Latest Odisha News

BREAKING NEWS

Browsing Category

ଓଡିଶା

Odisha

ୱାର୍ଡମେମ୍ବରକୁ ଗୁଳି କରି ହତ୍ୟା: ପୋଖରୀ ଖୋଳାକୁ ବାରଣ କରିବାରୁ ଗୁଳିକାଣ୍ଡ

ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ । ପୋଖରୀ ଖୋଳାକୁ ନେଇ ଗଡ଼ିଲା ମୁଣ୍ଡ । ଢେଙ୍କାନାଳ ସଦର ଥାନା କନ୍ଧପାଲ ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ହେଉଛନ୍ତି କନ୍ଧପାଲ ଗାଁର ଦଳେଇ ନାୟକ । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରଥମେ ଗାଁରେ…

ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରୁଛି। ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯିବା ପରେ ଫରେଷ୍ଟ ପାର୍କରେ ଥିବା ବିଜୁ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର : ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ସାରା ରାଜ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କରୋନା କଟକଣା ଭିତରେ ଆୟୋଜନ କରାଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ଓଡ଼ିଶା ଥିଲା ବିଜୁବାବୁଙ୍କ ରାଜନୈତିକ ପ୍ରୟୋଗଶାଳା। ଆଜି ତାଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟ ମନେ…

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ରହିବ ନା ହଟିବ ? କିଏ କହୁଛି କ’ଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖାଇବାକୁ ହେଲେ ସ୍ଥାନୀୟ ସାଂସଦଙ୍କ କୋଟା ରହିବ କି ନାହିଁ ? କାରଣ କେନ୍ଦ୍ର ସରକାର ଏବେ ଏପରି ଆଡମିଶନ ଉପରେ ସ୍ଥଗିତା ଦେଶ ଲଗାଇଛନ୍ତି। ତେଣୁ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ କଥା କହିଛନ୍ତି । ଏହା…

ମାନସ ସ୍ୱାଇଁ ହତ୍ୟା ଘଟଣା: ଭଦ୍ରକ ଜେଲରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ୍ ଟିମ୍

ଭଦ୍ରକ  : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ଦୁଇ ଜଣଅଭିଯୁକ୍ତଙ୍କୁ ଜେରା କରିଛି । ଦିନ ୧୧ଟାରେ ଭଦ୍ରକ ସ୍ୱତନ୍ତ୍ର ପକାରାଗାରରେ ପହଁଞ୍ଚିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ତା ପରେ ବିବେକ ନାୟକ ଓ ଭାଗ୍ୟଧର…

[ଦେଖନ୍ତୁ ଭିଡିଓ] ଚୈତ୍ର ପୂର୍ଣ୍ଣିମାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ

 ପୁରୀ :  ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକା ବିହାର କରିବେ । ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ…

୩ ଘଣ୍ଟା ଭିତରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା  ହୋଇପାରେ । ଗରମରୁ ମିଳିବ ଆଶ୍ୱସ୍ତି । କିଛି ସମୟ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଥଣ୍ଡା ପବନ ଘଡଘଡି ସହ ବର୍ଷା ହେବ । ଏନେଇ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ…

[ଦେଖନ୍ତୁ ଭିଡିଓ] ପାଣି ଅଭାବରୁ ଉଜୁଡିବ ଫସଲ ,ଚିନ୍ତାରେ ଚାଷୀ କୁଳ

ନୂଆପଡ଼ା : ମିଳୁନି ପାଣି। ଉଜୁଡିବାକୁ ବସିଛି ଫସଲ। କେନାଲରୁ ପାଣି ଆସୁନଥିବା ବେଳେ ଚାଷୀର ଚାଷ ଜମି ଫାଟି ଆଁ କରିଛି । ଏହିଭଳି ଅଭିଯୋଗ ଆସିଛି ନୂଆପଡ଼ାରୁ। ଫସଲ ଅମଳ ହେବାକୁ ବସିଥିବା ବେଳେ ଉପଯୁକ୍ତ ପାଣି ନମିଳିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି…

ଲିିଙ୍ଗିପୁର ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ୍, ୨ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଲିଙ୍ଗିପୁର ଏଟିଏମ୍ ଲୁଟ ଘଟଣାରେ ପର୍ଦ୍ଦାଫାସ ।ଏହି ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଦୁଇ ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୋଲିସ ସ୍ପେଶାଲ ସ୍କାର୍ଡ ।ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ବାଲାଂଦେଶର ଖୋକନ ମୁଲ୍ଲା ଏବଂ…

ଜାଲ୍ ସାର୍ଟିଫିକେଟ୍ ବିବାଦ : ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

 ଭୁବନେଶ୍ୱର : ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ…