Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡାରେ ସିରିଜ ଦୁର୍ଘଟଣା , ୩ ଟି ଟ୍ରକ ଧକ୍କା , ୨ ଗୁରୁତର

ନୂଆପଡା : ନୂଆପଡାରେ ସିରିଜ ଦୁର୍ଘଟଣା । ନୂଆପଡା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ସିରିଜ ଦୁର୍ଘଟଣା ଘଟିିଛିା ମାଲବାହୀ ଟ୍ରକ ବିରରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ଧକ୍କା ହୋଇଥିଲା । ଫଳରେ ପାଖରେ ଥିବା ଆଉ ଏକ ଟ୍ରକ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଗୋଟିଏ…

ସାମ୍ବାଦିକଙ୍କୁ ନିର୍ଯାତନା ଘଟଣା: ଆଜି ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା

ନୀଳଗିରି : ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ବୁଧବାର ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ । ଏଥିରେ ନୀଳଗିରିର ସମସ୍ତ ରାଜନୈତିକ ଦଳ, ଜନସାଧାରଣ, ସାମ୍ବାଦିକ ସାମିଲ ହୋଇଛନ୍ତି ।…

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ…

ରାଜଧାନୀ ପ୍ରତିଷ୍ଠା ଦିବସ: ୭୪ ବର୍ଷରେ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ବର ।  ଭୁବନେଶ୍ବରର ଇତିହାସ ୭୩ ବର୍ଷ ପୁରୁଣା। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ, ମହାବିଷୁବ ସ˚କ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବରଠାରେ ନିର୍ମାଣର…

ରାଜଧାନୀ ପ୍ରତିଷ୍ଠା ଦିବସ, ସାଂସଦ ଅପରାଜିତାଙ୍କୁ ନାହିଁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ

ଭୁବନେଶ୍ୱର: ଆଜି ରାଜଧାନୀର 74 ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହିସବୁ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିଙ୍କ ନାଁ ଅତିଥି ତାଲିକାରେ ରହିଛି । କିନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର ସାଂସଦଙ୍କ ନାଁକୁ ଏଥିରୁ ବାଦ୍ ଦେଇଛନ୍ତି।…

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ପରିବେଶ ମନ୍ତ୍ରାଳୟର ଅନୁମତି

ଭୁବନେଶ୍ୱର: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ ଜଟାଧାରୀ ମୁହାଣରେ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ସବୁଜ ସଂକେତ ମିଳିଲା। କେନ୍ଦ୍ର ସରକାରଙ୍କଜଂଗଲ ଓ ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ଏହି ଅନୁମତି ଦେଇଛି। ଜଗତସିଂହପୁରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର କ୍ଷମତା ୫୨…

ଜଣେ ୫ ଜଣଙ୍କୁ ହତ୍ୟା କରିବା ସମ୍ଭବ ? ତଦନ୍ତ ବେଳେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ

ମାହାଙ୍ଗା: କଟକ ମାହାଙ୍ଗାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରାଇ ଦେଇଛି ।ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିବା ଜଣାପଡିଛି। କିନ୍ତୁ ଜଣେ ଲୋକ କେମିତି ଏକା…

କେଉଁଝର ଜିଲ୍ଲାପାଳଙ୍କ ନାଁରେ ଗିରଫ ୱାରେଣ୍ଟ

ଭୁବନେଶ୍ୱର: ବାରମ୍ବାର ହାଜର ନୋଟିସ ଜାରି ହେବା ସତ୍ତେ୍ୱ ହାଜର ହେଲେନି ଜିଲ୍ଲାପାଳ । କେଉଁଝର ଜିଲ୍ଲାପାଳଙ୍କୁ ଗିରଫ କରି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର କରିବାକୁ ୱାରେଣ୍ଟ ଜାରି ହୋଇଛି । ବିଭିନ୍ନ ଜନଜାତି ଉତ୍ପୀଡ଼ନ ସଂପର୍କିତ ମାମଲାରେ କମିଶନ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ…

ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତା ପଶିଲା, ଏସଓପି ପାଇଁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ଭୁବନେଶ୍ୱର: ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତି ଗଲେ କେନ୍ଦ୍ର ସରକାର । ଗୃହ ସଚିବ ଏନେଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ଚିଠି ଲେଖି ଚିନ୍ତା ଜତାଇଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ରୋପୱେ ଗୁଡ଼ିକର ତୁରନ୍ତ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ…

ରାଜ୍ୟରେ ଦୁଇ ଗୁଣା ହୋଇଛି ସିଏସଆର ପାଣ୍ଠି; ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଧ୍ୟାନ ଦିଆଯାଉ

ଭୁୁବନେଶ୍ୱର: ରାଜ୍ୟରେ ବଢୁଛି ସିଏସଆର(କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି) ଅର୍ଥାତ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଣ୍ଠି । ୨୦୧୫ ଅପେକ୍ଷା ଦୁଇ ଗୁଣା ହୋଇଛି ୨୦୧୯ରେ । ରାଜ୍ୟରେ ବିକଶିତ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ସାମାଜିକ ମଙ୍ଗଳ ବା ବିକାଶ ସକାଶେ ଏକ ପ୍ରତିଦ୍ୱନ୍ଦିତା…