ୍ରୋ ବୈଜ୍ଞାନିକ ନିହାର ରଂଜନ ପ୍ରଧାନଙ୍କ ମୃତ୍ୟ

ବରଗଡ: ବେଶ ପୁରୁଣା ନୁହଁ, ଗତବର୍ଷ ଜାନୁଆରୀ ମାସରେ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ ସହ ବୈଜ୍ଞାନିକ ଭାବେ ଯୋଡି ହୋଇଥିଲେ ବରଗଡର ନିହାର ରଂଜନ ପ୍ରଧାନ । ଏହି ଖବର ତାଙ୍କ ଗାଁ ସମେତ ସାରା ରାଜ୍ୟକୁ ଗୌରବାନ୍ୱିତ କରିଥିଲା । ହେଲେ ଆଜି ତାଙ୍କ ଅକାଳ ବିୟୋଗ ଖବର ସାରା…

ଦେଶରେ ବଢୁଛି ସଂକ୍ରମଣ ,ରାଜ୍ୟରେ ଆତଙ୍କିତ ହେବା ସ୍ଥିତି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେବାର ଲାଗିଛି ।ରାଜ୍ୟରେ ସଂକ୍ରମିତଙ୍କ ହାର ବୃଦ୍ଧି ଏତେଟା ପରୀଲକ୍ଷିତ ହୋଇନାହିଁ । ୭ରୁ ୮ ଟି ଜିଲ୍ଲାକୁ ବାଦ ଦେଲେ ଅନ୍ୟସବୁ ଜିଲ୍ଲାରେ ସଂକ୍ରମଣ ନାହିଁ । ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ବିଜାପୁରରେ ତାତିଲେ ମାଓବାଦୀ, ୭ଟି ଟ୍ରାକ୍ଟର ଜାଳିଦେଲେ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓ ହିଂସା । ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ ସହ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ୭ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ସୂଚନାଅନୁସାରେ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ରାସ୍ତା ନିର୍ମାଣ କାମ ଚାଲିଥିଲା…

ଭିଜିଲାନ୍ସ ପଞ୍ଝାରେ ଆରଆଇ, ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସମ୍ବଲପୁର ଜମନକିରା ଆରଆଇ ମନୋଜ ମହାନନ୍ଦ । ସେ ଜମି ବିଭାଜନ କାମ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ତାଙ୍କ ଠାରୁ ଲାଞ୍ଚ ଟଙ୍କା…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିବା ବଂଶୀଧରଙ୍କ ମୃତଦେହ ଚନ୍ଦ୍ରଭାଗା ନିକଟରୁ ମିଳିଲା

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯିବା ଘଟଣା । ବାଲେଶ୍ୱର ସଚିନ ଗାଁର ବଂଶୀଧର ବେହେରାଙ୍କ ମିଳିଲା ମୃତଦେହ । ଗତକାଲି ରାତିରେ ପୋଲିସ ଚନ୍ଦ୍ରଭାଗା ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ତାଙ୍କ ଶବକୁ ଜବତ କରିଛି । ଏ ନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ…

ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ମୃତକ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ

ଭୁବନେଶ୍ୱର : ଭୁବନେଶ୍ୱର ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ସମୟରେ ପୋଲିସ ତାଙ୍କୁ ଉଠାଇନେଇଥିଲା । ଥାନା ହାଜତରେ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ ହସ୍ପିଟାଲରେ…

ଭୁବନେଶ୍ୱରରେ ଏକଜୁଟ ହେଲେ ହଜାର ହଜାର ଡ୍ରାଇଭର

ଭୁବନେଶ୍ୱର : ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଓଡ଼ିଶା ଡ୍ରାଇଭର ଆସୋସିଏସନ୍ । ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ । ୩୦ ଜିଲ୍ଲାର ଗାଡି ଚାଳକମାନେ ରାଜଧାନୀରେ କରୁଛନ୍ତି ବିଶାଳ ସମାବେଶ । ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିବା ଦେଖିବାବୁ…

ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ

ଭୁବନେଶ୍ୱର: ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା…

ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଦିଲ୍ଲୀ: ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ…