Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଦୁଇ ଗୁଣା ହୋଇଛି ସିଏସଆର ପାଣ୍ଠି; ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଧ୍ୟାନ ଦିଆଯାଉ

ଭୁୁବନେଶ୍ୱର: ରାଜ୍ୟରେ ବଢୁଛି ସିଏସଆର(କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି) ଅର୍ଥାତ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଣ୍ଠି । ୨୦୧୫ ଅପେକ୍ଷା ଦୁଇ ଗୁଣା ହୋଇଛି ୨୦୧୯ରେ । ରାଜ୍ୟରେ ବିକଶିତ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ସାମାଜିକ ମଙ୍ଗଳ ବା ବିକାଶ ସକାଶେ ଏକ ପ୍ରତିଦ୍ୱନ୍ଦିତା…

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ…

ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଚଢାଉ

ପୁରୀ : ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ଚଢାଉ । ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ପୁରୀ ପୌର ପାଳିକା ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୋଲିସ ଟିମ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ହୋଟଲରେ ଥିବା ଖାଦ୍ୟ ଗୁଡିକୁ…

ଚାଲାଣ ହେଉଥିବା ବେଳେ ୧୬ ବାଳିକା ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର : ତାମିଲନାଡୁ  ଚାଲାଣ ହେଉଥିବା ବେଳେ ୧୬ ବାଳିକା ଦାଦନ ଶ୍ରମିକ ଉଦ୍ଧାର । ନବରଙ୍ଗପୁର ପୋଲିସ, ଚାଇଲଡ଼ ଲାଇନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଚଢ଼ାଉରେ ଏହି ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଜିଲ୍ଲାର କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରୁ ଗୁପ୍ତା ନାମକ ଏକ ଘରୋଇ ବସରେ…

ହଟିଲା କରୋନା କଟକଣା, ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନକୁ ପ୍ରବେଶ ଅନୁମତି

ଭୁବନେଶ୍ୱର : ଲୋକସେବା ଭବନରୁ ହଟିଲା କୋଭିଡ କଟକଣା । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମିଳିଲା ପ୍ରବେଶ ଅନୁମତି । କୋଭିଡ ମହାମାରୀ କାରଣରୁ ଲୋକସେବାରେ ଲାଗୁ ହୋଇଥିବା କଟକଣାକୁ ହଟାଇଦେଇଛନ୍ତି ରାଜ୍ୟ ସରକାର । ଏଣିକି ସାମ୍ବାଦିକ ମାନେ ଲୋକସେବା ଭିତରକୁ ପ୍ରବେଶ କରିପାରିବେ ।ଏନେଇ ରାଜ୍ୟ…

ମାଓ ଦୁର୍ଗ : ମାଲକାନଗିରି ଏସପିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ଭୁଷୁଡୁଛି ମାଓ ଦୁର୍ଗ । ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଭନ୍ତାଲା ରାଜୁ । କୋରୁକୋଣ୍ଡା -ପେଦାବାଇଲୁ ଏରିଆ କମିଟି ସଦସ୍ୟ ଥିଲା ସାଗର ଓରଫ ଭନ୍ତାଲା । ୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ…

ଗୁଣି ଗାରେଡି ସନ୍ଦେହରେ ହତ୍ୟା ମାମଲା: ବାପା ଓ ୨ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ : ଧର୍ମଗଡ ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଆସିଛି ରାୟ । ବାପା ଓ ୨ ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଧର୍ମଗଡ଼ ଏଡିଜେ । ଶିଶୁପାଳ ବିଶି ଏବଂ ତାଙ୍କ ଦୁଇ ପୁଅ ଦିଗାମ୍ବର ବିଶି ଏବଂ…

ଛତିଶା ନିଯୋଗ ବୈଠକ : ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ପ୍ରସ୍ତୁତି ନେଇ ଆଲୋଚନା

ପୁରୀ  : ମଙ୍ଗଳବାର ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନରେ ଅନୁଷ୍ଠିତ ହେବ ଏହି ଛତିଶା ନିଯୋଗ ବୈଠକ ।  ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ…

ଭାଇ ସାଜିଲା ଭାଇର ହତ୍ୟାକାରୀ , ପରିବାରର ୫ ସଦସ୍ୟଙ୍କୁ ହତ୍ୟା

ମାହାଙ୍ଗା : ଜମିବାଡି ବିବାଦରୁ ଗଡିଲା ୫ ମୁଣ୍ଡ । ବଡ ଭାଇର ପରିବାରକୁ ନାଶ କଲା ସାନ ଭାଇ । ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ । ମାହାଙ୍ଗା ଥାନା କୁସୁପୁର ଗାଁରେ ବିଭତ୍ସ୍ୟ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସାନ ଭାଇ ସାଜିଲା ରକ୍ତମୁଖା । ବଡ ଭାଇର ପରିବାରକୁ ମାରି ପଦା କରିଦେଲା ସାନ ଭାଇ…

ରାଜଧାନୀ ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା ଘଟଣା, ୨ ଅଟକ ,ଚାଲିଛି ତଦନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏନଜିରେ ବବୁଲୁ ବେହେରା ହତ୍ୟାକାଣ୍ଡ ଘଟଣା ।ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ଖାରବେଳନଗର ପୋଲିସ । ଦୁଇ ଜଣ ଅଭିଯୁକ୍ତ ଶ୍ରମିକ ଅଟନ୍ତି ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସାମାନ୍ୟ ଗଣ୍ଡଗୋଳରକୁ ହତ୍ୟାକାଣ୍ଡ…